Latest Odisha News

BREAKING NEWS

Yearly Archives

2022

ପରିବା ମାର୍କେଟରେ ନିଆଁ, ୪୦ ଦୋକାନ ଛାରଖାର

ଜୟପୁର(କୋରାପୁଟ): ପରିବା ମାର୍କେଟରେ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୪୦ ଦୋକାନ। କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିଦ୍ୟାଧର ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ପରିବା ବଜାର ସମ୍ପୂର୍ଣ୍ଣ  ଛାରଖାର ହୋଇ ଯାଇଛି। ଗତକାଲି ରାତି…

ରାଜଧାନୀରେ ଘନ କୁହୁଡି, ଦିଶୁନି ରାସ୍ତାଘାଟ

ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡି। ୧୦-୨୦ ମିଟର ଦୂରରୁ ବି କିଛି ଦେଖା ଯାଉ। ଯୁଆଡ଼େ ଦେଖିଲେ ଖାଲି ଧୂଆମୟ ପରିବେଶ ଭଳି ଲାଗୁଛି। ଅତି ନିକଟରେ ଥିବା ଲୋକ ବି ଦେଖା ଯାଉ ନାହାଁନ୍ତି।  ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖା ଯାଇଥିଲା ରାଜଧାନୀ ଭୁବନେଶ୍ୱରରେ। କୁହୁଡି ତଳେ ଲୁଚି ଯାଇଥିଲା ବଡ…

ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ୍

ନୂଆଦିଲ୍ଲୀ: ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ ଆୟୋଜନରୁ ବାଦ ପଡ଼ିଛି କଟକର ବାଟବାଟୀ ଷ୍ଟାଡିୟମ। ଦେଶରେ କରୋନାର ତୃତୀୟ ଲହର ଦ୍ରୁତଗତିରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ବିସିସିଆଇ…

ସୋନପୁର ବୋଲେରୋ ଦୁର୍ଘଟଣା, ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ସହାୟତା ଘୋଷଣା

ସୁବର୍ଣ୍ଣପୁର : ସୋନପୁର ବୋଲେରୋ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା । ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର…

[ଭିଡ଼ିଓ] ପାତାଳେଶ୍ୱର ମହାଦେବ ମନ୍ଦିର ପୂଜାରେ ଝାଡୁ ଅର୍ପଣ

ଉତ୍ତରପ୍ରଦେଶ: ନିତିଦିନଆ ଜୀବନରେ କିଛି ବିଶ୍ୱାସ ଆଉ କିଛି ଅବିଶ୍ୱାସ ଚାଲିଥାଏ। ଭିନ୍ନ ଧର୍ମ ଭିନ୍ନ ସଂସ୍କୃତି। ତା ସହିତ ପୂଜାର୍ଚ୍ଚନାରେ ବି ଥାଏ କିଛି ଅଲଗା ରୀତି। ମଠ ମନ୍ଦିର ଗୁଡିକରେ ପୂଜା କରିବାର ଭିନ୍ନ ଭିନ୍ନ ନୀତି ମାନ ରହିଛି। ଏଇ ଯେମିତି କିଛି ମନ୍ଦିରରେ ଏମିତି କିଛି…

ବିଟିଂ ରିଟ୍ରିଟରୁ ହଟିଲା ଆବାଇଡ ୱିଥ ମି

ନୂଆଦିଲ୍ଲୀ: ଚଳିତ ବର୍ଷ ଧ୍ୱଜାବତରଣ ଉତ୍ସବରେ ବିଟିଂ ରିଟ୍ରିଟ ଆବାଇଡ ୱିଥ ମି ଆଉ ବାଜିବ ନାହିଁ । ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଧୂନ ମୃତୁ୍ୟ ବାର୍ଷିକର ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୨୯ରେ ବଜା ଯାଉଥିଲା । ୨୦୨୦ରେ ଏହାକୁ ବାଦ ଦିଆଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ…

ଟ୍ରେନ୍ ଯାତ୍ରୀ ସାବଧାନ, ଯାତ୍ରା ସମୟରେ ଉଚ୍ଚସ୍ବରରେ କଥା ହେବା ମନା

ନୂଆଦିଲ୍ଲୀ : ଟ୍ରେନରେ ଯଦି ଯାଉଛନ୍ତି ଏଣିକି ହୋଇଯାଆନ୍ତୁ ସାବଧାନ । ଉଚ୍ଚସ୍ବରରେ କଥାବାର୍ତ୍ତା ଓ ଉଚ୍ଚ ଶବ୍ଦରେ ବିନା ଇୟର ଫୋନରେ ସଂଗୀତ ଶୁଣିବା ହେଲା ବ୍ୟାନ । ରେଳଯାତ୍ରାକୁ ଅଧିକ ଆରାମଦାୟକ କରିବା ଲାଗି ଏବେ କଡ଼ା କଟକଣା ଲଗାଇଛି ରେଳବାଇ । ଏଣିକି ଟ୍ରେନରେ ଯାତ୍ରାବେଳେ ଅଧିକ…

ଅପମିଶ୍ରିତ ମସଲା କାରଖାନା ଠାବ

କଟକ: ପୁଣି କଟକରେ ଜବତ ହେଲା ଅପମିଶ୍ରିତ ବିଭିନ୍ନ ପ୍ରକାରର ମସଲା । ଜଗତପୁର ଶିଳ୍ପାଞ୍ଚଳ ଏକ କାରଖାନାରେ ବିଭିନ୍ନ ପ୍ରକାରର ମସଲା ଓ ହଳଦୀକୁ ଅପମିଶ୍ରିତ ହେଉଥିବା ଖବର ପାଇ ପୋଲିସ ଏବଂ ଫୁଡ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମସଲା ଗୁଣ୍ଡ ଜବତ ହୋଇଛି । ଏଥିସହିତ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ,…

ଜଗତପୁରରେ ନକଲି ମସଲା କାରଖାନା ଉପରେ ଚଢାଉ , ମାଲିକ ଅଟକ

ଜଗତପୁର: ନକଲି ସାମଗ୍ରୀର ପଣ୍ଠସ୍ଥଳୀ ପାଲଟିଛି ଜଗତପୁର ଅଞ୍ଚଳ ।କଟକ ଜଗତପୁର ପୋଲିସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକଲି ମସଲା କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ଜବତ କରାଯାଇଛି । ସୂଚନା ଅନୁସାରେ…