Latest Odisha News

BREAKING NEWS

Yearly Archives

2021

ରୁଦ୍ରେଶ୍ୱର ମନ୍ଦିରକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ଟ୍ୟାଗ୍‌

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଅବସ୍ଥିତ ରାମପ୍ପା ମନ୍ଦିରକୁ ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା ମିଳିଛି। ଏହାକୁ ରୁଦ୍ରେଶ୍ୱର ମନ୍ଦିର ମଧ୍ୟ କୁହାଯାଏ। ଏହି ମନ୍ଦିର ଦ୍ବାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ଅନେକ ସମୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ…

ଶ୍ରାବଣ ସୋମବାରରେ ଭକ୍ତଙ୍କୁ ଖୋଜୁଛନ୍ତି ମହାଦେବ, ଶିବାଳୟ ଶୂନଶାନ

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିର ଦିନରେ ଶିବାଳୟରେ ପ୍ରବଳ ଭିଡ଼ ହୁଏ । ବିଶେଷ କରି ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳେ । ଗତବର୍ଷ ଭଳି ଏବର୍ଷ ବି କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣରେଖା ଟାଣିଛି । ଶ୍ରାବଣ ସୋମବାରରେ ଆଉ ଶୁଭୁନି ହର ହର…

ଟ୍ରକ୍ ସହ ପିଟି ହେଲା କାର୍, ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ

ସମ୍ୱଲପୁର: ଅଶୁଭ ହେଲା ସୋମବାର । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ଦୁଇ ଜଣେ । ୫୫ ନମ୍ବର ଜାତୀୟ ରାଜପଥର ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ଏହି ମର୍ମନ୍ତୁଦ…

ସୂର୍ଯ୍ୟକୁମାର ଯାଦବ ଭାଙ୍ଗିଲେ ଗୌତମ ଗମ୍ଭୀରଙ୍କ ରେକର୍ଡ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ଜିତିଛି ଭାରତ । ମ୍ୟାଚର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ । ଅର୍ଦ୍ଧଶତକ ହାସଲ କରିଥିଲେ । ୩୪ ବଲରୁ ପିଟିଥିଲେ ୫୦ ରନ୍ । ତାଙ୍କର ଏହି ଇନିଂସ ବଳରେ ଭାରତ ଶ୍ରୀଲଙ୍କା ଆଗରେ ଦେଇଥିଲା ୧୬୫ ରନ ଟାର୍ଗେଟ୍ । ଅର୍ଦ୍ଧଶତକ ଇନିଂସ ସହ…

ଆଜି ୨୯ ଜିଲ୍ଲାରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୯%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ତଥାପି ୧୫ଶହ ତଳକୁ ଆସିନି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୩୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୪୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୮୮ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

OCA କୋଚ୍ ତାଲିକା: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ନିଯୁକ୍ତି

କଟକ: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ବିଭିନ୍ନ ଦଳର ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଘୋଷଣା ହୋଇଛି ସେମାନଙ୍କ ତାଲିକା । ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ନାଁ ଘୋଷଣା ହୋଇଛି ।  ମୁଖ୍ୟ କୋଚ୍ ଓ୍ୱାସିମ୍…

ଆଜିଠାରୁ ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲୁଛି ସମସ୍ତ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବାକୁ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ କ୍ଲାସରୁମରେ ପାଠପଢ଼ା ଯିବ ।  ତାପୂର୍ବରୁ…

ଅଲିମ୍ପିକ୍ସ ଅସୀ ଚାଳନାର ପ୍ରଥମ ରାଉଣ୍ଡ ଜିତିଲେ ଭାରତର ଭବାନୀ ଦେବୀ

ଟୋକିଓ: ଅଲିମ୍ପିକ୍ସର ଅସୀ ଚାଳନାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ସି. ଏ. ଭବାନୀ ଦେବୀ । ଫେନ୍ସିଂରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି । ମହିଳା ସବ୍‌ରେ ଇଭେଣ୍ଟରେ ଟ୍ୟୁନିସିଆର ବେନ ଆଜିଜିଙ୍କୁ ୧୫/୩ରେ ପରାସ୍ତ କରିଛନ୍ତି ଭବାନୀ ଦେବୀ । ଫ୍ରାନ୍ସର ବ୍ରୁଟେନଙ୍କୁ ସେ…

ସଦା ପ୍ରାସଙ୍ଗିକ ଗାନ୍ଧୀ ବିଚାର

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ୱରୂପ ଭାରତରୁ ପ୍ରାୟ ୩୦୦ ବର୍ଷର ବ୍ରଟିଶ୍ ଶାସନର ଅନ୍ତ ଘଟିଲା ୧୯୪୭ ଅଗଷ୍ଟ ୧୫ରେ ଏବଂ ଆମ ଦେଶ ସ୍ୱାଧୀନ ହେଲା । ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀ ସହିଦ ହୋଇଛନ୍ତି ଓ ଲକ୍ଷାଧିକ ନିର୍ଯାତନା ଓ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୬-୭-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨୬ ରିଖ ସୋମବାର କର୍କଟ ୧୧ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର। ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-:ମିଥୁନ ରାଶି ପୁରୁଷ ଓ ମୀନ ରାଶିର…