ଗୋଟିଏ ଓଭରରେ ଛ’ଟି ଓ୍ୱିକେଟ୍ !
ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ। ଯେକୌଣସି ସମୟରେ ଏହି ଖେଳର ମୋଡ଼ ବଦଳିଯାଇପାରେ। ଆଜିର ସମୟରେ ଏହି କ୍ରିକେଟ୍ ବ୍ୟାଟସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ। ଅର୍ଥାତ୍ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ ବିସ୍ତାର ଅଧିକ ରହିଛି।
ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ…