Latest Odisha News

BREAKING NEWS

Yearly Archives

2021

ମନେ ରହିବେ ମିଲଖା ସିଂହ: ୧୯୬୦ ରୋମ୍ ଅଲିମ୍ପିକରେ କରିଥିବା ରେକର୍ଡ ୪୦ ବର୍ଷ ଅତୁଟ ରହିଥିଲା

ନୂଆଦିଲ୍ଲୀ: ଆଉ ନାହାନ୍ତି ଫ୍ଲାଇଂ ଶିଖ୍ । ଟ୍ରାକରେ ଅନେକ ରେସ୍ ଜିତିଥିବା ପ୍ରଖ୍ୟାତ ଧାବକ ମିଲଖା ସିଂହ ଜୀବନର ରେସ୍ ହାରି ଯାଇଛନ୍ତି । କରୋନା ସଂକ୍ରମିତ ପରେ ଚିକିତ୍ସାଧୀନ ଅବସ୍ଥାରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଆଜି ନାହାନ୍ତି ସତ, ତାଙ୍କର କୀର୍ତ୍ତି…

କୁଳାଙ୍ଗାର ଉବାଚ : ବର୍ଷାକୁ କରନ୍ତି ଈର୍ଷା

ବର୍ଷା ମୋର ପରା ପୁରୁଣା ପ୍ରେମିକା    ଏବେ ବି ମୁଁ ଭଲପାଏ ; ଘରଣୀ ନାଁ ମୋ ସୂର୍ଯ୍ୟା ତେଣୁ ମୋତେ ବର୍ଷାଋତୁ ହିଁ ଜଳାଏ ! ଭାରି ଭଲ ଲାଗେ ମୋତେ ବର୍ଷାରେ ଭିଜି ଗାଇବାକୁ ଗୀତ ; ଏ ବର୍ଷ ବନ୍ଦ ଯେଣୁ କରୋନା ସହିତ ସିଏ ମିଳାଇଛି ହାତ । ନିଶାପାଣି ଅବା ବର୍ଷାର ପାଣିରେ…

କବିତା : କଲମ

ସୌମ୍ୟରଞ୍ଜନ ଖଟୁଆ  ଅସି ନ ହୋଇ ବି ମୁନ ଯେ ତୀକ୍ଷ୍ମ ଅତି ପ୍ରଖର ଲେଖିଯାଏ କେତେ କାବ୍ୟ କବିତା ଗଦ୍ୟର ଅଳଙ୍କାର । ସୁସଜ୍ଜିତ ରୂପସୀ ସେ କାହା କଳ୍ପନା ବିଭାଗର ଲେଖିଦେଇ ପାରେ ଯନ୍ତ୍ରଣା କେତେ କୋହର  । କେତେ ଉପନ୍ୟାସ, ଗଳ୍ପ, ଏକାଙ୍କିକା ଓ କବିତା ହୋଇ ଶୋଷିତ ଦଳିତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୯-୬-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୯ ରିଖ ଶନିବାର ମିଥୁନ ୫ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ନବମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି…

ପରଲୋକରେ କିମ୍ବଦନ୍ତୀ ଭାରତୀୟ ସ୍ପ୍ଲିଣ୍ଟର ମିଲଖା ସିଂ

ଚଣ୍ଡିଗଡ: ଫ୍ଲାଇଂ ଶିଖ୍ ଭାବେ ବେଶ୍ ପରିଚିତ ମିଲଖା ସିଂ ଆଉ ନାହାନ୍ତି । ଗତ କିଛି ଦିନ ତଳେ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଥିବା ମିଲଖାଙ୍କର ଅମ୍ଲଜାନ ସ୍ତର କମିଥିଲା । ତେଣୁ ଜୁନ ୩ ତାରିଖରେ ତାଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି…

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮…

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ; ବାପୁଜୀ ନଗର ମାର୍କେଟ ସିଲ୍

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଶୁକ୍ରବାର ଦିନ ବାପୁଜୀ ନଗର ବଜାର ଅଞ୍ଚଳକୁ ୨୫ ଜୁନ୍ ଯାଏଁ ବନ୍ଦ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ସୂଚନା ଅନୁଯାୟୀ, ବାପୁଜୀ ନଗରରେ ଥିବା ଦୋକାନଗୁଡ଼ିକ…

ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟି ଅଧ୍ୟକ୍ଷ

ଭୁବନେଶ୍ବର : ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟି ଅଧ୍ୟକ୍ଷ । କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ. ଶ୍ରୀବାସ୍ତବ, ଅଧିପ ଦାସ । ଝାଡ଼ଖଣ୍ଡର ଭୋଳାନାଥ ସିଂହଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଲୀପ…

ରାଜଧାନୀର ଏହି ଆମିଷ ମାର୍କେଟ ୨୫ ଯାଏଁ ବନ୍ଦ

ଭୁବନେଶ୍ୱର: କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱରର ୟୁନିଟ୍-୪ର ଆମିଷ ବଜାର ବନ୍ଦ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି‌। ବିଏମସିର ସୂଚନା ଅନୁସାରେ ୟୁନିଟ୍ ୪ ହୋଲସେଲ ଏବଂ ଆମିଷ ବଜାରକୁ ଜୁନ୍ ୨୫ ଯାଏଁ ବନ୍ଦ ରହିବ। ଆଜି କୋଭିଡ ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ…

ବଳଦେବଜୀଉ ମନ୍ଦିରରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା

କଟକ : ହାଇକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ମାମଲା । ରଥଯାତ୍ରା କରିବା ଦାବିରେ ମନ୍ଦିରର ୫ ଜଣ ସେବାୟତଙ୍କ ପକ୍ଷରୁ ଦାୟର ହୋଇଛି ମାମଲା । ପୁରୀ ଢାଞ୍ଚାରେ ଓ କୋଭିଡ କଟକଣା ମଧ୍ୟରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା…