Latest Odisha News

BREAKING NEWS

Yearly Archives

2022

ଜାଡେଜାଙ୍କ ଘାତକ ବୋଲିଂ: ପ୍ରଥମ ଇନିଂସରେ ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରବୀନ୍ଦ୍ର ଜାଡେଜା । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିଲେ । ଘାତକ ବୋଲିଂ ବି କରିଛନ୍ତି । ଜାଡେଜାଙ୍କ ଯାଦୁଗରୀ ସ୍ପିନରେ ଘାଇଲା ହୋଇଛି ସିଂହଳୀ ଦଳ । ପ୍ରଥମ ଇନିଂସରେ ୧୭୪ ରନରେ ଅଲଆଉଟ୍ ହୋଇଛି ।…

ମିତାଲି ରାଜଙ୍କ ନୂଆ ରେକର୍ଡ, ସଚିନଙ୍କ ସହ ଏଲିଟ୍ ଗ୍ରୁପରେ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ରେକର୍ଡ କ୍ଲବରେ ସଚିନଙ୍କ ସହ ସାମିଲ ହେଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ । ସର୍ବାଧିକ ୬ଟି ୱାର୍ଲଡ କପ୍ ଖେଳିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି । ଏହି କ୍ଲବରେ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ୍ ମିଆନନ୍ଦାଦଙ୍କ ପରେ ସେ…

ଭାରତ-ପାକିସ୍ତାନ ମହିଳା ବିଶ୍ୱକପ ଲଢ଼େଇ: କମାଲ କଲେ ପୂଜା-ସ୍ନେହା ଯୋଡ଼ି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ପାକିସ୍ତାନ ବିପକ୍ଷ ମହିଳା ବିଶ୍ୱକପରେ କମାଲ କଲେ ଦୁଇ ଭାରତୀୟ କ୍ରିକେଟର ପୂଜା ବସ୍ତ୍ରେକର ଓ ସ୍ନେହା ରାଣା । ଏହି ଦୁଇ ଜଣଙ୍କର ଲଢୁଆ ବ୍ୟାଟିଂ ବଳରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ୨୪୫ ନ୍…

କଟକ ମହାନଗର ନିଗମର ବିଜେପି ତରଫରୁ ଶ୍ରୀତମ ଦାସ ମେୟର ପ୍ରାର୍ଥୀ

କଟକ: କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ । ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଶ୍ରୀତମ । ଶ୍ରୀତମ ଦାସ…

ଶ୍ରୀତମ ଦାସ ବିଜେପିର କଟକ ମହାନଗର ନିଗମ ମେୟର ପ୍ରାର୍ଥୀ

କଟକ: ପୌର ଭୋଟ ପାଇଁ ରାଜନୀତି ତେଜିଛି । ଭୁବନେଶ୍ୱର ପରେ କଟକ ମହାନଗର ନିଗମ ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଅଭିନେତାରୁ ରାଜନେତା ପାଲଟିଥିବା ଶ୍ରୀତମ ଦାସଙ୍କୁ ସିଏମସି ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତାଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି…

୧୧ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ : ମାରିୟୁପୋଲ ସହର ଉପରେ ପୁଣି ଋଷର ବୋମା ବର୍ଷା

ଦିଲ୍ଲୀ : ଋଷ୍ ଗତିକାଲି ସାମୟିକ ଅସ୍ତ୍ରବିରତି ଘୋଷଣା କରିବା ପରେ ଆଜି ପୁଣି ଆକ୍ରମଣକୁ ଜୋରଦାର କରିଛି । ମାରିୟୁପୋଲ ସହର ଉପରେ ସକାଳୁ ସକାଳୁ ବୋମାବର୍ଷା କରୁଛନ୍ତି ଋଷ୍ ସେନା । ବୋମାମାଡରେ ଥରୁଛି ମାରିୟୁପୋଲ । ବିସ୍ଫୋରଣ ଶବ୍ଦରେ ଚାରିଆଡେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ୠଷ୍ ସେନା…

ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗର ଜବତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗୁପ୍ତଚରଙ୍କ ସୂଚନା ଆଧାରରେ ଭୋଗରାଇ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବରର କମର୍ଦ୍ଦା ରୋଡରେ ଚଢାଉ କରାଯାଇଥିଲା।…

ୟୁକ୍ରେନ ୱାର ଜୋନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ : ୟୁକ୍ରେନର ୱାର ଜୋନରେ ଫସିଥିବା ଥିବା ଭାରତୀୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଦୁଇଟି ସ୍ୱତନ୍ତ୍ର ବିମାନରେ  ଭାରତୀୟ ଦେଶକୁ ଫେରିଛନ୍ତି । ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଏକ ସ୍ୱତନ୍ତ୍ର ବିମାନରେ ୧୮୩ ଜଣ ଭାରତୀୟ ଫେରିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ…

ବାଇଡେନଙ୍କ ସହ କଥା ହେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ଉପରେ ଜୋରଦାର ହମଲା ଜାରି ରଖିଛି ରୁଷ୍ । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶକୁ ସହାୟତା ଓ ସହଯୋଗ ମାଗୁଛନ୍ତି ୟୁକ୍ରେନ୍ ରାଷ୍ଚ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ୍ କରି କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏହି ଆଲୋଚନା…

ଆଜି ୧୮ ଜିଲ୍ଲାରୁ ୧୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୯ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୭୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୪ । ୧୮ ବର୍ଷ ଭିତରେ ଆଉ ୩୯ ସଂକ୍ରମିତ ବାହାରିଛନ୍ତି…