Latest Odisha News

BREAKING NEWS

Yearly Archives

2021

ଆଗାମୀ ଦିନରେ ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେବ ବାଙ୍ଗାଲୁରୁ; ରିପୋର୍ଟ

ବେଙ୍ଗାଲୁରୁ: ଆଗାମୀ ବର୍ଷରେ ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେବ ବାଙ୍ଗାଲୁରୁ। ଏ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। (ଆଇପିସିସି) ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଜଳ ସଙ୍କଟ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରେ। ଏହି ରିପୋର୍ଟକୁ ଭିତ୍ତି କରି  ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଦିଆସିଲି ଓ ଆଇସକ୍ରିମ୍ କାଠିରେ ରାକ୍ଷୀ

ପୁରୀ: ଆସନ୍ତାକାଲି ରକ୍ଷା ବନ୍ଧନ । ଏହିଦିନ ପାଳନ କରାଯାଏ ପ୍ରଭୁ ଶ୍ରୀବଳଭଦ୍ରକଙ୍କ ଜନ୍ମ ଉତ୍ସବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆପଣମାନେ ଅନେକ ପ୍ରକାର ରାକ୍ଷୀ ଦେଖିଥିବେ । କିନ୍ତୁ ଦିଆସିଲି କାଠିରେ ତିଆରି ଏହି ରାକ୍ଷୀକୁ ଦେଖନ୍ତୁ । ବେଶ ମନଲୋଭା ହୋଇଛି । ଦେଖିବାକୁ ଭାରି…

ଇଣ୍ଟରନେଟ୍‌ରୁ ହଟିଲା ତାଲିବାନ ୱେବ୍‌ସାଇଟ!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନର ଅଫିସିଆଲ୍ ୱେବସାଇଟ୍ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟରୁ ଅଦୃଶ୍ୟ ହୋଇଯାଇଥିବା ଜଣାପଡିଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ତାଲିବାନ…

୧୫୦ ଭାରତୀୟଙ୍କୁ ଅପହରଣ କଲେ ତାଲିବାନ !

କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ…

ରାଜଧାନୀରେ ପ୍ରବଳ ବର୍ଷା; ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ: ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେତୁ ବିଭିନ୍ନ ଅଞ୍ଚଳରେ ଜଳସ୍ତର ବଢିବାରେ ଲାଗିଛି। ଯାହା ଫଳରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଗାଡିଗୁଡ଼ିକର ଲମ୍ବା ଲାଇନ ଲାଗିଛି।…

ଓଡ଼ିଶାରେ ଉଚ୍ଚ ଶିକ୍ଷାର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଏହା ତାଙ୍କର…

କାବୁଲରୁ ଫେରିଲେ ୮୫ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣରେ ଅଛି। କାବୁଲ ବିମାନବନ୍ଦର ବ୍ୟତୀତ ତାଲିବାନ ଯୁଦ୍ଧବିମାନ ପ୍ରାୟ ସବୁ ସ୍ଥାନରେ ନିୟୋଜିତ ହୋଇଛି। ବର୍ତ୍ତମାନ ବିମାନବନ୍ଦରର ସୁରକ୍ଷା ଆମେରିକୀୟ ସୈନିକଙ୍କ ହାତକୁ ଟେକି ଦିଆଯାଇଛି। ଯାହା ସାହାଯ୍ୟରେ ଭାରତ ମଧ୍ୟ…

ତେଜସ ଫିଲ୍ମର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ, କଙ୍ଗନାଙ୍କ ପାଇଲଟ ଲୁକ ପାଗଳ କରୁଛି ପ୍ରଶଂସକଙ୍କୁ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତେଜସ ଫିଲ୍ମର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ କରି ଦେଇଛନ୍ତି । ବୁଡାପେଷ୍ଟରେ ଧାକଡ ଫିଲ୍ମର ଶୁଟିଂ ସାରି ଭାରତ ଫେରିବା ପରେ ଏବେ ତେଜସରେ ମନ ଦେଇଛନ୍ତି । ପାଇଲଟ ଲୁକରେ କଙ୍ଗନା ପ୍ରଶଂସକଙ୍କୁ ପାଗଳ କରିଛନ୍ତି କହିଲେ ଭୁଲ ହେବନି । ନିର୍ଦ୍ଦେଶକ ସର୍ବେଶ…

କାବୁଲ ପହଞ୍ଚିଲେ ତାଲିବାନ ସହ-ପ୍ରତିଷ୍ଠାତା ବରାଦର

କାବୁଲ: ଆଫଗାନିସ୍ତାନରେ ଚାଲିବା ତାଲିବାନ ରାଜ । କାବୁଲ ଦଖଲ ପରେ ତାଲିବାନୀ ସରକାର ଗଠନ କସରତ ଆରମ୍ଭ କରିଛନ୍ତି । କାତାରରୁ ଆସି କାନ୍ଦାହାରରେ ପହଞ୍ଚିଥିବା ତାଲିବାନ ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବେ କାବୁଲରେ ପହଞ୍ଚିଛନ୍ତି । ତାଲିବାନ ସରକାର ଗଠନ ନେଇ ସେ ଜିହାଦୀ ଲିଡର…

୩ ଛାତ୍ର କରୋନା ପଜିଟିଭ୍ ବାହାରିବା ପରେ ବନ୍ଦ ହେଲା ଘରୋଇ କଲେଜ

କଟକ: ଏଠାରେ ଲିଙ୍କ୍ ରୋଡରେ ଥିବା ଘରୋଇ କଲେଜ୍‌ ଶକ୍ତି ଜୁନିଅର ରେସିଡେନ୍ସିଆଲ୍‌ରେ ୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କଲେଜକୁ ବନ୍ଦ କରାଯାଇଛି। କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ୨୦ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତିନି…