Latest Odisha News

BREAKING NEWS

Yearly Archives

2021

ପିନାକ ରକେଟର ସଫଳ ପରୀକ୍ଷଣ

ବାଲେଶ୍ବର : ସ୍ବଦେଶୀ ଦୂରଗାମୀ ପିନାକର ସଫଳ ପରୀକ୍ଷଣ । ଚାନ୍ଦିପୁର ଠାରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରରୁ ପିନାକର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଥିଲା ।…

ନ୍ୟୁଜିଲାଣ୍ଡ ୱେବସାଇଟରେ ଟିମ୍ ଇଣ୍ଡିଆ ଅଧିନାୟକ କୋହଲିଙ୍କୁ ଅପମାନ

ନୂଆଦିଲ୍ଲୀ: ଭାରତକୁ ହରାଇ ନ୍ୟୁଜିଲାଣ୍ଡ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବିଜୟୀ ହୋଇଛି । ଚାମ୍ପିୟନ ହେବା ଖୁସିରେ ଖେଳୁଆଡ ମନୋଭାବକୁ ପଛରେ ପକାଇ ସେଠାକାର ଏକ ୱେବସାଇଟ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଅପମାନିତ କରିଛି । ଏହି ୱେବସାଇଟ ତାର ଇନଷ୍ଟାଗ୍ରାମ ପେଜରେ ଏକ…

ଘରୋଇ ହସ୍ପିଟାଲରେ କେତେ ରହିଛି କରୋନା ଟିକା ଦାମ୍, ଜାଣନ୍ତୁ…

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ଗୁଡିକରେ କରୋନା ଟିକା ମାଗଣାରେ ମିଳୁଥିବା ବେଳେ ଆପଣ ଚାହିଁଲେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ନେଇପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ। ଜାଣନ୍ତୁ, ଭୁବନେଶ୍ୱରରେ କୋଭାକ୍ସିନ ଏବଂ କୋଭିଶିଲ୍ଡର ମୂଲ୍ୟ କେତେ ରହିଛି...…

ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏସବୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ସମସ୍ତ ୩୦ଟି…

ପ୍ୟାନ କାର୍ଡ ଓ ଆଧାର ଲିଙ୍କ ଅବଧି ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ ସମୟସୀମାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି । ଏହା ଅନୁସାରେ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହାର ଲିଙ୍କ କରାଯାଇ ପାରିବ । ପୂର୍ବରୁ ଏହାର ସମୟ ସୀମା…

୧୮-୪୪ ବର୍ଗଙ୍କ ଟିକାକରଣ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ବୁକିଂ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ବିଏମସିର ଟ୍ବିଟ…

ଭୁବନେଶ୍ବର ସମେତ ୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପାଞ୍ଚଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଖୋର୍ଦ୍ଧା (ଭୁବନେଶ୍ୱର), ରାୟଗଡ଼ା, କନ୍ଧମାଳ, କେନ୍ଦୁଝର ଏବଂ ନୟାଗଡ଼ରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।…

ଓଡିଶାରେ ପ୍ରଥମ କୋଭିଡ ଡେଲ୍ଟା ପ୍ଲସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତରୁ ଡେଲଟା ପ୍ଲସ ଭାରିଆଣ୍ଟର ୪୮ ଟି ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ। ପ୍ରାୟ ୪୫ ହଜାର…

ନୋଭାଭାକ୍ସ ଟିକା ଉତ୍ପାଦନ ଆରମ୍ଭ କଲା ସେରମ୍‌

ନୂଆଦିଲ୍ଲୀ: ନୋଭାଭାକ୍ସର ପ୍ରଥମ ବ୍ୟାଚ୍ କୋଭିଡ୍ ଟିକା ଉତ୍ପାଦନ ଆରମ୍ଭ କରିଛି ସେରମ୍‌। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ନୋଭାଭାକ୍ସ ଟିକା “ଆମର ଆଗାମୀ ପିଢିଙ୍କ ଲାଗି ଅଧିକ ଲାଭଦାୟକ ହୋଇପାରେ। ବିଶେଷ କରି ୧୮ ବର୍ଷରୁ କମ୍…

ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

ଇସଲାମବାଦ: ପାକିସ୍ତାନକୁ ଶୁକ୍ରବାର ବଡ ଝଟକା ଲାଗିଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଏବଂ ନିଜ ଦେଶରେ ଆଶ୍ରୟ ଦେଉଥିବା ନେଇ ଏଫଏଟିଏଫ ପାକିସ୍ତାନ…