Latest Odisha News

BREAKING NEWS

Yearly Archives

2021

ରଥଯାତ୍ରା ସମୟରେ ପୁରୀକୁ ଟ୍ରେନ୍ ସେବା ଉପରେ ରେଳବାଇର ପ୍ରତିବନ୍ଧକ

ଭୁବନେଶ୍ବର : ରଥଯାତ୍ରାରେ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇଲା ରେଳବାଇ । କୋଭିଡ ସଂକ୍ରମଣକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେଇଛଇ ରେଳ ବିଭାଗ । ମହାମାରୀ କରୋନାକୁ ଚେକ୍ ଦେବା ପାଇଁ ରଥ ଯାତ୍ରା ସମୟରେ ପୁରୀକୁ ଟ୍ରେନ୍ ଚଳାଚଳ ଉପରେ ପ୍ରତବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ରେଳବାଇ ।…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳର ଡାକ୍ତର ଦାୟିତ୍ୱ ତୁଲାଇବେ ସୁଦୀପ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ପୁରୁଷ ହକି ଦଳରେ ଆଉ ଜଣେ ଓଡିଆ ସ୍ଥାନ ପାଇଛନ୍ତି । କିମ୍ସ ପ୍ରଫେସର ସୁଦୀପ ଶତପଥୀଙ୍କୁ ଟିମ୍ ଇଣ୍ଡିଆର ଡାକ୍ତର ଭାବେ ନିୟୋଜିତ କରାଯାଇଛି । ସେ ଫିଜିଓଲୋଜି ଓ ସ୍ପୋର୍ଟ୍ସ ମେଡିସନ ବିଭାଗରେ ଜଣେ ଅଭିଜ୍ଞ ଡାକ୍ତର ଭାବେ…

ବ୍ରିଟେନ ଓ ମସ୍କୋରେ ଭୟାନକ ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରିଟେନ ଓ ମସ୍କୋରେ ଭୟଙ୍କର ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ । ଦିନକୁ ଦିନ ସ୍ଥିତି ହେଲାଣି ଅତି ସାଂଘାତିକ । ମାତ୍ର ଏକ ସପ୍ତାହରେ ବ୍ରିଟେନରେ ଡେଲଟା ଜନିତ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୬୩୦ରେ ପହଞ୍ଚିଛି । ଫଳରେ ଏହି ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ…

ମିଲଖା ସିଂଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଫ୍ଲାଇଂ ଶିଖ ଭାବେ ପରିଚିତ ଭାରତର ଗୌରବ ମିଲଖାଁ ସିଂ ଆଉ ନାହାନ୍ତି । ଏହି ମହାନ ଅଲିମ୍ପିଆନଙ୍କ ବିୟୋଗରେ ସାରା ଦେଶ ଶୋକବ୍ୟକ୍ତ କରୁଛି । ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଏହି ମହାନ…

ଭାରତର ସବୁଠାରୁ ସଫଳ ଅଧିନାୟକ ହେଲେ କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ନେତୃତ୍ୱ ନେବା ମାତ୍ରେ ବିରାଟ କୋହଲି ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।…

ଅକ୍ଷୟ କୁମାରଙ୍କୁ ଗରୀବଙ୍କ ମିଥୁନ କହିଲେ ଗାୟକ ଅଭିଜିତ

ମୁମ୍ବାଇ: ଗାୟକ ଅଭିଜିତ ଭଟ୍ଟଚାର୍ଯ୍ୟ ଶନିବାର ଅଶୋଭନୀୟ ବୟାନ ଦେଇଛନ୍ତି । ସୋସିଆଲ ମିଡିଆର ଏକ ଲାଇଭ ସେଶନରେ ସେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଗରୀବଙ୍କ ମିଥୁନ ଚକ୍ରବର୍ତି କହିଛନ୍ତି । ଏପରିକି ସେ ଗାଇଥିବା ଗୀତ ଯୋଗୁ ଅକ୍ଷୟ ଷ୍ଟାରଡମ ପାଇଛନ୍ତି ବୋଲି କହିଛନ୍ତି । ୧୯୯୨ରେ…

ଏହି ରାଜ୍ୟରେ ସମୂର୍ଣ୍ଣ ହଟିଲା ଲକ୍‌ଡାଉନ

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଜୁନ ୧୯ ରୁ ରାଜ୍ୟରେ ଜାରି ରହିଥିବା କରୋନା ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ମାମଲାରେ ହ୍ରାସ ସହିତ ପଜିଟିଭିଟି ହାରରେ ଉଲ୍ଲେଖନୀୟ ହ୍ରାସକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ ରୂପେ…

‘ବ୍ଲାକ୍ ଟାଇଗର’ ବାୟୋପିକରେ ଅଭିନୟ କରିବେ ସଲମାନ!

ମୁମ୍ବାଇ: 'ବ୍ଲାକ୍ ଟାଇଗର' ବାୟୋପିକରେ ଅଭିନୟ କରିବେ ସଲମାନ ଖାନ! ବଲିଉଡ ସୁପରଷ୍ଟାର ସଲମାନ ଖାନ ଖୁବ୍ ଶୀଘ୍ର ତାଙ୍କ କ୍ୟାରିୟରର ପ୍ରଥମ ବାୟୋପିକରେ ଅଭିନୟ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଭିନେତା ସଲମାନ ବାସ୍ତବ ଜୀବନ ଘଟଣା ଉପରେ ଆଧାରିତ ଏକ…

ଫି’ ବାବଦକୁ କ୍ରିପ୍ଟୋକରେନ୍ସି ଗ୍ରହଣ କରିଥିବା ପ୍ରଥମ ଭାରତୀୟ କଳାକାର ହେଉଛନ୍ତି ରାପର୍‌ ରଫ୍‌ତାର

ମୁମ୍ବାଇ: ରାପର ରଫତାର୍‌ ପ୍ରଥମ ଭାରତୀୟ କଳାକାର ଭାବେ ଫି ବାବଦରେ ପ୍ରକୃତ ମୁଦ୍ରା ବଦଳରେ କ୍ରିପ୍ଟୋକରେନ୍ସି ଗ୍ରହଣ କରିଛନ୍ତି। ଭର୍ଚୁଆଲ୍ ପ୍ରଦର୍ଶନ ପାଇଁ ରଫତାର୍‌ କ୍ରିପ୍ଟୋକରେନ୍ସି ଗ୍ରହଣ କରିଛନ୍ତି। ଏହା ଜୁଲାଇର ଦ୍ୱିତୀୟ ସପ୍ତାହ ପାଇଁ ଧାର୍ଯ୍ୟ କରାଯାଇଛି।  ଏହା ୧୦୦ ଜଣ…

‘ରିୟଲ୍‌ ରିମ୍ୟାଚ୍‌’ ପାଇଁ ଅକ୍ଷୟଙ୍କୁ WWE ତାରକା ଅଣ୍ଡର‌ଟେକର୍‌ଙ୍କ ଚ୍ୟାଲେଞ୍ଜ; ଜାଣନ୍ତୁ କଣ କହିଲେ…

ନୂଆଦିଲ୍ଲୀ: ନିକଟରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ତାଙ୍କ ଫିଲ୍ମ 'ଖିଲାଡିୟୋ କା ଖିଲାଡି' ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ମଜାଳିଆ ମେମ୍‌ ସେୟାର୍‌ କରିଥିଲେ। ଯେଉଁଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ WWE ରେସଲର ବ୍ରକ୍ ଲେସନର୍, ଟ୍ରିପଲ୍ ଏଚ୍ ଏବଂ ରୋମାନ୍ ରେଜିନ୍ସଙ୍କୁ ଦେଖିବାକୁ…