ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ ବିପଦ; ସତର୍କ ରହିବାକୁ ଚେତାବନୀ
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ମାଡି ଆସୁଛି ବିପଦ। CERT-In ବ୍ୟବହାରକାରୀଙ୍କୁ ଏହି ବିଷୟରେ ଚେତାବନୀ ଦେଇଛି। CERT-In ଅନୁଯାୟୀ, ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଡ୍ରିନିକ୍ ନାମକ ମାଲୱେର୍ ପ୍ରତି ବିପଦ ରହିଛି।
ଏହି ମାଲୱେର୍ ବ୍ୟବହାରକାରୀଙ୍କ…