Latest Odisha News

BREAKING NEWS

Yearly Archives

2021

‘ଲଷ୍ଟ୍‌’ରେ ନଜର ଆସିବେ ୟାମି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ତାଙକ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ସେ ନିର୍ଦ୍ଦେଶକ ଅନିରୁଦ୍ଧ ରୟ ଚୌଧୁରୀଙ୍କ ସହ ତାଙ୍କର ପରବର୍ତ୍ତୀ ଫିଲ୍ମ କରିବାକୁ ଯାଉଛନ୍ତି। ଏ ନେଇ ୟାମି ଆଜି ସୋସିଆଲ ମିଡିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ଫିଲ୍ମର…

ଜନସନ ଟିକା ପକ୍ଷାଘାତର କାରଣ ହୋଇପାରେ; ଏଫ୍‌ଡିଏର ଚେତାବନୀ

ୱାଶିଂଟନ୍: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ସୋମବାର ଚେତାବନୀ ଦେଇଛି ଯେ ଜନସନ ଆଣ୍ଡ ଜନସନ କରୋନାଭାଇରସ ଟିକା କେତେକ କ୍ଷେତ୍ରରେ ବିରଳ ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଗୁଇଲେନ-ବାରେ ସିଣ୍ଡ୍ରୋମ କୁହାଯାଉଛି। ରିପୋର୍ଟ ଅନୁଯାୟୀ ଜନ୍‌ସନ ଆଣ୍ଡ ଜନସନ୍‌ ଟିକା…

ବ୍ୟଞ୍ଜନରେ ତିନି ଦିଅଁ

ଅନୁଗୁଳ - ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ । ସେହି ଶାଗ ଭଜାରେ ଆଜି ଆଉ ଜଣେ ଭକତ କାଳିଆର ଚିତ୍ର ଚିତ୍ରଣ କରି ବିଶ୍ୱରୁ ମହାମାରୀ କରୋନା ଦୂର କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ କରୋନା…

ବାହାଘର ପୂର୍ବରୁ ୧୫ ଦିନ ବାଇକରେ ବୁଲିଲେ ବାପା, ଝିଅ

ଅହମ୍ମଦାବାଦ: ଅହମ୍ମଦାବାଦର ଏକ ବାପ ଝିଅର ବାହାଘର ପୂର୍ବରୁ ସ୍ମରଣୀୟ ଉପହାର ଦେଇଛନ୍ତି । ଯାହା କି ସମସ୍ତଙ୍କ ପାଇଁ ଏକପ୍ରକାର ପ୍ରେରଣା ସାଜିଛି କହିଲେ ଭୁଲ ହେବ ନାହିଁ । ଗୁଜରାଟର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରକାଶ ପଟେଲ ତାଙ୍କ ଝିଅ ପ୍ରିୟଲଙ୍କୁ ଜୀବନଠାରୁ ବେଶୀ ଭଲ ପାଆନ୍ତି । ଝିଅର…

କନୱର ଯାତ୍ରା ତୃତୀୟ ତରଙ୍ଗର କାରଣ ହୋଇପାରେ; ଆଇଏମ୍‌ଏର ଚେତାବନୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ମଙ୍ଗଳବାର ଉତ୍ତରାଖଣ୍ଡ ସରକାରଙ୍କୁ କନୱର ଯାତ୍ରାକୁ ନ କରିବାକୁ ପରାମର୍ଶ ଦେଇଛି। ଯଦି କନୱର ଯାତ୍ରା ଅନୁଷ୍ଠିତ ହୁଏ ତେବେ ଏହା କରୋନା ତୃତୀୟ ତରଙ୍ଗର କାରଣ ହୋଇପାରେ ବୋଲି ଚେତାବନୀ ଦେଇଛି ଆଇଏମ୍‌ଏ। ତୃତୀୟ ତରଙ୍ଗରକୁ…

କେମିତି ଥିଲା ତବୁଙ୍କ ୩୦ ବର୍ଷର ଫିଲ୍ମି ସଫର୍‌

ମୁମ୍ବାଇ: ବଲିଉଡ୍‌ର ଚଲ୍‌ବୁଲି ନାୟିକା ତବୁ। ଚୁଲ୍‌ବୁଲି ମିଜାଜ୍‌ ଯୋଗୁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ୧୯୯୧ ମସିହାରେ ତେଲୁଗୁ ଚଳଚ୍ଚିତ୍ର କୁଲି ନଂ ୧ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ୯୦ ଦଶକର ଜଣେ ଚର୍ଚ୍ଚିତ ନାଁ ଥିଲେ ତବୁ। ଏହା ଭିତରେ ତିନି…

ଶିକ୍ଷକ ସ୍ୱାମୀ ସାଜିଲା ସୈତାନ୍: ସ୍ତ୍ରୀକୁ ପିଟି ପିଟି ମାରିଦେଲା

ଯାଜପୁର: ସ୍ୱାମୀ ସାଜିଲା ସୈତାନ୍ । ଘରୋଇ କଳହର କୁପରିଣତି । ସ୍ତ୍ରୀକୁ ଅତି ନିର୍ମମ ଭାବରେ ହତ୍ୟା ଅଭିଯୋଗ । ଏକ ଲୁହା ହାମରରେ ପିଟି ପିଟି ମାରି ଦେଲା ଶିକ୍ଷକ ସ୍ୱାମୀ । ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପ୍ତିମୀ ଜେନା ।…

ହୀରା ଭିତରେ ମିଳିଲା ୮୦ କୋଟି ବର୍ଷ ତଳର ଆଉ ଏକ ହୀରା !

ମସ୍କୋ: ରୁଷିଆରେ ଏକ ଦାମୀ ଏବଂ ପୁରାତନ ହୀରା ଭିତରୁ ୮୦ କୋଟି ବର୍ଷ ତଳର ଆଉ ଏକ ହୀରା ମିଳିଛି । ରୁଷିଆର ଲୋକପ୍ରିୟ କଣ୍ଢେଇ ମତ୍ରୋୟେଶିକା ନାମରେ ଏହି ହୀରାର ନାମ ରଖାଯାଇଛି । ଗବେଷକମାନେ ଏ ପର୍ଯ୍ୟନ୍ତ ଜାଣିପାରୁ ନାହାନ୍ତି ଗୋଟିଏ ହୀରା ଭିତରକୁ ଆଉ ଗୋଟିଏ ହୀରା କିପରି ରହିଲା ।…

କରୋନା ଭୂତାଣୁର ସମସ୍ତ ପ୍ରଜାତି ବିରୁଦ୍ଧରେ ସ୍ପୁଟ୍‌ନିକ୍‌ ଭି ଟିକା ପ୍ରଭାବଶାଳୀ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ ରୁଷିଆର ସ୍ପୁଟ୍‌ନିକ୍‌ ଭି ଟିକା କରୋନାଭାଇରସ୍ ର ସମସ୍ତ ପ୍ରଜାତି ବିରୁଦ୍ଧରେ ଅଧିକ ନିରାପଦ ଓ ପ୍ରଭାବଶାଳୀ ବୋଲି ଜଣାପଡିଛି। ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଏବଂ ରୁଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି…

ନିଆଁରେ ପୋଡ଼ି ହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ନିଆଁ ପୋଡ଼ି ହୋଇ ଗୁରୁତର ହୋଇଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସରକାରୀ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକର ଏକ…