Latest Odisha News

BREAKING NEWS

Yearly Archives

2021

ପିଏମ୍‌ କେୟାର ଫଣ୍ଡ୍‌ ସରକାରୀ ପାଣ୍ଠି ନୁହେଁ; ଏଚ୍‌ସି

ନୂଆଦିଲ୍ଲୀ: ପିଏମ୍‌ କେୟାର ପାଣ୍ଠି ଭାରତ ସରକାରଙ୍କ ପାଣ୍ଠି ନୁହେଁ ବୋଲି କେନ୍ଦ୍ର ସଂଗୃହିତ ଏକ ଆଫିଡେଭିଟରେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି। ଏହା ଦ୍ବାରା ଏହି ପରିମାଣ ଭାରତର ଏକୀଭୂତ ପାଣ୍ଠିକୁ ଯିବ ନାହିଁ। ଆଫିଡେଭିଟ୍‌ରେ କୁହାଯାଇଛି ଯେ ଟ୍ରଷ୍ଟ ସ୍ୱଚ୍ଛତା ସହିତ କାର୍ଯ୍ୟ କରିଥାଏ।…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ…

ମେହନ୍ଦିପୁର ବାଲାଜୀ ରହସ୍ୟ

ଭୁବନେଶ୍ୱର: ଦେଶରେ ବିଭିନ୍ନ ଧାର୍ମିକ ସ୍ଥଳ ରହିଛି । ଆଉ ସେହି ସ୍ଥାନ ଗୁଡିକରେ କିଛି ନା କିଛି ରହିଛି ମାହାତ୍ମ୍ୟ । ମନରେ ବିଶ୍ୱାସ ଅଛି ଯେ ପବିତ୍ର ଧାର୍ମିକ ସ୍ଥଳୀ ଗୁଡିକରେ ମନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯାଏ । ଆଉ କିଛି ଏମିତି ମନ୍ଦିର ରହିଛି ଯେଉଁଠି ଚାରିପଟେ ରହିଛି…

ଖୁବ୍‌ ଶୀଘ୍ର କମ୍‌ ବ୍ୟାକ୍‌ କରୁଛନ୍ତି ଶାହାରୁଖ୍‌ ଓ ହିରାନୀଙ୍କ ଯୋଡି

ନୂଆଦିଲ୍ଲୀ: ଶେଷ ଥର ପାଇଁ ଫିଲ୍ମ 'ଜିରୋ'ରେ ଏକାଠି କାମ କରିଥିଲେ ଶାହାରୁଖ୍‌ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ହିରାନୀ। ତେବେ ପୁଣି ଉଭୟ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଶାହାରୁଖ୍‌ ଏପର୍ଯ୍ୟନ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଶୀର୍ଷକ ଘୋଷଣା…

ଓଡ଼ିଆ ଛାତ୍ରଙ୍କ କମାଲ୍, ମିନି ଫ୍ରିଜ୍ ତିଆରି କରି ସାଉଁଟିଲେ ପ୍ରଶଂସା

ଭଦ୍ରକ: କିଛି ନୂଆ କରିବାର ନିଶା ଦେଲା ଏକ ସ୍ୱତନ୍ତ୍ର ପରିଚୟ । ମିନି ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ । ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର କମଳ କିଶୋର ମାଝୀ । କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡ଼ପୁଅ କମଲ । କମଳ…

ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ୍‌, ଆକ୍ସନ ମୋଡରେ ମାଲକାନଗିରି ପୋଲିସ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଭଦ୍ରମୁଖା ସମାଜର କୁତ୍ସିତ ଚେହେରା । ଜଙ୍ଗଲ ମଝିରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୁରତ୍ତ୍ୱର ଭିଡିଓ ଉତ୍ତୋଳନ କରି କିଛି ଯୁବକ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏଭଳି ଏକ ଘୃଣ୍ୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ।…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା , ୨୫ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ବୁଧବାର ଠାରୁ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏବେ ଘନିଭୂତ ହେଉଛି ମିଆଁମାରରେ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ।  ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶାରୀରିକ କାର୍ଯ୍ୟକଳାପ ବଢାଇଥାଏ ହୃଦ୍‌ଘାତ ଆଶଙ୍କା?

ସିଓଲ୍: ରିପୋର୍ଟ ଅନୁଯାୟୀ ବ୍ୟାୟାମର ଅନେକ ସ୍ୱାସ୍ଥ୍ୟ ଉପକାରିତା ଥିବାବେଳେ, ଶାରୀରିକ କାର୍ଯ୍ୟକଳାପ ବେଳେ ବେଳେ  ବିପରୀତ ପ୍ରଭାବ ମଧ୍ୟ ପକାଇପାରେ। ଯାହାର ପରିମାଣ ହୃଦ୍ ରୋଗର ସମ୍ଭାବ୍ୟ ବିପଦକୁ ଆଣିପାରେ। ଅଧ୍ୟୟନ ଅନୁଯାୟୀ ନିୟମିତ ବ୍ୟାୟାମ ଫଳରେ ଅନେକ ସ୍ୱାସ୍ଥ୍ୟ ଜନିତ…

ମାଲକାନଗିରିରେ ଠାବ ମାଓ ଶିବିର , ବିପୁଳ ପରିମାଣର ବିସ୍ପୋରକ ଜବତ

ମାଲକାନଗିରି : ମାଲକାନଗିରିରେ ପୁଣି ଠାବ ହେଲା ମାଓ ଶିବିର।  ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। । ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ  ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି । ମାଓ ଶିବିରରୁ ବିପୁଳ ପରିମାଣରେ ବିସ୍ପୋରକ ସାମଗ୍ରୀ ଜବତ କଲେ…

ନୂଆପଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ବିସ୍ଥାପିତ

ନୂଆପଡ଼ା : ନୂଆପଡ଼ାରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦାବି ନେଇ ରାସ୍ତାରୋକ । ବାରମ୍ବାର ବିସ୍ଥାପିତ ମାନେ ବିଭିନ୍ନ ପ୍ରକାର ଆନ୍ଦୋଳନର ପନ୍ଥା ଅବଲମ୍ବନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଲାଲି ମନୋଭାବ ଓ ଉଦାସନିତା ଯୋଗୁଁ ସମସ୍ୟା ସୁଧୁରିବା ବଦଳି…