Latest Odisha News

BREAKING NEWS

Yearly Archives

2021

କୋଭିଡ୍‌-୧୯ ମଧୁମେହ ରୋଗର ଏକ ନୂଆ ତରଙ୍ଗ ଆଣିପାରେ; ରିପୋର୍ଟ

ନ୍ୟୁୟର୍କ: ମଧୁମେହ ରୋଗ ବା ମଧୁମେହ ରୋଗରେ ପୀଡ଼ିତ ରୋଗୀଙ୍କ ଲାଗି କରୋନା ବେଶି ମାରାତ୍ମକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହି ରୋଗୀମାନେ କରୋନା ସଂକ୍ରମିତ ହେଲେ ପୁଣି ଥରେ ଆରୋଗ୍ୟ ଲାଭ କରିବା ଅତ୍ୟନ୍ତ କଷ୍ଟକର। ମଧୁମେହ ରୋଗୀଙ୍କଠାରେ କରୋନାର ବିପଦ ଅଧିକ…

ଟୋକିଓ ଅଲିମ୍ପିକ୍ସ; ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜା ଯୋଗାଇବ ‘ଡୋମିନୋସ୍‌’

ନୂଆଦିଲ୍ଲୀ: ଜୁଲାଇ ୨୪ରେ ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ଭାରୋତ୍ତୋଳନ ମହିଳା ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି ଭାରତୀୟ ଭାରୋତ୍ତୋଳନକାରୀ ମିରାବାଇ ଚାନୁ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ପ୍ରଶଂସା ସାଉଁଟିଛନ୍ତି ସେ। ସେ ଦ୍ବିତୀୟ ଭାରତୀୟ…

ରେଳ ଟ୍ରାକରେ ‘ସୁଇସାଇଡ୍‌ ଷ୍ଟଣ୍ଟ’ ପ୍ରଦର୍ଶନ କରି ୟୁଟ୍ୟୁବର୍‌ ଗିରଫ

ନୂଆଦିଲ୍ଲୀ: ରେଲୱେ ଟ୍ରାକରେ 'ସୁଇସାଇଡ୍‌ ଷ୍ଟଣ୍ଟ' ପ୍ରୋତ୍ସାହନ କରୁଥିବା ଭିଡିଓ ପ୍ରସାରଣ ଅଭିଯୋଗରେ ରବିବାର ଦିନ ବାନ୍ଦ୍ରା ସରକାରୀ ରେଳ ପୋଲିସ ଦ୍ୱାରା ଜଣେ ୟୁଟ୍ୟୁବର୍‌ଙ୍କୁ ଗିରଫ କରାଯାଇଛି। ଏହି ୟୁଟ୍ୟୁବ୍‌ ଇନ୍‌ଫ୍ଳୁଏନ୍‌ସର ଅନୁଗାମୀଙ୍କ ସଂଖ୍ୟା ୪୪.୮କେ। ଏହି ୟୁଟ୍ୟୁବର୍‌…

ବଢୁଛି ରାଜ୍‌ଙ୍କ ଅଡୁଆ; ମୁହଁ ଖୋଲିବେ କମ୍ପାନୀର କର୍ମଚାରୀ

ମୁମ୍ବାଇ: ବଢିପାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ। କାରଣ ତାଙ୍କ କମ୍ପାନୀର ୪ଜଣ କର୍ମଚାରୀଙ୍କ ନାଁ ଅଶ୍ଳୀଳ ଭିଡିଓ ମାମଲାରେ ପ୍ରମୁଖ ସାକ୍ଷୀ ଭାବରେ ସାମ୍‌ନାକୁ ଆସିଛି। ଜୁଲାଇ ୧୯ରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ…

ଚାଟିଂ ପାଇଁ ୫୯.୨% ପିଲା ସ୍ମାର୍ଟଫୋନର ବ୍ୟବହାର କରୁଥିବା ବେଳେ ଶିକ୍ଷା ଲାଗି ୧୦.୧%

ନୂଆଦିଲ୍ଲୀ: ସର୍ବୋଚ୍ଚ ଶିଶୁ ଅଧିକାର ସଂସ୍ଥା ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)ର ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ୫୯.୨ ପ୍ରତିଶତ ପିଲା ଇନଷ୍ଟାଣ୍ଟ ମେସେଜିଂ ଆପ୍ଲିକେସନ୍ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଏହାସହିତ କେବଳ ୧୦.୧ ପ୍ରତିଶତ ପିଲା…

‘ମନ୍ କି ବାତ୍’ରେ ସମ୍ବଲପୁରର ଇଷାକ ମୁଣ୍ଡାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଜିଲ୍ଲାର ମଫସଲ ଗାଁର ଇଷାକ ମୁଣ୍ଡାକୁ ତାରିଫ କରିଛନ୍ତି । ଦିନ ମଜୁରିଆ ଶ୍ରମିକ ଭାବରେ କାମ କରନ୍ତି ଇଷାକ । କିନ୍ତୁ ସେ କିଭଳି ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇଛନ୍ତି ସେକଥା…

ଭାରତ ସମାଚାର ଅଫିସ୍‌ ଉପରେ ଚଢଉ ପରେ ବିସ୍ଫୋରକ ତଥ୍ୟର ଖୁଲାସା କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଭାରତ ସମାଚାରର କାର୍ଯ୍ୟାଳୟ ଉପରେ ଚଢଉ କରିବାର କିଛି ଦିନ ପରେ ଆୟକର ବିଭାଗ ବିସ୍ଫୋରକ ତଥ୍ୟ ଖୁଲାସା କରିଛି। ଆୟକର ବିଭାଗ କହିଛି ଯେ ଭାରତ ସମାଚାର ୨୦୦ କୋଟି ଟଙ୍କାର ଅନାବଶ୍ୟକ କାରବାର ହୋଇଛି। ଜୁଲାଇ ୨୨ରେ ଲକ୍ଷ୍ନୌ ବସ୍ତି, ବାରାଣାସୀ, ଜୌନପୁର ଏବଂ କୋଲକାତାରେ…

ପତ୍ରରେ ୧୨ ସ୍ମାରକୀର କଳାକୃତି ଆଙ୍କି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଭରତ

ପାଟନା: ପାଟନାର ଭରତଜିତ ମାହୋତାଙ୍କ ପତ୍ର କଳାକୃତି ଏବେ ଚର୍ଚ୍ଚାର କାରଣ ସାଜିଛି । ୨୩ ବର୍ଷୀୟ ଭରତଜିତ ଦେଶର ୧୨ ସ୍ମାରକୀକୁ ପତ୍ର ଉପରେ ସାଂଉଟି ଆଣିଥିଲେ । ଏହି ଚମତ୍କାର କଳାକୃତି ଯୋଗୁ ସେ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଲକଡାଉନ ସମୟରେ ସୋସିଆଲ ମିଡିଆରେ ସେ ଏହା କଳାକୁ…

କେମିତି ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ହେଲା ହାଇଦର ?

ଭୁବନେଶ୍ୱର: ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । ହାଇଦରର କଳା ସାମ୍ରାଜ୍ୟର ତାଲିକା ଢେର ଲମ୍ବା । ଯେତିକି ଚାଞ୍ଚଲ୍ୟକର ସେତିକି ରହସ୍ୟମୟ । ଆଗରୁ ଦୁଇ ଦୁଇ ଥର ଗୁଳି ଖାଇ ବଞ୍ଚି ଯାଇଥିବା ହାଇଦର ଏଥର ଏନକାଉଣ୍ଟରରେ ନିହତ ହୋଇଛି । ୩୦ ବର୍ଷ ଧରି ଅପରାଧିକ ଦୁନିଆରେ ଜଡ଼ିତ ଥିଲା ।…

ଡବଲ୍ସ ସ୍କଲ୍ସ ସେମିରେ ଭାରତ, ଶୁଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅପରପକ୍ଷରେ ରୋଇଂର ଲାଇଟ ୱେଟ ଡବଲ୍ସ ସ୍କଲ୍ସରେ ଭାରତୀୟ ଯୋଡି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ରୋଇଂ: ଭାରତର ଅର୍ଜୁନ ଲାଲ ଓ ଅରବିନ୍ଦ ସିଂ ଯୋଡି ରୋଇଂ ପୁରୁଷ ଲାଇଟ ୱେଟ ଡବଲ୍ସ ସ୍କଲ୍ସ ଇଭେଂଟର…