Latest Odisha News

BREAKING NEWS

Yearly Archives

2021

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଜଣେ ମୃତ

କୋରାପୁଟ: କେତେ ମାରାତ୍ମକ ପୂର୍ବ ଶତ୍ରୁତା ? କ୍ରୋଧ ଓ ପ୍ରତିଶୋଧ କଣ ସମସ୍ତ ସମସ୍ୟାର ସମାଧାନ । ବୋଧ ହୁଏ ଏହି ଦୁଇଟି ଉକ୍ତିର ଅର୍ଥ କୋରାପୁଟ ଜିଲ୍ଲାର ଘଟୁଆଳ ଗୁଡାର ଲୋକେ ବୁଝିପାରିନଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟୁଆଳଗୁଡାରେ ବାପା ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ।…

୩୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ

ଚେନ୍ନାଇ: ସେପ୍ଟେମ୍ବର ୧ରେ ପ୍ରାୟ ଏକ ବର୍ଷ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ତାମିଲନାଡୁର ଚେନ୍ନାଇରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୦ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଖବର ମୁତାବକ ଚେନ୍ନାଇର ଏକ ଘରୋଇ ବିଦ୍ୟାଳୟରୁ ସଦ୍ୟତମ ମାମଲା ରୁଜୁ ହୋଇଛି।…

ପିସିଆର୍ ବାଇକର ଶୁଭାରମ୍ଭ ,ଅପରାଧୀ ହୁସିଆର

ବରଗଡ଼: ପିସିଆର୍ ବାଇକର ଶୁଭାରମ୍ଭ । ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜେନାଙ୍କ ଦ୍ୱାରା ଆଜି ୪ ଟି ପିସିଆର୍ ବାଇକର ଶୁଭ ଉଦ୍ ଘାଟନ କରାଯାଇଛି । ବରଗଡ଼ରେ ଦିନକୁ ଦିନ ଚୋରି ,ଡକାୟତ,ନିଶା କାରବାର ବଢ଼ୁଛି। ଏସବୁକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି…

ନକଲି ଜର୍ଦ୍ଦା ଜବତ,ଜଣେ ଗିରଫ

ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ପୁଣି ପ୍ରେମରେ ପେସ୍

ଭୁବନେଶ୍ୱର:ଇଣ୍ଡିଆନ୍ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍। ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ଲିଆଣ୍ଡର ଏବେ ପୁଣି ଏକ ନୂଆ ଚର୍ଚ୍ଚାରେ ରହିଛନ୍ତି। ତା ପୁଣି ପ୍ରେମ ନେଇ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଆଣ୍ଡରଙ୍କ ସହ ବଲିଉଡ଼ ଆକ୍ଟ୍ରେସ କିମ୍ ଶର୍ମାଙ୍କ ଫଟୋ। ତେବେ ପୁଣି ଥରେ ଚର୍ଚ୍ଚାକୁ…

ଗେହେନାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଅଭିନେତ୍ରୀ ଗେହେନା ବଶିଷ୍ଠଙ୍କ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମହିଳାମାନଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ କରିବା ଏବଂ ଟଙ୍କା ନାମରେ ପ୍ରତାରଣା କରିବା ଅଭିଯୋଗ ରହିଛି ଗେହନାଙ୍କ ଉପରେ। ତାଙ୍କ ଆବେଦନ…

ଲୋକ ବୋହି ନେଲେ ଆଳୁ

ଯାଜପୁର : ଓଲଟିଲା ଆଳୁ ବୋଝେଇ ଟ୍ରକ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଏପରି ଅଘଟଣ ଘଟିଛି। ଆଳୁ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଛି । ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତା ଉପରେ ଠିଆ…

କରୋନାରୁ ସୁସ୍ଥ ହେବାର ୧୪୦ ଦିନ ପରେ ଡାକ୍ତରଙ୍କ ମୃତ୍ୟୁ

ଲକ୍ଷ୍ନ‌ୌ: କରୋନାରୁ ସୁସ୍ଥ ହେବାର ୧୪୦ ଦିନ ପରେ ଅର୍ଥତ୍ ପୋଷ୍ଟ କୋଭିଡରେ ଲକ୍ଷ୍ନ‌ୌର ଜଣେ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନ‌ୌର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ଜଣେ ୩୧ ବର୍ଷିୟା ଡାକ୍ତର ଶାରଦା ସୁମନଙ୍କ ରବିବାର ରାତିରେ ହାଇଦ୍ରାବାଦର…

ରାଜ୍ୟର ୨ଟି ସ୍କୁଲରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨ଟି ସ୍କୁଲରୁ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନା ଓ ବରଗଡ଼ ଜିଲ୍ଲାର ଦୁଇଟି ସ୍କୁଲର ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର…

ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହୋଇପାରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତରେ ଏଲୋନ୍ ମସ୍କଙ୍କ ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଲଞ୍ଚ ହୋଇପାରେ। ଟେସଲା ଏବଂ ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ କହିଛନ୍ତି ଯେ ତାଙ୍କ ଏରୋସ୍ପେସ୍ କମ୍ପାନୀ ସ୍ପେସ୍ ଏକ୍ସ ଖୁବ୍‌ ଶୀଘ୍ର ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍ ସେବା…