କୋଷ୍ଟ ଗାର୍ଡ ଜବତ କଲେ ୮ କୋଟି ମୂଲ୍ୟର ୨ ଟନ ସି କକମ୍ବର
ମଣ୍ଡପମ: ତାମିଲନାଡୁ ମଣ୍ଡପମ ଅଂଚଳରେ କୋଷ୍ଟଗାର୍ଡ ୨ ଟନ ସି କକମ୍ବର ପ୍ରାଣୀ ଜବତ କରିଛି । ଉପକୂଳରୁ ପ୍ରାୟ ୧୫ କିଲୋମିଟର ଦୂରରେ ସନ୍ଦିଗ୍ଧ ଅବସ୍ଥାରେ ସମୁଦ୍ରରେ ଏକ ନୌକାକୁ ଠାବ କରାଯାଇଥିଲା । ଯାଂଚ କରାଯିବା ପରେ ଏଥିରେ ୨ ଟନ ସି କକମ୍ବର ଥିଲେ । ଯାହାର ଆନ୍ତର୍ଜାତୀୟ ମୂଲ୍ୟ ୮କୋଟି…