Latest Odisha News

BREAKING NEWS

Yearly Archives

2021

ଯୁଗେ ଯୁଗେ ଦାଢ଼ି ଚାଷ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ ଏଇ କଥାକୁ ...... ମଝିରେ ମଝିରେ କିଛି ଦାନ୍ତଭଙ୍ଗା ଇଂରାଜୀ ଶବ୍ଦ ସବୁ ନିକ୍ଷେପ କରି ଖ୍ୟାତିସମ୍ପନ୍ନ ରାଜନୀତିଜ୍ଞ ତଥା ସୁଲେଖକ ଶଶୀ ଥରୁର ଭାରତୀୟ ଜନତାଙ୍କୁ ଅମୋଦିତ ଓ ଚକିତ କରିପକାନ୍ତି। ଏ କ୍ଷେତ୍ରରେ ତାଙ୍କର ସଦ୍ୟତମ ଅବଦାନ ହେଲା…

୩ ଲକ୍ଷ ଫାଇନ୍‌ ଦେବେ ରାଜ୍‌ ଓ ଶିଳ୍ପା

ମୁମ୍ବାଇ: ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି। ୩ ଲକ୍ଷ ଫାଇନ୍‌ ଦେବେ ରାଜ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀ। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଏହାର ଅନ୍ତର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଅଭିଯୋଗରେ…

ରାଜ୍ୟରୁ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ୧୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନରୁ ୯୩୭ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୭୮। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୨୯, ପୁରୀରୁ ୧୨୩, ଅନୁଗୁଳରୁ…

ଟିକା ନେଲେ ମିଳିବ ୧୦୦ ଡଲାର

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୭୪୦୦ ଟଙ୍କା। ଆମେରିକା ସରକାର ଆମେରିକାର ଏକ ନିଦ୍ଦିଷ୍ଟ ସହରର ନାଗରିକଙ୍କ ପାଇଁ ଏମିତି ଏକ ଅଫର୍‌ ଆଣିଦେଇଛନ୍ତି। ନ୍ୟୁୟର୍କ ସିଟି ବାସିନ୍ଦାଙ୍କୁ ପ୍ରତି ଟିକାକରଣ ପାଇଁ ୧୦୦ ଡଲାର ପ୍ରଦାନ କରାଯିବ। କରୋନାର…

୭୦ ନିୟୁତ ପାର୍‌ କଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ:ରେକର୍ଡ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ଏକ ସଫଳତା ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବୁଧବାର ପିଏମ୍‌ ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ୭୦ ନିୟୁତ ଫଲୋଅର୍ସ ଅତିକ୍ରମ କରିଛି। ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ସକ୍ରିୟ ରାଜନେତା ଭାବରେ…

କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥ ସଂସ୍କୃତି ଭବନ ପରିସରରେ , ୨୦୨୦ ମସିହା ପାଇଁ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର…

ସମ୍ପର୍କରେ ପ୍ରତିହିଂସା

ଆଜି କାଲି ଟିଭି ଆଉ ଖବର କାଗଜ ଖୋଲିଦେଲେ ସମ୍ପର୍କକୁ ନେଇ ଖବରମାନ ଖାଲି, କୋଉଠି ସ୍ଵାମୀ ଆଉ ସ୍ତ୍ରୀର ସମ୍ପର୍କରେ ହିଂସା ଦେଖା ଗଲାଣି ତ ଆଉ କୋଉଠି ପ୍ରେମିକ ପ୍ରେମିକା ଭିତରେ ପ୍ରତିହିଂସାର ନିଆଁ ଜଲିଲାଣି ।    ଆଉ ବେଶୀ ଦେଖା ଦେଉଛି ଏ ସବୁ ପ୍ରେମର ସମ୍ପର୍କରେ । କୋଉଠି ଝିଅଟିଏ ଏଥି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ 'ତଥାପି ଅପେକ୍ଷା' : ଭାଗ ୧ ଭୋର ପାଞ୍ଚଟା।ଅକ୍ଟୋବର ମାସ। ହାଲୁକା ଥଣ୍ଡା ପବନ ଦେହମନକୁ ଛୁଇଁ ଯାଉଥାଏ। ହାତଘଣ୍ଟା ନୁହେଁ, ମୋବାଇଲରେ ଦେଖିଦେଲେ ହେଲା। ଅମୃତା ବାହାରକୁ ବାହାରିବା ପୂର୍ବରୁ ଆଣ୍ଟିଙ୍କର ସମସ୍ତ କାମ ସାରିଦେଇଥାଏ।କାମରେ ସୁନିପୂଣା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୨୯-୭-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨୯ ରିଖ ଗୁରୁବାର କର୍କଟ ୧୪ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଉତ୍ତରଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ତୁଳା ରାଶି…

କବିତା : ଅଭିବ୍ୟକ୍ତି

ମିନାକ୍ଷୀ ଦ୍ବିବେଦୀ ମୁଁ ଅସୁମାରି ଭଲ ପାଏ, ମୁଁ ଅସୁମାରି ଦୁଃଖ ପାଏ, ବଞ୍ଚିଛି ନେଇ ଏଇ ଦୁଇ ଅନୁଭୂତି ଅସୃକଧରା ବେଦନାର ଛନ୍ଦେ ମୋ ପ୍ରେମର ବିଷର୍ଣ୍ଣ ବିସ୍ତୃତି। ଶିରେ ମଣ୍ଡିତ ମୋର, ଅଭୋଗୀ ପ୍ରଣୟର କଳିଳ ମୁକୁଟ ଶୋଭିକ ଧାରାରେ ମୋର ହୃଦୟର ପ୍ରୀତି ପରିସ୍ଫୁଟ। କରି…