Latest Odisha News

BREAKING NEWS

Yearly Archives

2021

କାଲିଠୁ ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ବର : ଆସନ୍ତାକାଲିଠୁ ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ । ଅସୁସ୍ଥତା କାରଣରୁ ସେ ଓଡ଼ିଶା ଆସିପାରୁନଥିଲେ । ହେଲେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ।…

ସୀମିତ ଟ୍ରେନରେ ଅଣସଂରକ୍ଷିତ ଟିକେଟରେ ଯାତ୍ରା ପାଇଁ ଅନୁମତି

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ । କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ବାରା ଯାତ୍ରା କରିବାକୁ ଅନୁମତି ଦେଇଛି ରେବାଇ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ…

ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ବଢ଼ିଲା ଲକଡାଉନ

ଚଣ୍ଡିଗଡ : ହରିୟାଣାରେ ବଢ଼ିଲା ଲକଡାଉନ । ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ ଅବଧି ବଢାଇଛନ୍ତି ହରିୟାଣା ସରକାର । ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ବୃଦ୍ଧି କରିଛନ୍ତି ସରକାର । ହେଲେ କଟକଣାରେ ସମାନ୍ୟ କୋହଳ କରାଯାଇଛି ।…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ ୪୪୩ ଶିକ୍ଷକ

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ଶିକ୍ଷକ । ୪୪୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ…

ଆସନ୍ତୁ ଜାଣିବା କାହିଁକି ହେଲା ମିଲିନ୍ଦ ସୋମନଙ୍କ ସିଟି ସ୍କାନ

ମୁମ୍ବାଇ: ୫୫ ବର୍ଷ ହେବା ସତ୍ୱେ ମଡେଲର ମିଲିନ୍ଦ ସୋମନ ସର୍ବଦା ଫିଟ ରହିଥାନ୍ତି । ତେବେ ହଠାତ୍ ସେ କାହିଁକି ନିଜର ସିଟି ସ୍କାନ କରାଇଲା ସେ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଥିଲେ । ତେବେ ସମ୍ପୂର୍ଣ୍ଣ…

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହେଲା ‘ପ୍ରୋଜେକ୍ଟ ଉତ୍କର୍ଷ’

ଭୁବନେଶ୍ବର : ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ ପାଇଁ ଭୁବନେଶ୍ବରର ଅଗ୍ରଣୀ ଅନୁଷ୍ଠାନ ଆଇଏଏସ୍ ଗୁରୁକୁଳ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାର ସାମାଜିକ…

ଗଜପତି ଗୁଡା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୨ ଭାଇ ମୃତ

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ଗୁଡ଼ା ଘାଟିରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ହେବାରୁ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାୟଗଡ ଗ୍ରାମର ହର୍ଷ ରଞ୍ଜନ ସ୍ବାଲସିଂଙ୍କ ଦୁଇ ପୁଅ କ୍ଲିଣ୍ଟନ ସ୍ବାଲସିଂ ଓ ବିଟୁନ ସ୍ବାଲସିଂ । ସୂଚନା…

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ବର ଉପକଣ୍ଠରେ ଥିବା ଅନ୍ଧାରୁଆରେ ୨୫ ଏକର…

ରେଙ୍ଗାଲିରୁ ଜବତ ଲିଟରଲିଟର ଦେଶୀ ମଦ, ୩ ଗିରଫ

ବଲାଙ୍ଗୀର: ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରୁ ଜବତ ହୋଇଛି ୧୧୦ ଲିଟର ଦେଶୀ ରନ୍ଧା ମଦ । ଅବକାରୀ ବିଭାଗର ଚଢାଉରେ ଦେଶୀ ମଦ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦେଶୀ ମଦ ବିଷୟରେ ଖବର ପାଇ ଅବକାରୀ ବିଭାଗର ବଲାଙ୍ଗୀର ମୋବାଇଲ…

କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ

ନ୍ୟୁୟର୍କ: କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ। କପଡ଼ାରେ ତିଆରି ମାସ୍କ ଅପେକ୍ଷା ସର୍ଜିକାଲ୍ ମାସ୍କର ବ୍ୟାପକ ପରିଧାନ କରୋନାଭାଇରସ୍ ବିସ୍ତାରକୁ ସୀମିତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର ୟେଲ ୟୁନିଭରସିଟିର…