ସାହସ ଦରକାର
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ସଭାରେ ଠିଆ ହୋଇ ଭାଷଣ ଦେବା ହେଉ, ଅଥବା ପଚାଶ ଲୋକଙ୍କୁ ସାମ୍ନା କରିବା, ଜଣେ ମନୋବଳ ଜୁଟାଇ ସହଜରେ ଏ କାମ କରିପାରିବ। କିନ୍ତୁ ନିତିଦିନିଆ ଜୀବନରେ ପ୍ରତିମୁହୂର୍ତ୍ତରେ ଯଦି ସାମାଜିକ ନିନ୍ଦା, ଅପବାଦ ବା ପ୍ରତିବନ୍ଧକକୁ ସାମ୍ନା…