ଅଗଷ୍ଟ ୧୨ ରେ ମୁକ୍ତିଲାଭ କରିବ ‘ଶେରଶାହା୍’
ମୁମ୍ବାଇ: ଅଗଷ୍ଟ ୧୨ ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ-ଅଭିନୀତ ଶେରଶାହା ମୁକ୍ତିଲାଭ କରିବ। ଏହା ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ।
ପୂର୍ବରୁ ଏହି ଚଳଚ୍ଚିତ୍ରଟି ଜୁଲାଇ ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ଏହି ଚଳଚ୍ଚିତ୍ରର କାର୍ଗିଲ ଯୁଦ୍ଧର ହିରୋ…