Latest Odisha News
Yearly Archives

2021

ବିନ୍ଦାସ୍ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ବିନ୍ଦାସ୍ ବିଧାୟକ ସୁର ରାଉତରାୟ। ପ୍ରତିଦିନ କିଛି ନା କିଛି ମଜାଳିଆ କଥା କହି ଲୋକଙ୍କୁ ହସାଉଥିବା ଜଟଣୀ ବିଧାୟକ ସୁର ଭାଇ। ୫୦ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ବେଶ୍ ସକ୍ରିୟ ଆଉ ୭୭ ବର୍ଷ ବୟସରେ ବି ଏକଦମ୍ ଯୁବ ସୁଲଭ ଠାଣୀ ବେଫିକର ଅନ୍ଦାଜ ସହ କୌତୁକିଆ ମିଜାଜ ପାଇଁ ବେଶ୍…

ଭୟଙ୍କର ଭୂସ୍ଖଳନ; ୩ ଶିଶୁ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଟୁଇଟ କରି କହିଛନ୍ତି ଯେ ପିଥୋରାଗଡ ଜିଲ୍ଲାର ଜୁମା ଗ୍ରାମ ନିକଟରେ ଭୟଙ୍କର ଭୂସ୍ଖଳନ ହେତୁ ମୋଟ ୭ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। "ଏହି ପରିପ୍ରେକ୍ଷୀରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କଥା ହେବା ପରେ ଉଦ୍ଧାର…

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ କୃଷ୍ଣ ଜନ୍ମୋତ୍ସବ

ବାଲେଶ୍ୱର: ଧରାପୃଷ୍ଠରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ  । ଆଜିର ଏହି ଦିନକୁ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ବୋଲି ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ତେବେ ଜନ୍ମାଷ୍ଟମୀ ନେଇ…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଷ୍ଣୁମନ୍ଦିର ଓ ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସାହର ସହିତ ପାଳନ ହେଉଛି । ନିଜର ଅତିପ୍ରିୟ ଭଗବାନଙ୍କ ଜନ୍ମ ଦିବସ ପାଳିବାକୁ ବିଭିନ୍ନ…

ଆମଦାନୀ ଶୁଳ୍କ ହ୍ରାସ ପାଇଁ ଟେସଲାର ପ୍ରସ୍ତାବକୁ ମିଳିପାରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଟାଇମ୍ସ ଅଫ୍ ଇଣ୍ଡିଆ ଏକ ରିପୋର୍ଟ ଅନୁଯାୟୀ ସଡକ ପରିବହନ ମନ୍ତ୍ରଣାଳୟ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ଏବଂ ଏନଆଇଟି ଆୟୋଗ ସମେତ ଅନେକ ସରକାରୀ ଏଜେନ୍ସି ଭାରତରେ ପ୍ରବେଶ ପାଇଁ ଆମଦାନୀ ଶୁଳ୍କ ହ୍ରାସ କରିବା ପାଇଁ ଆମେରିକାର ବୈଦ୍ୟୁତିକ ଯାନ ନିର୍ମାତା…

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

ମାଡ୍ରାସ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୬ ଟେଷ୍ଟ, ୧୪ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥିବା ବିନ୍ନି ତାଙ୍କ ଶେଷ ମ୍ୟାଚ ୨୦୧୬ରେ ଖେଳିଥିଲେ । ବାଂଲାଦେଶ ବିପକ୍ଷରେ ସେ ୨୦୧୪ରେ ସେ ମାତ୍ର ୪…

କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ପୁଣି କିଛି ସ୍ଥାନରେ ହାଲକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛିା ,କଟକ,ଖୋର୍ଦ୍ଧା,ପୁରୀ,ଜଗତସିଂହପୁର,ବାଲେଶ୍ୱର,କେନ୍ଦ୍ରାପଡା,ଯାଜପୁର,ଭଦ୍ରକ,ଢେଙ୍କାନାଳ,କେଉଁଝର,ମୟୂରଭଞ୍ଜ,ଅନୁଗୁଳ,କୋରାପୁଟ,ରାୟଗଡା,ଗଂଜାମ,ଗଜପତି,କନ୍ଧମାଳ,ନୟାଗଡ…

ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରଶଂସକଙ୍କୁ ପ୍ରଭାସଙ୍କ ଏହି ବିଶେଷ ଉପହାର

ନୂଆଦିଲ୍ଲୀ: ସିନେ ଦର୍ଶକଙ୍କ ଲାଗି ଖୁବ୍‌ ଶୀଘ୍ର ଏକ ସୁନ୍ଦର ଚଳଚ୍ଚିତ୍ର ନେଇ ଆସୁଛନ୍ତି ସୁପରଷ୍ଟାର ପ୍ରଭାସ। ଜନ୍ମାଷ୍ଟମୀ ଉପଲକ୍ଷେ ସେ ତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାଧେ ଶ୍ୟାମ'ର ନୂଆ ପୋଷ୍ଟର ସେୟାର କରିଛନ୍ତି। ଯାହାକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା…

ତ୍ରିରଙ୍ଗା ଝଣ୍ଡା, ଗାନ୍ଧୀଜୀ ଓ ପିଙ୍ଗାଲି ଭେଙ୍କେୟା

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ୨୦୨୧ର ଟୋକିଓ ଅଲମ୍ପିକ୍ସରେ ଭାରତର ଖେଳାଳିମାନେ ଉଡାଇଥିଲେ ତ୍ରିରଙ୍ଗା ଝଣ୍ଡା । ତେବେ ସେହି ଟୋକିଓରେ ୧୯୪୦ରେ ଅନୁଷ୍ଠିତ ପୂର୍ବାଞ୍ଚଳ କ୍ରୀଡାରେ କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ଉଡାଇବାକୁ ପଡିଥିଲା ବ୍ରିଟିଶ-ଇଣ୍ଡିଆର…

୫୦ ପ୍ରତିଶତ କ୍ଷମତା ସହ ରାଜଧାନୀରେ ଖୋଲିବ ସ୍କୁଲ୍‌

ନୂଆଦିଲ୍ଲୀ: ୫୦ ପ୍ରତିଶତ କ୍ଷମତା ସହ ରାଜଧାନୀ ଦିଲ୍ଲୀରେ ଖୋଲିବ ସ୍କୁଲ। ରାଜଧାନୀରେ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ କରି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସୋମବାର କହିଛନ୍ତି ଯେ ଶ୍ରେଣୀଗୃହରେ ସର୍ବାଧିକ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ…