Latest Odisha News

BREAKING NEWS

Yearly Archives

2021

‘ଇନ୍ଟାକ’ର ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର : ଇଣ୍ଡିଆନ ନେସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ ( ଇନ୍ଟାକ ) ପକ୍ଷରୁ ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଇନ୍ଟାକର ରାଜ୍ୟ ଆବାହକ ତଥା…

ସ୍କୁଲରେ ସଂକ୍ରମଣ ରୋକିବାକୁ କୋଭିଡ୍ ମନିଟରିଂ ସେଲ୍ ଗଠନ, ମାସ୍କ ନଥିଲେ ଏଣ୍ଟ୍ରି ନାହିଁ

ଭୁବନେଶ୍ୱର: ବରଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ଦୁଇଟି ସ୍କୁଲରୁ ୩୪ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପିଲାଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି । ଗତକାଲି ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତିତ ସମୀକ୍ଷା କରିବା ପରେ ଏସଓପିକୁ କଡ଼ାକଡ଼ି ପାଳନ ନେଇ ଗଣଶିକ୍ଷା ବିଭାଗ…

ଓଡ଼ିଶା ଓ ଦକ୍ଷିଣ ଏସିଆ ରାଷ୍ଟ୍ରର ନୌବାଣିଜ୍ୟ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ପ୍ରାଚୀନ ଶିକ୍ଷା ଓ ସାଂସ୍କୃତିକ ନ୍ୟାସ ଆନୁକୂଲ୍ୟରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ପ୍ରାଚୀନତା ଓ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ଏହାର ନୌବାଣିଜ୍ୟ ସମ୍ପର୍କ ବିଷୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠାନର ସଭାୀପତି ରଘୁନାଥ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୦ ଦିନ ଯାଇ ରାତି ଆସୁଥିଲା। ପାଠପଢା ବେଶ୍ ଚାଲୁଥିଲା। ମୁଁ  ଗଧ କିଛି ସେମିତି ଶିଖି ପାରୁନଥିଲି। ସକାଳେ  ପଖାଳତୋରାଣି  ସହ ବାସି ଆଳୁଚୋପ, ପିଆଜ,କଞ୍ଚାଲଙ୍କା  ଯୋଉଦିନ ମିଳୁଥିଲା, ସେଦିନ ଭୁରିଭୋଜନ ଭଳି…

କବିତା : ବଳକା ଆୟୁଷ

ମନୋରମା ସାହୁ  କ'ଣ କରିବି ଏବେ ଏତେ ବଳକା ଆୟୁଷକୁ ନେଇ ସବୁଦେବା, ନେବା, ପାଇବା, ହଜାଇବାର ସମୀକରଣକୁ ଭୁଲ ପ୍ରମାଣିତ କରି ଗୋଟିଏ ଜୀବନରେ ମୁଁ ଭୋଗି ସାରିଲିଣି ଶହେଟି ମୃତ୍ଯୁ । ସବୁ କିଛିକୁ ଭୁଲି କ୍ଷତରେ ମଲମ ବୋଳି ଭଙ୍ଗା ଡେଣାକୁ ଯୋଡି ଫଟା କାନ୍ଥରେ ପଲସ୍ତରା ମାରି…

ବ୍ୟଙ୍ଗ : ଗୁରୁପୂଜାର ଫଳଶ୍ରୁତି

ଏଇ ଘଟଣା ସେହି ସମୟର ଯେଉଁ ସମୟରେ ପୁଅ ମୋର ନର୍ସରୀ ଡେଇଁ ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇଥିଲା । ଯିବା ଆସିବା ପାଇଁ ତାର ସ୍କୁଲଗାଡି ବ୍ୟବସ୍ଥା ହୋଇଥାଏ କିନ୍ତୁ ପ୍ରାୟ ତାର ଉଠିବାରେ ଡେରି ହୁଏ ବୋଲି ବିରକ୍ତି ସତ୍ତ୍ୱେ ବାଧ୍ୟ ହୋଇ ତାକୁ ବାଇକରେ ସ୍କୁଲରେ ଛାଡିବାକୁ ପଡେ । ପୁତ୍ରମଣିର…

କାମଚଳା ସରକାର ଗଠନ କଲା ତାଲିବାନ, ନେତୃତ୍ୱ ନେବେ ଅଖୁନ୍ଦ

କାବୁଲ: ଆଫଗାନିସ୍ତାନରେ ଆଜି କାମଚଳା ସରକାର ଗଠନ କରିଛି ତାଲିବାନ ।ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦଙ୍କୁ ଶାସନ ଭାର ପ୍ରଦାନ କରାଯାଇଛି । ସେ ଆଫଗାନିସ୍ତାନର ମୁଖ୍ୟମନ୍ତ୍ରୀ ହେବେ ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲାନା ହନାଫି ରହିବେ । ତାଲିବାନ ମୁଖପାତ୍ର ହବିବୁଲ୍ଲା…

ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍‌ ସଂଶୋଧନ ବିଲ୍‌

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି । ବିଲ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ପଛୁଆ…

ରବି ଶାସ୍ତ୍ରୀ, କୋହଲିଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ରହିଛି । ଏହାର କାରଣ ହେଲା ଶାସ୍ତ୍ରୀ, କୋହଲି ମନା କରାଯିବା ସତ୍ୱେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ଉପସ୍ଥିତ ଭୀଡ ଯୋଗୁ…

ମାତିଛନ୍ତି ମନ୍ଦିର ଲୁଟେରା

ଗୁଣୁପୁର: ମନ୍ଦିରର ତାଲାଭାଙ୍ଗି ଲୁଟ୍ । ଗୁଣୁପୁର ସଦର ରେ ଥିବା ଗ୍ରାମଦେବୀ ମନ୍ଦିରୁ ଲୁଟ୍ ହୋଇଛି।କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକରେ ଥିବା ତାଲାଭାଙ୍ଗି ମା’ଙ୍କ ଦେହରେ ଲାଗି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ,ରୂପା ଅଳଙ୍କାରକୁ ଲୁଟିନେଇଛନ୍ତି। ଆଜି ସକାଳେ ପୂଜକ ପୂଜା କରିବାକୁ…