Latest Odisha News

BREAKING NEWS

Yearly Archives

2021

ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟଙ୍କ କଳା ଟଙ୍କା ବୃଦ୍ଧି ହେବା କଥା ସତ ନୁହେଁ’: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟ ବାସିନ୍ଦାଙ୍କ ଅଘୋଷିତ ଆୟ ବୃଦ୍ଧି ହେବାର କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ନାହିଁ ଏବଂ ଏ କଥା ସତ ନୁହେଁ ବୋଲି କହିଛନ୍ତି ସରକାର। ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତି ପ୍ରଦାନ କରିଛି। ସରକାର ସ୍ୱିସ୍…

ମୋଦିଙ୍କ ବିରୋଧରେ ବିଦେଶୀ ଧନୀକଙ୍କ ପସନ୍ଦ ପି.ଚିଦାମ୍ବରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଏକ ଦୃଢ଼ ବିରୋଧୀ ଚେହେରା ଖୋଜିବା ପାଇଁ ଗତ ସାତବର୍ଷ ଧରି କସରତ ଚାଲିଛି । ଯେଉଁ ରାଜ୍ୟର ନିର୍ବାଚନରେ ବିଜେପି ପରାଜିତ ହେଉଛି, ବିଜେତା ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି…

ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ‘ୱାଫଲ୍ସ‌’ ଖାଇଲେ ବ୍ୟକ୍ତି

ୱାଶିଂଟନ: ଜଣେ ଆମେରିକୀୟ ବ୍ୟକ୍ତି ନିଜ ଫାଣ୍ଟାସି ଫୁଟବଲ ଲିଗରେ ହାରିଯାଇଥିବାରୁ ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ୱାଫଲସ୍‌ ଖାଇଲେ। ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଆମେରିକା ମିସିସିପିର…

କୋଭିଡ ନିୟମ ଉଲ୍ଲଂଘନ; ୨୪ ଘଣ୍ଟାରେ ୨୨ ଲକ୍ଷ ଫାଇନ, ୧୫ ଗିରଫ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨,୨୦,୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୨୪ଟି ଗାଡି ଜବତ କରାଯାଇଛି। ଏନେଇ ଓଡିଶା ପୋଲିସ ଶନିବାର ଟୁଇଟ୍ କରି ସୂଚନା ଦେଇଛି। ଏହାବ୍ୟତୀତ,…

କରୋନାକୁ ନେଇ କେନ୍ଦ୍ରର ଚେତାବନୀ; ସଂକଟ ବଢ଼ାଇବ ଆତ୍ମସନ୍ତୋଷ

ନୂଆଦିଲ୍ଲୀ: କରୋନା କମୁଛି ହେଲେ ହଟିନାହିଁ। ତେଣୁ ଆତ୍ମହରା ହୋଇ ନିୟନ୍ତ୍ରଣ ହରାଇଲେ ସଂକଟ ବଢ଼ିବ ବୋଲି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚେତାବନୀ ଦେଇଛନ୍ତି। କୋଭିଡ୍ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର…

ଚିଡିଆଖାନାରେ କରୋନା ସଂକ୍ରମିତ ୪ ସିଂହଙ୍କ ପାଖରେ ଡେଲଟା ଭାରିଏଣ୍ଟ ଠାବ

ଚେନ୍ନାଇ: ମଣିଷ ପରେ କରୋନା ସଂକ୍ରମିତ ହୋଇଛନ୍ତି ପଶୁ । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ କରୋନା ସଂକ୍ରମିତ ୪ଟି ସିଂହ ପାଖରୁ ମିଳିଛି ଡେଲଟା ଭାରିଏଣ୍ଟ B.1.617.2। ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି…

ମାସ୍କ ଓ ସାମାଜିକ ଦୂରତା ପିଲାମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିପାରେ; ରିପୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ହେଉଛି ବାଧ୍ୟତାମୂଳକ। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ବାରମ୍ବାର ଲୋକଙ୍କୁ ଏହି ବାର୍ତ୍ତା ଦେଇ ଆସୁଛନ୍ତି। ତେବେ ମାସ୍କ ଓ ସାମାଜିକ ଦୂରତା କରୋନା…

ମିଲଖା ସିଂଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ୯୧ ବର୍ଷ ବୟସରେ ମିଲଖା ସିଂହଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ।…

ଦୁଇଶହ ବର୍ଷ ତଳର ଗଛ ପାଇଁ ଡାକ୍ତର

ମୁମ୍ବାଇ: କେବଳ ପୁରୁଣା ସ୍ଥାପତ୍ୟ, ମନ୍ଦିର କଳାକୀର୍ତ୍ତି କି କୋଠାବାଡ଼ି ଐତିହ୍ୟ ନୁହେଁ। ବେଳେ ବେଳେ ଅନେକ ଗଛ ବି ଗୋଟେ ଅଞ୍ଚଳର ଇତିହାସକୁ ମନେରଖିଥାଏ। ବର୍ଷବର୍ଷ ଧରି ରହିଥିବା ଗଛ କେତେବେଳେ ଗୋଟିଏ ଅଞ୍ଚଳ ପାଇଁ ଲ୍ୟାଣ୍ଡମାର୍କ ହୋଇଯାଏ ଜଣାପଡ଼େନାହିଁ। ବିନା ଯତ୍ନରେ ବଢ଼ିବଢ଼ି ଶହେ,…

କେରଳରେ ‌ଗୋଟିଏ ଦିନରେ ରେକର୍ଡ ପରିମାଣର ମଦ ବିକ୍ରି

ଥିରୁବନନ୍ତପୁରମ୍‌: କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ରାଜ୍ୟ ସରକାର ସ୍ଥିତି ଅନୁଯାୟୀ ଲକ୍‌ଡାଉନ୍‌ ଜାରି କରିଥିଲେ। ଯାହା ଫଳରେ କିଛି ମାତ୍ରାରେ କରୋନା ସଂକ୍ରମଣକୁ ରୋକାଯାଇପାରିବ। ଲକ୍‌ଡାଉନ୍‌ ଅବଧି ମଧ୍ୟରେ ସମସ୍ତ ଦୋକାନ ବଜାର ମଧ୍ୟ ନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିଲା।…