Latest Odisha News

BREAKING NEWS

Yearly Archives

2022

ବାପାଙ୍କୁ ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ବର୍ଷା

ପଦ୍ମପୁର: ଧାମନଗର ପରାଜୟ ପରେ ପଦ୍ମପୁରରେ ସେହି ଭୁଲକୁ ଦୋହରାଇବା ପାଇଁ ଚାହୁଁନି ବିଜେଡି । ସେଥିପାଇଁ ପଦମପୁର ପାଇଁ କଳ ବଳ କୌଶଳ ସବୁ ଲଗେଇ ଦେଇଛି  । ବିଧାନସଭା ଅଧିବେଶନ ଚାଲିଥିଲେ ବି  ରାଜଧାନୀ ଛାଡ଼ି ପଦମପୁରରେ ଡେରା ପକାଇଛନ୍ତି ସବୁ  ବରିଷ୍ଠ ମନ୍ତ୍ରୀ, ନେତା । ତଥାପି ବିରୋଧୀ…

ପଦମପୁରରେ ବର୍ଷାଙ୍କ ପାଇଁ ଭୋଟ ମାଗିଲେ ନବୀନ

ପଦମପୁର(ବରଗଡ): ଜୟ ନରସିଂହନାଥ..ଗଙ୍ଗାଧର ମେହରଙ୍କର  ଏ ପବିତ୍ର ମାଟିକୁ ମୋର ଜୁହାର…ଏମିତି କହି ପଦମପୁରରେ ଦଳ ପାଇଁ ଭୋଟ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ  ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ…

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ…

କୋର୍ଟ ପରିସରରେ ପେଟ୍ରୋଲ ଢ଼ାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର: କୋର୍ଟ ଭିତରେ ବିଚାରପତିଙ୍କୁ ଆକ୍ରମଣ ଘଟଣାର କିଛି ଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର SDJMଙ୍କ କୋର୍ଟ। ଶୁକ୍ରବାର ଜଣେ ମହିଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଶୁକ୍ରବାର ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମହିଳାଙ୍କୁ ପୋଲିସ

ପୁଣି ଇଡିରେ ହାଜର ହେଲେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର : ପୁଣି ଇଡିରେ ହାଜର ହୋଇଛନ୍ତି ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । ଦ୍ୱିତୀୟ ଥର ପାଇଁ ସେ ଇଡିରେ ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଇଡି ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିଥିଲା । ପ୍ରମୋଦଙ୍କ ଘରେ ଅର୍ଚ୍ଚନା ନାଗ ଭଡ଼ା ସୂତ୍ରରେ ରହୁଥିଲେ । ଅନେକ ସମୟରେ ସେ ଅର୍ଚ୍ଚନାଙ୍କୁ ଟଙ୍କା…

ଆଜି ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର; ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ପଦ୍ମପୁର: ଆଜି ପଦ୍ମପୁର ଦେଖିବ ହାଇବୋଲଟେଜ୍ କ୍ୟାମ୍ପେନ ।ବିଜେଡି ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହାଙ୍କ ପାଇଁ ମୈଦାନକୁ ଓହ୍ଲାଇବେ ଖୋଦ୍ ବିଜେଡି ସୁପ୍ରିମୋ । ପଦ୍ମପୁର ଟାଉନ, ପାଇକମାଳ ଓ ଝାରବନ୍ଧରେ ବିଶାଳ ସମାବେଶରେ ଯୋଗ ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । କୋଭିଡ୍ ପରେ ପ୍ରଥମ ଥର…

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ:  ହଜିଗଲା ମଲାଜହ୍ନ। ଅଫେରା ରାଇଜକୁ ଚାଲିଗଲେ ଅମଡ଼ା ବାଟର ଅଭିନେତ୍ରୀ । ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ହୋଇଛି । ବିଳମ୍ୱିତ ରାତିରେ  କଟକସ୍ଥିତ ବାସଭବନରେ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ଅମଡ଼ା ବାଟ, ଅଦିନ ମେଘରେ କରିଥିଲେ ସୁନ୍ଦର…

ଦହି ବାଇଗଣ 

ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ରନ୍ଧାବଢ଼ାରୁ 'ଦହି ବାଇଗଣ' ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ 'ଦହି ବାଇଗଣ' ର ପ୍ରସ୍ତୁତି ଶିଖିବା। ସାମଗ୍ରୀ : ଛୋଟ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା... ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା' ପୂର୍ବରୁ ଯଦି ମୁଁ ସରି ଯାଏ... ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ...…

ଭାଷା ଭାଗବତ : ନିରର୍ଥକ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଧିକ କଥନ, ଲିଖନ କରେ ଜ୍ଞାନର ଜ୍ୟୋତି ମ୍ଳାନ ଏକାଗ୍ର, ଏକାଂତ ଚିଂତନ ଉତ୍ପନ୍ନ କରେ ଶୁଦ୍ଧ ଜ୍ଞାନ ଇଂଦ୍ରିୟାଶ୍ରିତ ଅନୁଭୂତି ସାମାନ୍ୟ ଜ୍ଞାନ ଅନୁରକ୍ତି ଦେଲେ ବି ହୁଏନି ଯଥେଷ୍ଟ ଜ୍ଞାନ ସଂଧାନୀ ପାଏ କଷ୍ଟ…