Latest Odisha News

BREAKING NEWS

Yearly Archives

2021

‘କ୍ୟାପ୍ଟେନ ଇଣ୍ଡିଆ’ର ପ୍ରଥମ ଲୁକ୍‌ ଜାରି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହାନସଲ ମେହେଟ୍ଟାଙ୍କ ଏବଂ ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ 'କ୍ୟାପ୍ଟେନ ଇଣ୍ଡିଆ' ପ୍ରେରଣାଦାୟକ ଆକ୍ସନ୍-ଡ୍ରାମା ମୁଭିରେ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରରେ…

ସିଦ୍ଧୁଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମୋଗା ଜିଲ୍ଲାରେ ଦୁଇଟି ବସ୍ ଧକ୍କା ହେବା ଯୋଗୁ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ସଡକ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୋଗା ଜିଲ୍ଲାର ଲୋହରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି। ସୂଚନା ଅନୁଯାୟୀ…

ତଦନ୍ତରେ ସହଯୋଗ କରୁନାହାନ୍ତି ରାଜ୍‌; ବଢିପାରେ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ପର୍ଣ୍ଣ ରାକେଟ୍‌ ମାମଲାରେ ପୋଲିସ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀଙ୍କୁ ହେପାଜତ ରଖିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜଙ୍କ ରିମାଣ୍ଡ ଅବଧି ପୁଣି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ପୋଲିସ ତଦନ୍ତରେ ରାଜ ଆଦୌ ସହଯୋଗ କରୁ…

ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ ଦ୍ୱିତୀୟ ଡୋଜ୍ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ ଦ୍ୱିତୀୟ ଡୋଜ୍ ଟ୍ରାଏଲ୍‌ ଆରମ୍ଭ ହେବ। ଏ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ୨ରୁ ୬ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ପରୀକ୍ଷା ଆସନ୍ତା ସପ୍ତାହରେ ନୂଆଦିଲ୍ଲୀର ଏମ୍ସ ରେ ଆରମ୍ଭ ହେବ। ସୂଚନା ଅନୁଯାୟୀ,…

ଆଜି ପିସିସି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ସିଦ୍ଧୁ

ନୂଆଦିଲ୍ଲୀ: ଆଜି ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ। ସିଦ୍ଧୁଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଯୋଗଦେବେ ବୋଲି ଜଣାପଡ଼ିଛି। ନୂତନ ଭାବେ ନିଯୁକ୍ତ ଚାରିଜଣ କାର୍ଯ୍ୟରତ ସଭାପତିଙ୍କ ମଧ୍ୟରୁ କୁଲଜିତ ସିଂ…

ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିପାରେ ତୃତୀୟ ଲହର; ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଏମ୍ସର ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଅବଶ୍ୟମ୍ଭାବୀ ତୃତୀୟ ତରଙ୍ଗର ପ୍ରଭାବ ବଢିପାରେ। ଏହାର ପ୍ରଭାବ ପ୍ରକୋପ ଦ୍ବିତୀୟ ତରଙ୍ଗ ତୁଳନାରେ କମ୍ ହୋଇପାରେ ବୋଲି ଜଣାପଡ଼ିଛି। ଚତୁର୍ଥ ସେରୋ ସର୍ଭେରୁ ଏହା ଜଣାପଡିଛି। ଡା.…

ରାଜ୍ୟରୁ ୧୯୧୭ କରୋନା ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୮୦୮। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୬, ,ଜଗତସିଂହପୁରରୁ…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଘଣ୍ଟାଏ ନୁହେଁ ୧୦ ମିନିଟ୍ ପାଇଁ ଅଟକି ଥିଲା…

ପାରାଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି । ଅଭିଯୋଗ ଆସିଥିଲା ଯେ, ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା । କିନ୍ତୁ ଡ୍ରାଇଭରଙ୍କ କହିବାନୁଯାୟୀ, ଆମ୍ବୁଲାନ୍ସ…

‘ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା’ରେ ଆଦ୍ୟା ଓ ପ୍ରାପ୍ତିଙ୍କ ନୃତ୍ୟ ପରିବେଷଣ

ଭୁବନେଶ୍ବର : ମହାରାଷ୍ଟ୍ର ଓଡ଼ିଆ ୱେତଲ୍ ଫେୟାର ଆସୋସିଏସନ(ମୋୱା) ଓ ପ୍ରବାସୀ ସାହିତ୍ୟ ସମ୍ଭାର ଆନୁକୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଓ ସୁନାବେଶ ଅବସରରେ ନଭି ମୁମ୍ବାଇର ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ' ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା' ଅନୁଷ୍ଠିତ ହୋଇଯାଇଛି। ଉମେଶ ଦାଶ ଓ…

ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ଲୀଳାଖେଳା ପରେ ରତ୍ନ ବେଦୀକୁ ଫେରିବେ କାଳିଆ ଠାକୁର, ବଡଭାଇ ଓ ସୁନାନାକୀ ଭଉଣୀ । ସେପଟେ ପରମ୍ପରା ଅନୁଯୟୀ, ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଘୋଷଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ…