ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟରେ ଏହି ରେକର୍ଡ ପ୍ରତି ନଜର ରହିବ
ବାଙ୍ଗାଲୋର: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଏଠାରେ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଖେଳାଯିବ । ଆସନ୍ତୁ ଜାଣିବା ଏହି ଦିବାରାତ୍ର ଟେଷ୍ଟରେ କେଉଁ କେଉଁ ରେକର୍ଡ ପ୍ରତି ନଜର ରହିବ ।
କ୍ରମାଗତ ୧୫ ସିରିଜ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ: ଭାରତ ଏହି…