Latest Odisha News

BREAKING NEWS

Yearly Archives

2022

ଆଇପିଏଲ: ଲକ୍ଷ୍ନୌ ଫ୍ରାଂଚାଇଜ ଘୋଷଣା କଲା ଟିମର ଅଫିସିଆଲ ନାମ

ଲକ୍ଷ୍ନୌ: ଆଇପିଏଲ ୨୦୨୨ ସଂସ୍କରଣରେ ସାମିଲ ହୋଇଥିବା ଲକ୍ଷ୍ନୌ ଫ୍ରାଂଚାଇଜ ସୋମବାର ଏହାର ଟିମର ନାମକରଣ କରିଛି । ଏହାର ନାମ ଲକ୍ଷ୍ନୌ ସୁପର ଜ୍ୟାଂଟସ ରଖାଯାଇଛି । ଅଫିସିଆଲ ଭାବେ ଫ୍ରାଂଚାଇଜ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହାର ମାଲିକ ଗୋୟନକା ଗ୍ରୁପ ୨୦୧୭ରେ  ପୁଣେ ଫ୍ରାଂଚାଇଜକୁ…

ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ନେଲା ୪୨ଲୋକଙ୍କ ଜୀବନ, ୭୨ ଆହତ

ଆଫଗାନିସ୍ତାନ:  ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ଜାରି ରହିଛି । ଆଫଗାନିସ୍ତାନରେ ଗତ ୨୦ ଦିନ ମଧ୍ୟରେ ପ୍ରବଳ ତୁଷାରପାତ ଲାଗି ରହିବା ଫଳରେ ୪୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୭୨ ଜଣ ଲୋକ ଆହତ ହୋଇଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।…

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିଶ କରିଥିଲେ ପାକ ପିଏମ ଇମ୍ରାନ !

ଚଣ୍ଡୀଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ନଭଜୋତ ସିଂ ସିନ୍ଧୁଙ୍କୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ସିଦ୍ଧୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଉଦ୍ଧବ ଠାକରେଙ୍କ ବିସ୍ଫୋରକ ବୟାନ, ବିଜେପି ସହ ମେଣ୍ଟ କରି ବରବାଦ ହୋଇି ୨୫ ବର୍ଷ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ହଟଚମଟ । କାରଣ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ବିଜେପି ସହ ମେଣ୍ଟ କରି ୨୫ ବର୍ଷ ବରବାଦ ହୋଇଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶିବସେନା ସୁପ୍ରିମୋଙ୍କ ଏହି ବୟାନ ଜାତୀୟ ସ୍ତରରେ…

ଓମିକ୍ରନ୍ ଷ୍ଟ୍ରେନ ପରେ ୟୁରୋପରେ ଶେଷ ହେବ ପାନଡେମିକ୍

ନୂଆଦିଲ୍ଲୀ : ସାରା ବିଶ୍ବକୁ ଡରାଇଲାଣି ଭାଇରସ ଓମିକ୍ରନ୍ । ନୂଆ ଭାରିଆଣ୍ଟ ପ୍ରଭାବରେ ଆକ୍ରାନ୍ତ ହେଲେଣି ହଜାର ହଜାର ଲୋକେ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଏବେ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଲାଣି । ଏଭଳି ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଆଶ୍ବସ୍ତିକର…

ଦେଶରେ ଚିନ୍ତା ବଢ଼ାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2

ନୂଆଦିଲ୍ଲୀ : ମହାମାରୀକୁ ନେଇ ଚିନ୍ତା ଥମୁନଥିବା ବେଳେ, ଏବେ ଦେଶରେ ଚିନ୍ତା ବଢାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2 । ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟ ଜରିଆରେ ୫୩୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । କେବଳ ଭାରତ ନୁହେଁ, ବିଶ୍ବର ୪୦ ଦେଶରେ କାୟା ମେଲାଇଲାଣି…

ଟେଲରଙ୍କ ଚାଂଚଲ୍ୟକର ବୟାନ: ପ୍ରଥମେ ବ୍ଲାକମେଲ, ପରେ ସ୍ପଟ ଫିକ୍ସିଂ ପାଇଁ ଚାପ

ହରାରେ: ସ୍ପଟ ଫିକ୍ସିଂର କଳା ବାଦଲ ପୁଣି କ୍ରିକେଟକୁ ଫେରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ସୋମବାର ଏ ନେଇ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଟୁଇଟର ମାଧ୍ୟମରେ ୩୫ ବର୍ଷୀୟ ଟେଲର ଜଣାଇଛନ୍ତି ଯେ, ୨୦୧୯ରେ ଜଣେ ଭାରତୀୟ ବ୍ୟବସାୟୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ…

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ , ଜଣେ ମୃତ

ଗଞ୍ଜାମ :ଗଞ୍ଜାମ ପୁରଷୋତ୍ତୋମପୁରରେ ଗୁଳିମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଲିମାଡ ହୋଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ପୋଲସରା ରାମ୍ପୁଡି ଗାଁ ଠାରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗୁଳିମାଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି କାର୍ତ୍ତିକ ଶବର । ଗୁଳିମାଡ…

ମାର୍କେଟରେ ରଙ୍ଗବେରଙ୍ଗ ଭେରାଇଟି ସିଙ୍ଗଡ଼ା

କାନପୁର: ପ୍ରବଳ ଥଣ୍ଡାରେ ଗରମ ଗରମ ସିଙ୍ଗଡ଼ାର ମଜା କାହାକୁ ବା ଭଲ ନଲାଗେ । ଚଟପଟି ଚଟନୀ ସାଙ୍ଗକୁ ସିଙ୍ଗଡ଼ା । ଏହାର ଭରପୁର ମଜା ନିଅନ୍ତି ଛୋଟରୁ ବଡ଼ । ଏମିତି ଖୁବ୍ କମ୍ ଲୋକ ଥିବେ, ଯାହାଙ୍କୁ ସିଙ୍ଗଡ଼ା ପସନ୍ଦ ନଥିବ । ହେଲେ ବଦଳୁଥିବା ସମୟ ସହ ଲୋକଙ୍କ ପସନ୍ଦ ମଧ୍ୟ ବଦଳୁଛି । ଲୋକଙ୍କ…

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇପାରେ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ । ହେଲେ ଅନ୍ୟ ରାଜ୍ୟ ଗୁଡିକ ଓ ମେଟ୍ରୋ ସିଟି ଗୁଡିକରେ ଗୋଷ୍ଠୀ ସଂକ୍ରମଣ ରହିଛି ବୋଲି…