Latest Odisha News

BREAKING NEWS

Yearly Archives

2022

ବିଦ୍ୟୁତ୍ ସମ୍ପର୍କିତ ସମସ୍ୟାର ସମାଧାନ ପ୍ରଦାନ କରିବ TPSODLର ‘ସମ୍ପର୍କ କେନ୍ଦ୍ର’

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍ ସେଣ୍ଟରକୁ 'ସମ୍ପର୍କ' କେନ୍ଦ୍ରରେ ପରିଣତ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଲକ୍ଷ୍ୟ ରଖିଛି । ବ୍ରହ୍ମପୁର…

ମକା ପାଇଁ ନାହିଁ ମଣ୍ଡି, ଦଲାଲଙ୍କ କବ୍ଜାରେ ମକାଚାଷୀ

ନବରଙ୍ଗପୁର : ମକା ପାଇଁ ନାହିଁ ମଣ୍ଡି  । ଦଲାଲଙ୍କ କବ୍ଜାରେ ଚାଷୀ  । ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଯାଉଛି । ସରକାରଙ୍କର ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ନବରଙ୍ଗପୁରର ମକା ଚାଷୀ । ମକା ଚାଷ ପାଇଁ ନବରଙ୍ଗପୁର ଜିଲ୍ଲା ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି,…

ରଙ୍ଗୀନ ବେଲୁନରେ ଦିଶିଯାଏ ରୁଟିର ଚିତ୍ର, ବାପା-ମା’ଙ୍କ ଉଦାସ ମୁହଁ

ମାଲକାନଗିରି: ବାବୁ, ବେଲୁନ ନିଅ… ମାତ୍ର ୨୦ ଟଙ୍କା । ଗୋଟିଏ ହେଲେ ବେଲୁନ ନେଇ ଯାଅ ବାବୁ.. ବେଲୁନ ନ ନେଲେ ମୋ ପେଟ ପୂରିବନି, ପରିବାର ଚଳିବନି, ନିଅ ବାବୁ ନିଅ… ଏମିତି ଅନୁନୟ ହୋଇ ଡାକୁଥିଲା  ୨୧ ବର୍ଷର ଯୁବକ  । ଆଖି ଆଗରେ ଚିଟାଉ ଧରି ଛିଡ଼ା ହୋଇଛି ମୃତ୍ୟୁ । ପ୍ରତିଦିନ, ପ୍ରତି…

ଦିଲ୍ଲୀ-ଏନସିଆର ପ୍ରଦୂଷଣ ମାମଲା ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆାର ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ଆଉ ଏକ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଦିଲ୍ଲ ଏନସିଆାରରେ ବାୟୁ ପ୍ରଦୂଷଣ ନେଇ ଆଇନଜୀବୀ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏଥିରେ କେନ୍ଦ୍ର ସରକାର,…

ପ୍ରେମରେ ପଡିଲେ କି ଭାଇଜାନ

ମୁମ୍ବାଇ: ବଲିଉଡର ଭାଇଜାନ ଭାବେ ପରିଚିତ ସଲମାନ ଖାଁ ଏବେ ପ୍ରେମରେ ପଡିଛନ୍ତି । ଏବେ ସେ କିସି କେ ଭାଇ କିସି କେ ଜାନର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଶୁଟିଂ ସେଟରୁ ତାଙ୍କ ଠାରୁ ୨୪ ବର୍ଷ କମ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉମୈର ସାନ୍ଧୁ ଏହି ଖୁଲାସା…

ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍‌ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ  । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା ମଣ୍ଡପଠାରେ  ।…

କଲେଜ କାର୍ଯ୍ୟକ୍ରମରେ ବୁର୍ଖା ପିନ୍ଧି ନାଚି ନିଲମ୍ବିତ ହେଲେ ଛାତ୍ର

ବେଙ୍ଗାଲୁରୁ: ଇଞ୍ଜିନିୟରିଂ କଲେଜ ଛାତ୍ର ନାଚିଲେ । ବୁର୍ଖା ପିନ୍ଧି ନାଚିଲେ । ଶେଷରେ ଏହି ନାଚ ମହଙ୍ଗା ପଡ଼ିଛି ଏହି ଛାତ୍ରଙ୍କ ପାଇଁ ।   ଏହି ୪ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରାଯାଇଛି ।  ଘଟଣା ଘଟିଛି ଗତ ବୁଧବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁର  ଏକ ଇଞ୍ଜିନିୟରିଂ କଲେଜରେ  । କଲେଜ…

ଲୁଟ୍‌ ବେଳେ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ

ସାଲେପୁର: ନେମାଳ ଲେଣ୍ଡର ଭଗବାନପୁରରେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ  । ଲୁଟ ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି  ।  ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର ନେମାଳ ଲେଣ୍ଡର ଭଗବାନପୁର ଗାଁରେ ଜଣକ ଘରେ ପଶି…

ଆଜି ମଧ୍ୟରାତିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର: ବାତ୍ୟା ପାଇଁ ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡୋସ । ଆଜି ମଧ୍ୟରାତ୍ର ସୁଦ୍ଧା ମାଣ୍ଡୋସ ଲ୍ୟାଣ୍ଡଫଲ୍‌ କରିପାରେ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  …

ଧାନ ବିଲରେ ହେଲା ପ୍ରେମ, ୬୦ ବର୍ଷରେ ବିବାହ କଲେ ବୃଦ୍ଧ-ବୃଦ୍ଧା

କେନ୍ଦ୍ରାପଡ଼ା : ବୁଢ଼ା ବୟସରେ ହେଲା ପ୍ରେମ । ବରକୁ ୬୩, କନିଆଁକୁ ୬୭ । ଉଭୟଙ୍କର ରହିଛି ୬ଟି ସନ୍ତାନ  । ପଚାରିଲାନି ପରିଚାର । ବାହାହେଲେ ବୃଦ୍ଧ-ବୃଦ୍ଧା ଦମ୍ପତ୍ତି । ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗଗୁଆ ପଞ୍ଚାୟତର ଗୁଳୁଦିଆ ଗାଁରେ ।…