Latest Odisha News

BREAKING NEWS

Yearly Archives

2022

ମୁକ୍ତିଲାଭ କଲା ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’ । ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକଙ୍କ ୮୫ତମ ଜନ୍ମଦିନ ଅବସରରେ 'ମୋ ଟିଭି' ବ୍ୟାନରରେ ଏକ ନୂତନ ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’ ମୁକ୍ତିଲାଭ କରିଛି । ସୀମିତ ଦର୍ଶକଙ୍କ ଗହଣରେ କୋଭିଡ୍ ନୀତିକୁ ଅନୁପାଳନ କରି…

ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରିବା ଉଚିତ୍‌ ନୁହେଁ: ଆରିଥ୍‌ମିଆ ନେଇ ସତର୍କ ପରାମର୍ଶ

ଭୁବନେଶ୍ବର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ ଭାବନ୍ତି।…

[ଭିଡ଼ିଓ] ଯାଂଜଗିର ଚମ୍ପାରେ ରହସ୍ୟମୟୀ ମା’ମହାମାୟା

ଛତିଶଗଡ଼: ଭାରତରେ ବିଭିନ୍ନ ଧର୍ମ ଆଉ ସଂସ୍କୃତି। ବିଭିନ୍ନ ଦେବାଦେବୀଙ୍କ ଆସ୍ଥାନ। ଶ୍ରଦ୍ଧାଳୁ ଆଉ ଭଗବାନଙ୍କ ସମ୍ପର୍କ ବି କାହିଁ କେଉଁ କାଳରୁ ରହି ଆସିଛି । ବିଭିନ୍ନ ମନ୍ଦିର ଗୁଡିକରେ ଆସ୍ଥା ବିଶ୍ୱାସ ନେଇ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ଲୋକେ…

ଚତୁର୍ଥ ଦିନରେ ୫୮ ହଜାର ୫୮୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ, କାଲି ସରୁଛି ତାରିଖ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଚତୁର୍ଥ ଦିନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ, ଆଜି…

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥାନ୍ତେ ଗାଙ୍ଗୁଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଖେଳାଳି ବିରାଟ କୋହଲିଙ୍କ ଅଧିନାୟକ ପଦକୁ ନେଇ ଏବେ ବେଶ କିଛି ଦିନ ହେବ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ କୋହଲି ମୁହାଁମୁହିଁ ପରିସ୍ଥିତିକୁ ଆସି ଯାଇଥିଲେ । ଏକ ନ୍ୟୁଜ ସାଇଟରେ ପ୍ରକାଶିତ ଖବର…

ମୋବାଇଲ ଦୋକାନରୁ ୬୦ ସ୍ମାର୍ଟ ଫୋନ ସହ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : ମୋବାଇଲ ଦୋକାନରୁ ବଡ ଧରଣର ଲୁଟ । କେନ୍ଦୁଝର ଜିଲ୍ଲା ବିଲେଇପଦା ହାଟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏକାଥରକେ ୬୦ ଟି ସ୍ମାର୍ଟ ଫୋନ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏହା ସହ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । । ଲୁଟ ହୋଇଥିବା ୬୦ ଟି ସ୍ମାର୍ଟ…

କୋଟିଆରେ ଇଲେକ୍ସନ ନୁହେଁ ସିଲେକ୍ସନ, ସହମତି ଭିତ୍ତିରେ ବଛା ହେବେ ପ୍ରତିନିଧି

କୋରାପୁଟ : କୋଟିଆରେ ହେବନି ନିର୍ବାଚନ । ସହମତି ଭିତ୍ତିରେ ବଛା ହେବେ ଜନ ପ୍ରତିନିଧି । ଆଜି ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଟିଆ ନିର୍ବାଚନରେ ତିନି ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ନିଷ୍ପତ୍ତି ହୋଇଛି ।…

ବେଆଇନ ଭ୍ରୁଣ ନିରୁପଣ ଘଟଣାରେ ତନାଘନା, ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଟକ : କଟକରେ ବେଆଇନ୍ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ରେଡ୍ ଘଟଣାରେ ତନାଘନା । ରେଡ୍ ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଭ୍ରୁଣର ଲିଙ୍ଗ ନିରୁପଣ ପାଇଁ ମହିଳାଙ୍କୁ କଟକ କାଠଗୋଲା ସାହିରେ ଥିବା ଆଲଫା ଡାଇଗ୍ନୋଷ୍ଟିକ୍ ଲ୍ୟାବକୁ ପଠାଯାଉଥିଲା…

ବାଲିଅନ୍ତା ବୋମା ମାଡ ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଭାଲିଆବାଡିର ଶୁଶିଲ ବଳିଆର ସିଂ (୨୪) ଏବଂ ଓ ପିତାପଲ୍ଲୀର ମହେଶ୍ୱର ପ୍ରଧାନ(୨୮)। ସୂଚନା ଅନୁସାରେ ବାଲିଅନ୍ତାରେ ଚାଲିଥିବା ଏକ ପ୍ଲଟିଂ ଜମିରେ…

କରହାଲରୁ ନିର୍ବାଚନ ଲଢ଼ି ପାରନ୍ତି ଅଖିଳେଶ !

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ୟୁପି ନିର୍ବାଚନରେ ସେ ସମାଜବାଦୀ ପାର୍ଟିର ଦୁର୍ଗ କୁହାଯାଉଥିବା ମୈନପୁର ଅନ୍ତର୍ଗତ କରହାଲ ନିର୍ବାଚନୀ ମଣ୍ଡଳୀରୁ ଛିଡା ହେବେ ବୋଲି ଜଣାପଡିଛି । ପାର୍ଟି ପକ୍ଷରୁ ବିଧିବଦ୍ଧ…