Latest Odisha News

BREAKING NEWS

Yearly Archives

2021

କବିତା : ଜହ୍ନରାତି

ଦୁର୍ଲ୍ଲଭ କୁମାର ରାଉତ ଅର୍ଦ୍ଧନିଶିର ଚାନ୍ଦ ଢାଳିଛି ତରଳ ରୋପ୍ୟ ରେଣୁ ବିରହ ବଂଶୀ ତାଳରେ ନାଚେ ସ୍ମୃତିର ପ୍ରତି ଅଣୁ  । ବକ୍ଷ ବିଦାରି ଉକୁଟି ଉଠେ ବିଗତ କଥା ମାନ ହୃଦ କୁଞ୍ଜରେ ଫୁଟଇ ପୁଷ୍ପ ଆଜ ଯାହା ଶମଶାନ । ପ୍ରୀତି ସଙ୍ଗୀତ ମୂର୍ଚ୍ଛନା ତୋଳେ ମୃତ ପ୍ରେମୀର ଅଙ୍ଗେ ଧୂଳି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୮  ଆମ ଗାଈଆଳ ପିଲା ଶୁକ୍ରା ଭାରି ଚଗଲା। ଗୋଠଧରି ଗଲାବେଳେ କାହା ବାଡିରୁ ପିଜୁଳି, କାକୁଡି  ଅଣ୍ଟିରେ ନେଇଥିବ କୋଉ ଖଞ୍ଜରେ ଯେ ବୁଝିହବନି।  ତା' ସହିତ କିଏ ପିଠା ଖଣ୍ଡେ, ମୁଢିମୁଠେ ଦେଲେ ଗାମୁଛା କୋଣରେ ବାନ୍ଧିବ। …

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କଳା ପ୍ରଜାପତି ଦୁଃଖ ଏକ କଳା ପ୍ରଜାପତି । ପ୍ରତିଶ୍ରୁତିରେ ଉଡ଼େ , ପ୍ରେମରେ ପଡ଼େ , ଫୁଲ ଯାଏଁ ଯାଉ କି ନଯାଉ ପବନର ମାଡ଼ରେ ଡେଣା ଝଡିପଡ଼େ । କେତେ ଅଦ୍ଭୁତ ଦେଖ ! ଲାର୍ଭାର ଖୋଳପାରେ ଭୟାନକ ଲାଗୁଥିବା ପ୍ରଜାପତିଟି ତାର ମଞ୍ଜୁଳ ଡେଣାରେ ପ୍ରେମର ରଙ୍ଗ ନେଇ ଖେଦିଯାଏ କାନ୍ଥ, ବାଡ଼ ,…

‘ଇନ୍ଦ୍ରଧନୁ’ ପଛରେ ଜନ ସାହିତ୍ୟ

ଛାୟାଲିପି : ଭାଗ ୧୫  ପଚାଶ ଦଶକର ଶେଷ ଓ ଷାଠିଏ ଦଶକର ଆରମ୍ଭ ଭାଗରେ ଓଡ଼ିଆ ପତ୍ରପତ୍ରିକାର ବିଷୟ ଚୟନରେ କ୍ଷେତ୍ରରେ ଯେଉଁ ନୂଆ ଭାଗଟି ଯୋଡ଼ି ହେଲା ତାହା ହେଉଛି ଚଳଚ୍ଚିତ୍ର । ପଚାଶ ଓ ଷାଠିଏ ଦଶକରେ ଓଡ଼ିଆ ସାଂସ୍କୃତିକ ଚେତନାରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଭାଗ ବସାଇବା ଆରମ୍ଭ କରିଥିଲା ।…

ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି- ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ…

ସାବରମତୀ : ଜାତିର ଜୀବନ୍ତ କିମ୍ବଦନ୍ତୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ "ସାବରମତୀକେ ସନ୍ଥ ତୁନେ କର୍‌ଦିୟା କମାଲ୍ " ଆଶା ଭୋନ୍ସଲେଙ୍କ ଏହି ଲୋକପ୍ରିୟ ସଙ୍ଗୀତ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଲୋକ ଗୁଣୁଗୁଣେଇବା ସହ ସାବରମତୀର ସନ୍ଥ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅମ୍ଳାନ ସ୍ମୃତି…

ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଓଭାଲ: ଏଠାରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ୪ର୍ଥ ଦିବସରେ ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଛି । ରୋହିତ ଶର୍ମା (୧୨୭ରନ)ଙ୍କ ଚମତ୍କାର ଶତକ ପରେ ରିଷଭ ପନ୍ତ(୫୦) ଓ ଶାର୍ଦ୍ଦୁଳ ଠାକୁର(୬୦) ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ ସଂଗ୍ରହ…

ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ

ଭୁବନେଶ୍ବର : ଅନାବୃଷ୍ଟି ଜନିତ ପରିସ୍ଥିତିର ସମୀକ୍ଷା ପାଇଁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । କ୍ଷେତ୍ର ଅଫିସରମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ…

ନାଗରିକଙ୍କୁ ଚେତାଇ ଦେଲେ ନେପାଳ ସରକାର, ବନ୍ଧୁତ୍ୱ ପ୍ରଭାବିତ କରିବା ଭଳି କାର୍ଯ୍ୟ କରନି

କାଠମାଣ୍ଡୁ: ନେପାଳ ସରକାର ଆଜି ତାଙ୍କ ନାଗରିକମାନଙ୍କୁ ଚେତବାନୀ ଦେଇଛନ୍ତି । ନ ବୁଝି ନ ଶୁଝି ଏପରି କାର୍ଯ୍ୟ କରନି ଯେ, ପଡୋଶୀ ଦେଶ ସହ ଆମ ସମ୍ପର୍କ ଖରାପ ହେବ । ଆମେ ସମସ୍ତ ପଡୋଶୀ ଦେଶ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରିବା ବୋଲି ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା କହିଛନ୍ତି ।…

ପଶ୍ଚିମବଙ୍ଗ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ଭବାନୀପୁରରୁ ମମତା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ରବିବାର ଟିଏମସି ୩ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଲଢ଼ିବେ । ୩୦ ସେପ୍ଟେମ୍ବରରେ ନିର୍ବାଚନ ହେବ ଏବଂ ୩ ଅକ୍ଟୋବରରେ ଫଳାଫଳ ବାହାରିବ । ମମତାଙ୍କ ପାଇଁ ଭବାନୀପୁର ବିଧାୟକ…