ନିର୍ମାଣ ହେବ କସମୋପୋଲିସ ଛକରେ ଫ୍ଲାଏ ଓଭର, ସତସଙ୍ଗ ବିହାର ଓ କ୍ରାଉନ ହୋଟେଲ ନିକଟରେ ଫୁଟ ଓଭରବ୍ରିଜ
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଥିଲେ । ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପ୍ଳାଏ ଓଭର ବ୍ରିଜ ନିର୍ମାଣ ନେଇ ସାଂସଦ ଅପରାଜିତା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।ଉନ୍ନୟନ ମୂଳକ ପ୍ରକଳ୍ପ ଅନୁମୋଦନ କରିଛନ୍ତି…