ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୬
ଲେଖାରେ ତ୍ରୁଟି ଓ ବିଚ୍ୟୁତି
କରେ ଭାଷାର ଖୁବ୍ କ୍ଷତି
ଲେଖାଳି ପାଇପାରେ ଖ୍ଯାତି
ବୁଝେନି ପାଠକର ମତି
ଲେଖକ ହେଲେ ପ୍ରତିଷ୍ଠିତ
ଯଦି ହୁଏନି ଭାଷା ହିତ
ସାହିତ୍ୟ ହୁଏ ମୂଲ୍ୟହୀନ
ପାଠକେ ଦିଅଂତିନି…