Latest Odisha News

BREAKING NEWS

Yearly Archives

2021

ସୁନୀଲ ଜାଖଡ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଭ୍ୟନ୍ତରୀଣ ବିବାଦ ବର୍ତ୍ତମାନ ଶିଖରରେ ପହଞ୍ଚିଛି। ଶନିବାର ଅପରାହ୍ନ ୫ ଟାରେ କଂଗ୍ରେସ ନେତୃତ୍ୱ ଡାକରା ଦେଇଥିବା ବିଧାନସଭା ପାର୍ଟି ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ପ୍ରକାଶ ଯେ ପଞ୍ଜାବରେ ବିଧାନସଭା…

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଂହଚିଲା ୧୧୫ ଦେଶର ପାଣି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶନିବାର ୧୧୫ ଦେଶର ପବିତ୍ର ପାଣି ଏଠାରେ ପଂହଚିଛି । ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, କାନାଡା, କମ୍ବୋଡିଆ, ଜର୍ମାନୀ ଓ ଇଟାଲୀ ପରି ଦେଶର ପାଣି ଏଥିରେ ସାମିଲ । ରକ୍ଷା ମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ରାମଲଲାଙ୍କ ଜଳାଭିଷେକ…

ଜରୁରୀ ନୁହେଁ କୋଭିଡ୍‌ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ କୋଭିଡ୍‌ ବୁଷ୍ଟର ଡୋଜ କେତେ ପ୍ରଭାବଶାଳୀ? କିଛି ଲୋକ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବା ବେଳେ ଏକ ଚତୁର୍ଥାଂଶରୁ କମ୍ ଉଭୟ ଡୋଜ ଗ୍ରହଣ କରିନାହାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ‌ଏହି ପର୍ଯ୍ୟାୟରେ ଭାରତରେ କୋଭିଡ ବୁଷ୍ଟର…

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର : ବନ୍ୟା ପାଣିରେ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଉଛି । ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସିଲଦା ଚଟାଣରେ ଏପରି ଅଘଟଣ ଘଟିଛି। ଜଳକା ନଦୀରେ ବନ୍ୟାରେ ସ୍ରୋତ ପ୍ରବାହିତ ହେଉଥିବା ସମୟରେ ।ମାଛ ବୋଝେଇ ଟ୍ରାକ୍ଟର ଟି ସେହି ରାସ୍ତା ପାର୍ ହେବା ପାଇଁ ଚେଷ୍ଟା କରୁଥିଲା…

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ତାଙ୍କୁ ପଦ ହରାଇବାକୁ ପଡିଥିଲା । ଏଥନେଇ ସେ…

ସସ୍‌ପେନ୍ସ ବଢାଉଛି ଶିଳ୍ପାଙ୍କ ପୋଷ୍ଟ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ଓ ଭିଡିଓ ନିର୍ମାଣ ଓ ପ୍ରସାରଣ ଦୁର୍ନୀତିକୁ ନେଇ ରାଜ କୁନ୍ଦ୍ରାଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଶନିବାର ଦିନ, ସେ ନିଜ ଇନ୍‌ଷ୍ଟାରେ ଉଲ୍ଲେଖ…

ଦଳ ଛାଡିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର , ସୋନିଆଙ୍କୁ ଦେଲେ ଚେତାବନୀ

ଦିଲ୍ଲୀ : ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଥମିବାରେ ନାଁ ଧରୁନି । ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଲାଗିଥିବା ବେଳେ ଏକ ବଡ ଖବର ଲୋକ ଲୋଚନକୁ ଆସିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳ ଛାଡିବେ ବୋଲି ସୋନିଆ ଗାନ୍ଧୀଙ୍କୁ କଡା ଚେତାବନୀ ଦେଇଛନ୍ତି। ଏତେ ଅପମାନ ନିନ୍ଦା ସହ…

ବଢୁଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ; ଗୁମର ଖୋଲୁଛି ଆୟକର ବିଭାଗର

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ। ସୋନୁଙ୍କ ବାସଭବନରେ ଆୟକର ବିଭାଗର ୨ ଦିନିଆ ଚଢଉ ପର ଶନିବାର ଆୟକର ବିଭାଗ କହିଛି ଯେ ସୋନୁ ସୁଦଙ୍କ ବିରୋଧରେ ୨୦ କୋଟି ଟଙ୍କାରୁ ଅଧିକ ଟିକସ ଛାଡ ମାମଲା ସାମ୍ନାକୁ ଆସିଛି। ଆୟକର ବିଭାଗ କହିଛି ଯେ (ଏଫସିଆରଏ) ର ଉଲ୍ଲଂଘନ…

ଅକ୍ଟୋବର ୭ ସୁଦ୍ଧା ୧୦୦ କୋଟି ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ରଖିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨ କୋଟିରୁ ଅଧିକ ଟିକାକରଣ କରି ଇତିହାସ ରଚିଛି ଭାରତ। ଦିନକରେ ୨.୫ କୋଟିରୁ ଅଧିକ…