ବଡ଼ଦେଉଳେ କୃଷ୍ଣ ଲୀଳା
ଲୋପାମୁଦ୍ରା ପରିଡାଙ୍କ ଦିବ୍ୟ ଅନୁଭୂତି
ମହାବାହୁ ନିଜର ଜନ୍ମ ଲୀଳା ପରେ ପରେ ବାଳ ଲୀଳା ମଧ୍ୟ କରିଥାନ୍ତି ଶ୍ରୀମନ୍ଦିରର ସିଂହଦ୍ବାର , ଜଗମୋହନ,ବାଇଶି ପାବଛ୍ଛ, ପାଟ ଅଗଣାରେ । ସଭିଙ୍କୁ ଆନନ୍ଦ ଦିଏ ଯେ ସେ ନନ୍ଦ ଓ ସଭିଁଙ୍କୁ ଜଶ ଦାନ କରେ ଯେ ସେ ଜଶୋଦା ଆହା ସତେ କେଡେ ଭାଗ୍ୟବନ୍ତୀ।…