Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ସଂଧି ପ୍ରସଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୮  ବର୍ଣ ସହିତ ବର୍ଣ ଯୋଡ଼ି ସଂଧିଜ ବର୍ଣ ହୁଏ ଗଢ଼ି ମାତ୍ରାକ୍ଷର ଓ ଫଳାକ୍ଷର ଭାଷାରେ ଅଛି ଭରପୂର ବର୍ଣସଂଧି ଓ ଶବ୍ଦସଂଧି ହେତୁ ଅକ୍ଷର ହୁଏ ବାଂଧି ନୁହେ ତା ବାଧ୍ୟତାମୂଳକ ବୁଝଂତୁ ପାଠକ ଲେଖକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ. ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତାରେ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଅବହେଳିତ ବର୍ଗର ଲୋକଙ୍କ…

ଜୀବନ ବଞ୍ଚାଇବା ପାଇଁ ୮ କିମି ଚାଲିଲେ ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର ପାଦରେ ଚାଲିଚାଲି ୟୁକ୍ରେନ-ପୋଲାଣ୍ଡ ସୀମାରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ, ଏହି ଛାତ୍ରମାନଙ୍କୁ ସୀମାଠାରୁ ପ୍ରାୟ ୮ କିମି ଦୂରରେ କଲେଜ ବସ୍ ଛାଡ଼ି ଦେଇଥିଲା । ଫଳରେ…

ରୁଷିଆ ହାତ ଛାଡୁଛନ୍ତି ଖେଳ ଦୁନିଆ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ନେଇ ରୁଷ ଧିରେ ଧିରେ ଅଲଗା ପଡି ଯାଉଛି । ବିଭିନ୍ନ ଆର୍ଥୀକ ପ୍ରତିବନ୍ଧ ମଧ୍ୟରେ ଖେଳ ଦୁନିଆ ଏବେ ରୁଷ ହାତ ଛାଡୁଛନ୍ତି । ସବୁଠାରୁ ବଡ କ୍ଲବ ଫୁଟବଲ ଟୁର୍ଣ୍ଣାମେଂଟ ଚାମ୍ପିୟନ୍ସ ଲିଗ ଫାଇନାଲର ଆୟୋଜନ ଅଧିକାର ରୁଷଠାରୁ ଛଡାଇ ନିଆଯାଇଛି । ସେହିପରି…

ମୁଖ୍ୟ ଶାସନ ସଚିବଙ୍କ ମୟୂରଭଞ୍ଜ ଗସ୍ତ, ଦେଓ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଜିଲ୍ଲାର ପାଞ୍ଚପୀଢ଼ ଉପଖଣ୍ଡର କରଞ୍ଜିଆ ବ୍ଲକ ଅନ୍ତର୍ଗତ ହାତୀବାରିରେ କାର୍ଯ୍ୟକାରୀ କରାଯାଇଥିବା ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ…

ସେତୁ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

ଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗୋପିନାଥପୁର ମଧୁସୂଦନ ବିଜୁ ସେତୁ ନିକଟରୁ ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁଟି ମୁହଁ ମାଡ଼ି ପଡ଼ିଛି । ଏହା ପୁତ୍ର ସନ୍ତାନ କି କନ୍ୟା ସନ୍ତାନ ଜଣାପଡ଼ି ନାହିଁ । ଶିଶୁର ମୃତଦେହଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିକୁ ଖବର…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ୨୦୦୯ରେ ସେ…

କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ, ୨୫ ନମ୍ବର ୱାର୍ଡରେ ସର୍ବାଧିକ, ୨୪ରେ ସର୍ବନିମ୍ନ ଭୋଟର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା । ସିଏମ୍ସି ୫୯ଟି ୱାର୍ଡର ଭୋଟର ତାଲିକାରେ ମୋଟ ୪ ଲକ୍ଷ ୫୦ ହଜାର ୭୫୯ ଜଣ ଭୋଟରଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୩୧ ହଜାର ୩୦ ଜଣ ପୁରୁଷ ଭୋଟର, ୨ଲକ୍ଷ ୧୯ ହଜାର ୫୯୮ ଜଣ ମହିଳା ଥିବା ବେଳେ ୧୩୧ଜଣ…

ଘରୋଇ ହିଂସା ଅଭିଯୋଗରେ ପେସ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ଲିଆଣ୍ଡ ପେସଙ୍କ ପତ୍ନୀ ରିୟା ପିଲ୍ଲାଇ ଆଣିଥିବା ଘରୋଇ ହିଂସା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋମଲ ସିଂ ରାଜପୁତ ଏହି ଶୁଣାଣୀ କରିଛନ୍ତି । ପେସ୍ ତାଙ୍କ ପତ୍ନୀଙ୍କୁ ମାସିକ ଭରଣପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ…