Latest Odisha News
Yearly Archives

2022

ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ରେଡ

ଭଞ୍ଜନଗର: ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍…

ଶ୍ରୀଲଙ୍କାରେ ହଟିଲା ଜରୁରିକାଳୀନ ପରିସ୍ଥିତି

ଭୁବନେଶ୍ଵର: ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏବେ ୬.୫ ଘଣ୍ଟା ପର୍ଯ୍ୟନ୍ତ କଟିବ ବିଜୁଳି ସବୁଠାରୁ ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି ।…

ଧାମନଗରରେ ଗଣତି ଆରମ୍ଭ, ଭୋଟ କେନ୍ଦ୍ର ପାଖରେ ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ  ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣତି । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି…

ତେଲ ଦର ସହିତ ବଢ଼ିଲା ସିଏନଜି ଦର

ନୂଆଦିଲ୍ଲୀ: ଠିକ୍ ବର୍ଷକ ତଳେ କରୋନା ସଂକ୍ରମଣ ପ୍ରତିଦିନ ଉପରମୁହାଁ ହେଉଥିବା ଭଳି ଏବେ ତେଲ ଦର ମଧ୍ୟ ପ୍ରତିଦିନ ପୂର୍ବଦିନର ରେକର୍ଡ ଭାଙ୍ଗୁଛି । ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ଏହା ସହିତ ସିଏନଜି ଦର ମଧ୍ୟ ବଢିଛି। ଦେଶରେ ଗତ ୧୬ ଦିନ ମଧ୍ୟରେ ୧୪ ଥର ତେଲ ଦର…

ପୁଲିସ ଆଗରେ ଅଭିଯୁକ୍ତ ବଖାଣିଲା, କାହିଁକି ଜଗା ଚୁଲି ଭାଙ୍ଗିଥିଲା

ପୁରୀ: ଶ୍ରୀମନ୍ଦିର ରୋଷଘର କାହିଁକି ଭାଙ୍ଗିଥିଲା ପୁଲିସ ହାତରେ ଧରାପଡିବା ପରେ ଅଭିଯୁକ୍ତ ଗଗନ ମହାପାତ୍ର ବଖାଣିଛି ସେଦିନର କଥା । ଗତକାଲି ପୁରୀ ପୁଲିସ ଖୋର୍ଦ୍ଦାରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଏହାପରେ ରାତିରେ ଅଟକ ଅଭିଯୁକ୍ତକୁ ଜେରା କରିଛି । ଜେରା ବେଳେ ଅଭିଯୁକ୍ତ କହିଛି, ଲୋକେ…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ରୋକ୍: ରାଜ୍ୟର ଏହି ସବୁ ନିୟମ ଉପରେ କେନ୍ଦ୍ର ଆପତ୍ତି ଉଠାଇଛି

ଭୁବନେଶ୍ୱର: ଡିସେମ୍ବର ୨୦୨୦ ରେ ରାଜ୍ୟ ସରକାର ଆଣିଥିବା ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ବା ନିୟମ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶରେ ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ତେଣୁ ଯେଉଁ ନିୟମ ତିଆରି ହୋଇଛି ଅଧିକାଂଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁବ୍ରହ୍ମ ଜଗନ୍ନାଥଙ୍କ ନୟନ ସଦା ଉନ୍ମୁକ୍ତ। ଏଥିରେ ଭ୍ରୂଲତା ବା "ଲୋମପତା "ନାହିଁ। ତେଣୁ କୁହାଯାଏ ସେ ଚିରଜାଗ୍ରତ। ଏଣେ କିନ୍ତୁ…

ଭାଷା ଭାଗବତ : ଶବ୍ଦର ଗମନାଗମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୭ ଶବ୍ଦର ଗମନାଗମନ ଭାଷାରେ ଚାଲେ ପ୍ରତିଦିନ ବିସ୍ମୃତ ଶବ୍ଦ ଆଣି ଖୋଜି ବାକ୍ୟରେ ଦେଲେ ସୁଦ୍ଧା ଖଂଜି ପାଠକ ନ ବୁଝିଲେ ଅର୍ଥ ଲେଖକ ଶ୍ରମ ହୁଏ ବ୍ୟର୍ଥ ଚଳିତ ସମୟର ଭାଷା ଲେଖିଲେ ଲାଗଇ ସରସା ତତ୍କାଳ ଭାବ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୦ ବୈଭବ ଭାବିଥିଲା ସିଆଡୁ ବୁଲାବୁଲି କରି ଫେରିବା ପରେ, ତାକୁ ଟିକେ ରିଲାକ୍ସ ଲାଗିବ । ଥକା ମେଣ୍ଟିଯିବ । କିନ୍ତୁ ହେଲାନି । ତା’କୁ ମାନ୍ଦା ଲାଗୁଛି । ଆହୁରି କ୍ଲାନ୍ତ ଅନୁଭବ ହେଉଛି । କିଛି ବି…

ଗାଙ୍ଗପୁର ଆଇଆଇସି ଦେବକୁମାରଙ୍କ ମୃତ୍ୟୁ, ଏହି ସବୁ ପ୍ରଶ୍ନକୁ ଆଧାର କରି ସିବିଆଇ ତଦନ୍ତ ଦାବି

କଟକ: ଚାକିରି ବେଳେ ନିଜର କାର୍ଯ୍ୟଶୈଳୀ ପାଇଁ ସାହସିକତା ପୁରସ୍କାର ପାଇଥିବା ଗଞ୍ଜାମ ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟକୁ ନେଇ ବଢୁଛି ସନ୍ଦେହ । ହାଇକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ସହିତ ସିବିଆଇ ତଦନ୍ତ ଦାବି ହୋଇଛି । ସେହିପରି କୋରାପୁଟ ଜୟପୁରରେ ସିବିଆଇ…