Latest Odisha News

BREAKING NEWS

Yearly Archives

2022

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗୁଳିମାଡ଼ର ଶିକାର ହୋଇଥିବା ଛାତ୍ରଙ୍କ…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ନକଲି ଡାକ୍ତର ରମେଶ ସ୍ୱାଇଁ , ଆଜିଠୁ ୫ ଦିନିଆ ରିମାଣ୍ଡ

ଭୁବନେଶ୍ୱର : ଆଜିଠୁ ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଏକାଧିକ ବିବାହ ସାଙ୍ଗକୁ ଲୁଟପାଟ କରୁଥିଲା। ଧରା ପଡ଼ିବା ପରେ ସବୁ ଗୁମର ଧୀରେ ଧୀରେ ବାହାରକୁ ଆସିଛି । ଏହି ନକଲି ଡାକ୍ତରକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଅଣାଯିବ । ଗୌହାଟୀର…

ୟୁକ୍ରେନର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଋଷର ଆକ୍ରମଣ

ଦିଲ୍ଲୀ: ୟୁକ୍ରେନରେ ଋଷର ଆକ୍ରମଣ ଜୋରଦାର ହୋଇଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା…

ୟୁକ୍ରେନର ଚର୍ନିହିବ ସହରରେ ଋଷର ସବୁଠାରୁ ବଡ଼ ଏୟାରଷ୍ଟ୍ରାଇକ : ୩୩ ମୃତ

ଦିଲ୍ଲୀ: ବେଲାରୁସ ସୀମାରେ ଦୁଇଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ୱିତୀୟ ଦିନରେ ପଂହଚିଛି । ୟୁକ୍ରେନର ଚର୍ଣ୍ଣିହିବରେ ଋଷ ସବୁଠାରୁ ବଡ ଏୟାରଷ୍ଟ୍ରାଇକ କରିଛନ୍ତି । ଏଥିରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।  ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବେଦାନ୍ତ ଦର୍ଶନ ଅନୁସାରେ ଏକ ଓ ଅଦ୍ବୟ ବୋଲି ବିବେଚନା କରାଯାଏ।  ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଭାଷାରେ - "ବେଦାନ୍ତ ସିଦ୍ଧାନ୍ତ ନିରୁକ୍ତିରେଷl,…

କବିତା : ଚତୁର୍ଥୀ ଜହ୍ନ

ମିନତୀ ଦାସ ଆଜି ଅମବ୍ୟାସା ଭଲ ଲାଗୁନି ଆକାଶ କୋଉଠି ନାହିଁ ସେ ଜହ୍ନର ଟିକିଏ ଶୁଭ୍ର ଆଲୋକ, ଆଜି ଦ୍ୱତୀୟା ସୁନ୍ଦର ଦିଶୁଛି ଫୁଲେଇ ଜହ୍ନ ନୀଳ ଆକାଶର ଢେଉ ଚିରି ଲମ୍ବିଆସିଲା ମୋ ପାଖକୁ ହାତଟିଏ ମୋ ଛୁଇଁଲା ଖୁବ୍ ସନ୍ତର୍ପଣେ କହିଲା ପାଇବାକୁ ଟିକେ ଭଲ ହସି ଦେଲି ଆଖି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୭ ସରି.. ତୁମେ କହିଥିଲ କଥା ହବାକୁ, ମୁଁ ଟିକେ..’ ଇଟସ୍ ଓକେ । ସନ୍ଧ୍ୟାରୁ ମାର୍କ କରୁଛି ଆପଣ ଟାୟର୍ଡ ଲାଗୁଛନ୍ତି । ଶୁଅନ୍ତୁ, ମୁଁ ମ୍ୟାନେଜ କରିନେବି । ଆରେ ନା ନା..ମୁଁ ଠିକ୍ ଅଛି । ଆଛା ଗପିବା ରୁହ ।…

ଭାଷା ଭାଗବତ : ଜ୍ଞାନ ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୪ କୀଟାଣୁ ଜୀବାଣୁ ବୀଜାଣୁ ଶୁକ୍ରାଣୁ ବିଷାଣୁ ଭୂତାଣୁ କିଏ ବା କେତେ କ'ଣ ଜାଣୁ? କିଂତୁ ବଖାଣୁ ଏଣୁତେଣୁ ଏପରି ମଣିଷ ସ୍ବଭାବ କେଜାଣେ କେବେ ବଦଳିବ କାହିଁକି ଏ ସୀମା ଲଂଘନ? ଏବେ ପଚାରୁଁ ଏହି ପ୍ରଶ୍ନ…

ଶଙ୍ଖକ୍ଷେତ୍ରରେ ଦିନଟିଏ

ପ୍ରଦୀପ ବିଶ୍ୱାଳଙ୍କ ସ୍ମୃତିର ଫରୁଆରୁ …… ପୁରୁଷୋତ୍ତମ ଆଡ଼େ ବୁଲିଯାଇଥିଲି। ଡୋରି ମୋ ପାଇଙ୍କି ଲାଗିଥିଲା କି ନାହିଁ ଜାଣି ନଥିଲି ମୁଁ। କିନ୍ତୁ ଗହଳି ଭିତର ଦେଇ ସିଂହଦ୍ଵାର ମୁହାଁ ଆଡ଼େ ଚାଲିଥିଲା ବେଳେ କିଏ କେତେ କଥା କହୁଥାନ୍ତି କାନରେ ବାଜୁଥାଏ। କିଏ କହୁଥାଏ ଡୋରି ମୋର ଆଜି…