Latest Odisha News

BREAKING NEWS

Yearly Archives

2021

ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ପୋଲିସକୁ ସଫଳତା। ଗଂଜେଇ ଚୋରା ଚାଲଣ ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ପୋଲିସ । ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ବୈପାରଗୁଡାର  ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ଥିବା ଖବର ସାମ୍ନାକୁ ଆସିଛି। ଜବତ ହୋଇଥିବା ୧୫୨୦…

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ଭିଡିଓ କନଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇ ଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି । ବାର୍…

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ

ଭୁବନେଶ୍ବର : ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନାର କର୍ତ୍ତୃପକ୍ଷ । ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ପିସିସିଏଫ ୟୁ ପ୍ରକାଶମ ଯୋଗ ଦେଇ ନନ୍ଦନକାନନ ପ୍ରାଣୀ ଉଦ୍ୟ।ନ ଓ ବଟାନିକାଲ ଗାର୍ଡେନର ବିଭିନ୍ନ ଦିଗ ଉପରେ ସ୍ଥିତି ପରଖିଛନ୍ତି । ପ୍ରାଣୀ ଉଦ୍ୟନରେ ବସବାସ କରୁଥିବା…

୩୨ ବର୍ଷ ପରେ କଶ୍ମୀରର ହନ୍ଦୱାଡାରେ ପାଳନ ହେଲା ଜନ୍ମାଷ୍ଟମୀ

ହନ୍ଦୱାଡା: ୩୨ ବର୍ଷ ପରେ ଉତର କଶ୍ମୀରର ହନ୍ଦୱାଡାରେ ଏଥର ପାଳିତ ହୋଇଛି ଜନ୍ମାଷ୍ଟମୀ ମହୋତ୍ସବ । ୧୯୮୯ରେ ଶେଷ ଥର ପାଇଁ ଏଠାରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସକାଳୁ କଶ୍ମୀର ପଣ୍ଡିତମାନେ ପ୍ରଭାତ ପରିକ୍ରମା କରିଥିଲେ । କରୋନା ମହାମାରୀ କବଳରୁ ରକ୍ଷା କରିବା ପାଇଁ…

ଜାଭେଲିନରେ ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ଭାରତ ପାଇଁ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଜାଭେଲିନ ଥ୍ରୋୟର ସୁମିତ ଅନ୍ତିଲ ବିଶ୍ୱରେକର୍ଡ ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଫ୬୪ କାଟାଗୋରିରେ ସୁମିତ ୬୮.୫୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ପ୍ରଥମ…

ବାଲୁକା କଳାରେ ତାଲିବାନୀଙ୍କ ବର୍ବରତାର ଚିତ୍ର

ପୁରୀ:ବାଲୁକା କଳାରେ ତାଲିବାନୀଙ୍କ ହିଂସ୍ରତାର ଝଲକ। ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଚାଲିଥିବା ଅତ୍ୟାଚାର ବର୍ବରତା ଦିନକୁ ଦିନ ବଢିଚାଲିିଛି। ଏମିତି ଛାତିଥରା ଦୃଶ୍ୟର ଛବିକୁ ବାଲୁକା କଳା ମାଧ୍ୟମରେ ଲୋକ ଲୋଚନକୁ ଆଣିଛନ୍ତି ପୁରୀର ପ୍ରଖ୍ୟାତ ଭାସ୍କଯ୍ୟ ଶିଳ୍ପୀ ଶ୍ରୀଧର ଦାସ। ସମଗ୍ର…

ଅତ୍‌ଲୀଙ୍କ ଫିଲ୍ମରେ ନାୟକ ହେବେ ଶାହାରୁଖ୍‌!

ମୁମ୍ବାଇ: ଶାହରୁଖ ଖାନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କାରଣ ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବେ କିଙ୍ଗ୍‌ ଖାନ। ନିର୍ଦ୍ଦେଶକ ଅତଲୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିପାରନ୍ତି ଶାହାରୁଖ୍‌। ଖବର ଅନୁଯାୟୀ, ଅଭିନେତା ସେପ୍ଟେମ୍ବରରେ ପୁଣେରେ ୧୦ ଦିନିଆ ଫିଲ୍ମର…

ଅକ୍ଟୋବର ସୁଦ୍ଧା ୫ ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ଫାଇଜର ଟିକା ବ୍ୟବହାରକୁ ମିଳିପାରେ ଅନୁମତି

ୱାଶିଂଟନ୍: ଏଫ୍‌ଡିଏର ପୂର୍ବତନ ମୁଖ୍ୟ ସ୍କଟ୍ ଗଟଲିଏବଙ୍କ ଅନୁଯାୟୀ ଆମେରିକାର ଔଷଧ ନିର୍ମାତା ଫାଇଜର କୋଭିଡ୍‌ ଟିକା ୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଟିକା ପ୍ରଦାନ ପାଇଁ ଅନୁମତି ଦେଇପାରେ। ବର୍ତ୍ତମାନ ଆମେରିକାରେ ବ୍ୟବହୃତ ତିନିଟି କରୋନା ଟିକା ମଧ୍ୟରୁ କେବଳ Pfizer-BioNTech…

ଧରା ପଡିଲେ ଠକ , ଲୁଟିଥିଲେ ୨୦ ଲକ୍ଷ

ମୟୂରଭଞ୍ଜ: ଧରାପଡିଲେ ଠକ। ଋଣ କର୍ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଫାଇନାନ୍ସ କର୍ମଚାରୀ ଗିରଫ। ଟାଉନଥାନା ପୋଲିସ ବାଲେଶ୍ୱରରେ ପହଁଚି ନାରାୟଣପୁର ଗାଁ ରୁ ଅଭିଯୁକ୍ତ ମନୋଜକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସାଥୀନ କ୍ରେ ଡିଟ କେୟାର ନେଟୱାର୍କ…

ଦୁର୍ଘଟଣାରେ ୫ ଆହତ

ପୁରୀ : ପୁରୀ ଚନ୍ଦନ ପୁର ଅଗ୍ନି ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ନଳାରେ ପଶି ଯାଇଛି। ଫଳରେ କାରରେ ଥିବା ବ୍ୟକ୍ତିମାନେ ଆହାତ ହୋଇଛନ୍ତି। କାରରେ ୫ ଜଣ ଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରିବା…