Latest Odisha News

BREAKING NEWS

Yearly Archives

2021

ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ତଥା ରାଷ୍ଟ୍ର ନିର୍ମାଣର ସର୍ବୋତ୍କୃଷ୍ଟ ମାଧ୍ୟମ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ନୂଆ ଜାତୀୟ ଶିକ୍ଷାନୀତିର ୧ ବର୍ଷ ପୂର୍ତ୍ତି ଉପଲବ୍ଧି ସମ୍ବନ୍ଧିତ ଏକ ପୁସ୍ତକ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ନୂଆ ଉପକ୍ରମର ଲୋକାର୍ପଣ ହୋଇଛି । ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ତିନି ବର୍ଷ ମଧ୍ୟରେ ପୂର୍ବତଟ ରେଳପଥରେ ରେଳ ଦକ୍ଷତା ବିକାଶ ଯୋଜନାରେ ମାଗଣା ଟ୍ରେନିଂ ନେବେ ଅଢେଇ ହଜାର ଯୁବକ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ପୂର୍ବତଟ ରେଳପଥ ଆରମ୍ଭ କରିଛି ରେଳ ଦକ୍ଷତା ବିକାଶ ଯୋଜନା । ସର୍ବନିମ୍ନ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ୧୮ରୁ ୩୫ ବର୍ଷ ବୟସର ପ୍ରାୟ ୨୫୦୦ ଯୁବକଙ୍କୁ ପୂର୍ବତଟ ରେଳପଥରେ ତିନି ବର୍ଷ ମଧ୍ୟରେ ମାଗଣା ତାଲିମ ଦିଆଯିବ ।…

ବୃଦ୍ଧାଶ୍ରମରେ ଖୁସି ବାଣ୍ଟିଲେ ଅଭିନେତା ଜ୍ୟୋତି

ଭୁବନେଶ୍ବର : ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ବୃଦ୍ଧାଶ୍ରମରେ ସମୟ ବିତାଇ ଖୁସି ବାଣ୍ଟିଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ନାୟକ । ଭୁବନେଶ୍ବର ଜିଜିପି କଲୋନୀ ସ୍ଥିତ 'ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ଓଲିଉଡ଼ ଅଭିନେତା ଜ୍ୟୋତି, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ମନସ୍ବିନୀ ସପରିବାର ଏହି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୫୬ ଡେଙ୍ଗୁ ରୋଗୀ

ଭୁବନେଶ୍ବର : ରାଜଧାନୀରେ ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ମୋଟ ୫୬ ଜଣ ଡେଙ୍ଗୁ ରୋଗୀ । ଫଳରେ ଭୁବନେଶ୍ବରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୮୩୭ରେ ପହଞ୍ଚିଛି । ଡେଙ୍ଗୁରୁ ବର୍ତ୍ତମାନ ସୁଦ୍ଧା ୧୪୫୬ ଜଣ ସୁସ୍ଥ ହୋଇଥିବା ବେଳେ, ଆକ୍ଟିଭ୍ କେସ୍ ରହିଛି…

ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଓଡ଼ିଶାରୁ ଦୀପଜ୍ୟୋତି ମୁଣ୍ଡ ମନୋନୀତ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୀପଜ୍ୟୋତି ମୁଣ୍ଡ । ଯୁବ…

ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ଏୟାର…

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ, ପାସ୍‌ ହାର ୮୦.୮୩ ପ୍ରତିଶତ

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ମୋଟ୍ ପାସ ହାର ରହିଛି ୮୦.୮୩ % । ମୋଟ ୩୧୦୦ ପୁଅ ଓ ୨୧୩୩ ଜଣ ପାସ କରିଛନ୍ତି । A-1ରେ…

ତାଲିବାନ ନେତା ମୁଲ୍ଲା ବରାଦରଙ୍କ ସହ ଚୁପଚାପ ସାକ୍ଷତ କଲେ ସିଆଇଏ ଡାଇରେକ୍ଟର !

କାବୁଲ: ଆଫଗାନିସ୍ତାନ ଅଶାନ୍ତ ପଛରେ ଆମେରିକାର ଭୂମିକାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଆଜି ସିଆଇଏ ଡାଇରେକ୍ଟର ୱିଲିୟମ ଜେ ବର୍ଣ୍ଣସ ତାଲିବାନର ଶୀର୍ଷ ନେତା ଅବଦୁଲ ଗନୀ ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି । ଫଳରେ ଆମେରିକାର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି ।…

ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ମୟୂରଭଞ୍ଜ:ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରେ ଅଘଟଣ। ଥାନା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତଶ୍ରାବ ହେଉଥିଲା। ଫାଣ୍ଡି ଅଧିକାରୀ ସୁନ୍ଦର ମୋହନ ବାରିକ ଘଟଣା ସ୍ଥଳରେ ପହଁଚି…

ମନୋସ୍କାମନା ପୂରଣ ହେବାକୁ ଶିବ ମନ୍ଦିରରେ ଜଳାଭିଷେକ କରି ଚର୍ଚ୍ଚାରେ ରେସଲର ରବି କୁମାର

ନୂଆଦିଲ୍ଲୀ: ରେସଲର ରବି କୁମାର ଦାହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସମସ୍ତ ଭାରତୀୟଙ୍କ ମନ ଜିଣି ପାରିଛନ୍ତି । ତାଙ୍କର ଏହି ମନୋସ୍କାମନା ପୂରଣ ପାଇଁ ପରିବାର ଲୋକେ ଘରେ ଅଖଣ୍ଡ ଦ୍ୱୀପ ଜାଳିଥିବା ବେଳେ ରବିକୁମାର ଜଳାଭିଷେକ କରିବେ ବୋଲି ଯାଚିଥିଲେ । ଏହା ପୂରଣ ହେବାରୁ…