Latest Odisha News

BREAKING NEWS

Yearly Archives

2021

ଆଜିଠୁ ଜଗା ଦର୍ଶନ ଲାଗି ନୂଆ ଏସଓପି

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ଭକ୍ତମାନେ ସୁଯୋଗ ପାଇବେ । ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ଏହି ନୂଆ ଏସଓପି ଆଜିଠାରୁ ଲାଗୁ ହେବ । ଶ୍ରୀମନ୍ଦିରରେ…

ବ୍ରିଟେନରେ ମାଡୁଛି ମହାମାରୀ: ଦିନକରେ ସଂକ୍ରମଣରେ ରେକର୍ଡ

ଲଣ୍ଡନ: ବ୍ରିଟେନରେ ବୋଲ ମାନୁନି କରୋନା ସଂକ୍ରମଣ । ଓମିକ୍ରନ୍ ପରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ଦୈନିକ ସଂକ୍ରମଣ ବ୍ରିଟେନରେ ରେକର୍ଡ ସ୍ତର ପାର କରିଛି । ଗତ ୨୪ ଘଣ୍ଟାରେ ସେଠାରୁ ବାହାରିଛନ୍ତି ରେକର୍ଡ ୭୮ହଜାର ୬୧୦ ନୂଆ ଆକ୍ରାନ୍ତ । ଯାହାକି ଗତ ବର୍ଷେ ଭିତରେ ସର୍ବାଧିକ । ଗତ…

ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡ଼ାକରା । ଧର୍ମଘଟ ଡ଼ାକରା ଦେଇଛି ୟୁନାଇଟେଡ଼ ଫରୋମ ଅଫ୍ ବ୍ୟାଙ୍କ ୟୁନିୟନ୍ସ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜିଠୁ ଦୁଇ ଦିନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍…

କବିତା : ଅନ୍ନପୂର୍ଣ୍ଣା

ବିଜୟ ଚନ୍ଦ୍ର ପ୍ରଧାନ  ଆଦିମ କାଳରୁ ଅଦ୍ୟାବଧି ଦେଖ ମାର୍ଗଶିର ଗୁରୁବାରେ, ଧୂପ ନୈବେଦ୍ୟରେ ସକଳ ଗୃହରେ ପୁଜା ପାଅ ନିରନ୍ତରେ। ସାଗର ମନ୍ଥନୁ ତୁମ ଆବିର୍ଭାବ ତେଣୁ ସାଗର ଦୁହିତା, ଏ ଧରା ଧାମକୁ ଧନ ଖାଦ୍ୟ ବାସ ସବୁ ତୁମ୍ଭ ମହାନତା। ଶ୍ରୀୟା ଭକତିରେ ସନ୍ତୁଷ୍ଟ ହୋଇ ଯେ…

ଉତ୍କଳୀୟ ଆଧ୍ୟାତ୍ମିକ ଚେତନାରେ ଧାନମାଣିକା

 ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 'ପର୍ବପର୍ବାଣୀ' ପର୍ବ ବହୁଳ ଉତ୍କଳରେ ମାର୍ଗଶୀର/ପୁଷ ମା‌ସର 'ମାଣବସା ଗୁରୁବାର' ଏକ ବିଶିଷ୍ଟ ପର୍ବ । ଓଡ଼ିଆ ଘରଣୀର ଧନର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନାର ପ୍ରକୃଷ୍ଟ ସମୟ । ଲକ୍ଷ୍ମୀ ପୁରାଣ ବର୍ଣ୍ଣିତ ଶ୍ରୀୟା ଚଣ୍ଡାଳୁଣୀର ଚରିତ୍ର…

ଧାରାବାହିକ ଉପନ୍ୟାସ : ଦେବୀ (୧୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୫  ଆଖି ଆଗରେ ଅଥଳ ସମୁଦ୍ର। ଚାରିଦିଗରେ ଅନନ୍ତ ନୀଳ ବିସ୍ତୃତି। ଖୁବ୍ ଦୂରରେ ଦିଶୁଛି ଘଞ୍ଚ ଜଙ୍ଗଲ ଘେରା ଛୋଟ ଏକ ଦ୍ଵୀପ। ଖଣ୍ଡେ ଭଙ୍ଗା ପଟାରେ ଭାସିଭାସି ଯାଉଛି ଦେବୀ । ସେ ଦ୍ଵୀପ ଯେତିକି ପାଖ ହେଉଛି ସେତିକି ଧୁଆଁଳିଆ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ସ୍କନ୍ଦ ପୁରାଣ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରତିଷ୍ଠିତ ହେବା କଥା ଆମେ ଜାଣିଲେ । କିନ୍ତୁ ବର୍ତ୍ତମାନ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ବାଂଲାଦେଶକୁ ସହଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ଶୋଚନୀୟ ଭାବେ ପରାସ୍ତ କରିଛି । ଦିଲପ୍ରୀତ ସିଂ ଭାରତ ପକ୍ଷରୁ ସର୍ବାଧିକ ୩ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜରମନପ୍ରୀତ ସିଂ ୨ଟି ଓ ଲଳିତ ଉପାଧ୍ୟାୟ, ଆକାଶଦୀପ ସିଂ,…

ବିଶ୍ୱକପରେ ପୁନର୍ବାର ଭାରତ-ପାକ ମୁକାବିଲା

ଦୁବାଇ: ବିଶ୍ୱକପ କ୍ରିକେଟରେ ପୁନର୍ବାର ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୨୦୨୨ ମାର୍ଚ୍ଚ ୪ରେ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ଉଭୟ ଟିମ ମଧ୍ୟରେ ଚୌରାଙ୍ଗଠାରେ ମୁକାବିଲା ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କରିବା…

ଭାରତୀୟ କ୍ରିକେଟରେ ଷ୍ଟାର ୱାରସ: ସୁନୀଲ-କପିଳ ଠାରୁ ବିରାଟ-ରୋହିତ ପର୍ଯ୍ୟନ୍ତ….

ପୁରୀ: ଭାରତୀୟ କ୍ରିକେଟରେ ଷ୍ଟାର ଖେଳାଳିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ତେବେ ଏହା ପଛରେ ଖେଳାଳିଙ୍କ ଗର୍ବ ଓ ଅହଂକାର ନାଁ  ବିିସିସିଆଇ ଅଧିକାରୀ ଏବଂ ଚୟନକମିଟିର ମନୋମୁଖୀ କାରୋବାର ଜଡିତ ? ସେ ଯାହା ହେଉ ସୁନୀଲ ଗାଭାସ୍କର-କପିଳ ଦେବଙ୍କଠାରୁ ଆରମ୍ଭ କରି ବିରାଟ କୋହଲି-ରୋହିତ…