ମତେ ଠକି ଦେଇଥିଲ
(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)
ସେତେବେଳେ ମାତ୍ର ପାଞ୍ଚ ବର୍ଷର ହୋଇଥିଲା ଶାନ୍ତନୁ । ପ୍ରଥମ ଶ୍ରେଣୀରେ ପଢୁଥାଏ । ତିନି ଚାରି ବର୍ଷରୁ ହିଁ ବିଛୁଆତିଟାଏ ଶାନ୍ତନୁ। ସିଏ ଯାହା ବୁଝିଥିବ ସେଇଆ । ବ୍ରହ୍ମା କହିଲେ ବି ଶୁଣିବାର ନାହିଁ । ନିଜ ଇଛାର ମାଲିକ ସିଏ । ଥରେ…