Latest Odisha News

BREAKING NEWS

Yearly Archives

2021

ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀସ୍ଥିତ ସରକାରୀ କାର୍ଯ୍ୟାଳୟରେ ପ୍ରମୋଦଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୋକିଓରେ ପ୍ରମୋଦ…

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ନିୟମ ନମାନିଲେ ଲକଡାଉନ୍ ଫେରିବ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ…

ଆଜି ସପ୍ତପୁରୀ ଅମାବାସ୍ୟା

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଏହି ଅମାବାସ୍ୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭୀରାର ପାଣି ପେଡ଼ି ଟେରା ବନ୍ଧାଯିବା…

ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌, ବନ୍ଦ ହେଲା ସ୍କୁଲ

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ । ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ପରେ ସପ୍ତାହେ ପାଇଁ ବନ୍ଦ ରହିଲା ଢେଙ୍କାନାଳ କାନପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ସପ୍ତାହେ ପାଇଁ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ।…

ନୂଆ ଭାରିଆଣ୍ଟ ସୃଷ୍ଟି ନହେଲେ ଦେଶରେ ମାରାତ୍ମକ ହେବନି ତୃତୀୟ ଲହରୀ

ନୂଆଦିଲ୍ଲୀ : କରୋନାକୁ ନେଇ ଲୋକଙ୍କ ମନରେ ଭୟ ଓ ଆତଙ୍କ ଥମିବାର ନାଁ ନେଉନି । ଆକ୍ରାନ୍ତ ସାଙ୍ଗକୁ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ କମିନି । ଏଭଳି ସ୍ଥିତିରେ ବିଶିଷ୍ଟ ଭୂତାଣୁ ବିଜ୍ଞାନୀ କହିଛନ୍ତି, ଯଦି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ବିତୀୟ ଲହରୀ ପରି…

କେରଳରେ ଚିନ୍ତା ବଢ଼ାଇଲା ନିପା ଭାଇରସ

କେରଳ : ଟେନସନ ବଢ଼ାଇଲାଣି ନିପା ଭାଇରସ୍‌ । କେରଳରେ ପ୍ରଥମ ନିପା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ଶରୀରରେ ନିପା ଲକ୍ଷଣ ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି…

ପୁଣି କାବୁଲରେ ଫୁଟିଲା ତାଲିବାନୀ ଗୁଳି

ଆଫଗାନିସ୍ତାନ : ପୁଣି କାବୁଲରେ ଫୁଟିଲା ତାଲିବାନୀ ଗୁଳି । ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ଆୟୋଜିତ ରାଲି ଉପରେ ତାଲିବାନ କରିଛି ଗୁଳିମାଡ । ଶତାଧିକ ଆନ୍ଦୋଳନକାରୀ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ ସେମାନଙ୍କ ଉପରକୁ ଗୁଳିମାଡ କରିଛି ତାଲିବାନ…

ପ୍ରମୁଖ ଅର୍ଥନୈତିକ ସଙ୍କଟ ଆଡକୁ ଗତି କରୁଛି ଶ୍ରୀଲଙ୍କା!

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ଖବର ସାମ୍‌ନାକୁ ଆସିଛି। କିନ୍ତୁ ଏହାକୁ ଅସ୍ୱୀକାର  କରିଛନ୍ତି ଶ୍ରୀଲଙ୍କା ସରକାର। ଦେଶର ଜନ ନିରାପତ୍ତା ଅଧିନିୟମରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ୩୦ ଅଗଷ୍ଟ ୨୦୨୧ରେ ଜରୁରୀ ଖାଦ୍ୟ…

ହାଇଦ୍ରାବାଦ ଦୁଷ୍କର୍ମ ପୀଡିତାଙ୍କ ପରିଚୟ ଉଜାଗର କରି ଫସିଲେ ୩୮ ସେଲିବ୍ରେଟି

ମୁମ୍ବାଇ: ୨୦୧୯ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣା ରେ ପୀଡାତାଙ୍କୁ ନ୍ୟାୟ ଦେବା ପାଇଁ ଅନେକ ଲୋକ ସ୍ୱର ଉତୋଳନ କରିଥିଲେ । ଏଥିରେ ସଲମାନ ଖାଁ, ଅଜୟ ଦେବଗାନ, ଅକ୍ଷୟ କୁମାର ଓ ଅଭିଷେକ ବଚ୍ଚନଙ୍କ ପରି ଅଭିନେତା ବି ସାମିଲ ଥିଲେ । ସେମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଂଉଟରେ ପୀଡିତାଙ୍କ ଫଟୋ…

ଗିରଫ ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପିତା

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କୁ ଗିରଫ କରାଯାଇଛି। ସେ ବ୍ରାହ୍ମଣଙ୍କ ବିରୋଧରେ ଏକ ଅପମାନଜନକ ବିବୃତ୍ତି ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ରାୟପୁର କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୧୪ ଦିନ ଲାଗି ନାୟିକ…