ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୨ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୨
ମାଆ ଆଜି କି ସୁନ୍ଦର ଟେବୁଲ କ୍ଲଥ ବନେଇଚି। ସତରେ ସେ ମନହେଲେ ହାତ ଏମ୍ବ୍ରୟୋଡରି କରେ ନିଖୁଣଭାବରେ। ନହଲେ ପଡିଥିବ କନା,ଛୁଞ୍ଚିସୂତା ସେମିତି ଧୂଳିସରସର ହୋଇ। ହାତକାମ ବହୁତ ବଢିଆ ତା'ର। ମେସିନ୍ କିଣିଦବାକୁ…