Latest Odisha News

BREAKING NEWS

Yearly Archives

2022

କୁହୁଡ଼ି ଚାଦର ତଳେ ଭୁବନେଶ୍ୱର, ଦିଶୁ ନଥିଲା ରାସ୍ତାଘାଟ

ଭୁବନେଶ୍ୱର: ପାଗରେ ପରବର୍ତ୍ତନ । ରାଜଧାନୀରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇଯାଇଥିଲା ସାରା ଭୁବନେଶ୍ୱର । ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଅତି ପାଖରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ । ଏତେ ଜୋରରେ କୁହୁଡ଼ି ପଡ଼ିଥିଲା ଯେ, ମୁହଁକୁ ମୁହଁ…

ସିନେ କଳାକାରଙ୍କ ପକ୍ଷରୁ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ସ୍ବର୍ଗତ ମିହିର ଦାସ ଙ୍କର ଦଶାହ ଦିବସରେ Orissa Cine Artistes Associationର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଙ୍କର ଆହ୍ୱାନ କ୍ରମେ ଏବଂ ସଭାପତି ସିଦ୍ଧାନ୍ତ ମହାପାତ୍ର ଙ୍କର ସଭାପତିତ୍ୱରେ ପିଟିଆ ସ୍ଥିତ RTO 2…

୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ଶହ ପାର୍, ଚିନ୍ତାରେ ରାଜଧାନୀ ବାସୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୪ ଶହ ଟପିଛି । ଭୁବନେଶ୍ୱରରେ ଆଜି ୧୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।…

କେରଳରେ ୨୦୨୧ କରୋନା ସଂକ୍ରମଣର ରେକର୍ଡ ଭାଙ୍ଗିଲା ୨୦୨୨

ଥିରୁଅନନ୍ତପୁରମ୍: କେରଳରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭ ରେଟ୍ ୪୦ ପ୍ରତିଶତ ପାର କରିଛି । ପ୍ରଥମଥର ପାଇଁ କେରଳରେ କରୋନାର ଏପରି ଭୟଙ୍କର ରୂପ ଦେଖିବାକୁ ମିଳିଛି । ୨୦୨୧ ମସିହା ମେ ୧୨ ତାରିଖ ଦିନ…

ଏମିତି ଆସେ ମୃତ୍ୟୁ: ଆଗ ପଛ ହୋଇ ଆଖି ବୁଜିଲେ ଦମ୍ପତି

ଢେଙ୍କାନାଳ: ମୃତ୍ୟୁ କେତେବେଳେ ଓ କେମିତି ଆସେ ସେକଥା କାହାକୁ ଜଣା ନଥାଏ। ସ୍ତ୍ରୀର ମୃତ୍ୟୁର କିଛି ଘଣ୍ଟା ଭିତରେ ଦୁର୍ଘଟଣାରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁରେ ଏଭଳି ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି। ମୃତକମାନେ ହେଲେ…

ବୋମା ବିସ୍ଫୋରଣ ଘଟି ୩ ମୃତ ୨୫ରୁ ଅଧିକ ଆହତ

ଲାହୋର: ଲାହୋରରେ ବୋମା ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ ଓ ୨୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ପାଖ ମେଡିକାଲରେ ଭର୍ତ୍ତକରାଯାଇଛି । ସୂଚନା ଅନୁସାରେ, ଏହି ଘଟଣାଟି ଗୁରୁବାର ସକାଳେ ଲାହୋରର ପ୍ରସିଦ୍ଧ ଆଙ୍କଲୀ ବଜାରର ପାନ ମଣ୍ଡିରେ ସକାଳ ୧ରୁ ୨ଟା ଭିତରେ ଘଟିଥିଲା । ଏହି…

ବୁଲ୍ଲିବାଇ ଆପର ଓଡ଼ିଶା ଲିଙ୍କ: ଝାରସୁଗୁଡ଼ାରୁ ଗିରଫ ଯୁବକଙ୍କୁ ଟ୍ରାନଜିଟ ରିମାଣ୍ଡରେ ନେବ ମୁମ୍ବାଇ ପୋଲିସ

ଝାରସୁଗୁଡ଼ା: ବିବାଦୀୟ ବୁଲ୍ଲିବାଇ ଆପ ଲିଙ୍କରେ ସାମ୍ନାକୁ ଆସିଛି ଓଡ଼ିଶା ଲିଙ୍କ। ଆସାମରୁ ଝାରସୁଗୁଡ଼ା ଯାଏ ଲମ୍ବିଛି ଚେର। ବ୍ରଜରାଜନଗରରୁ ଜଣେ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ତାଙ୍କ ନାଁ ନୀରଜ ସିଂ। ବ୍ରଜରାଜନଗର ଇବ ପିଟରେ ତାଙ୍କ ଘର। ସେ ଜଣେ ଏମବିଏ ଡିଗ୍ରୀଧାରୀ…

ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ହଟିଲା ପ୍ରତିବନ୍ଧକ, ଢିଙ୍କିଆରେ ଯୋରଦାର ଚାଲିଛି ପାନବରଜ ମାପଚୁପ ଓ ଭଙ୍ଗାକାର୍ଯ୍ୟ

ପାରାଦୀପ: ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ପାରିପାର୍ଶ୍ବିକ ପ୍ରତିବନ୍ଧକ ହଟିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ଶିଳ୍ପ ପ୍ରତିଷ୍ଠାକୁ ବୀରୋଧ କରି ଆନ୍ଦୋଳନ କରି ଆସୁଥିବା ଢ଼ିଙ୍କିଆ…

ଆଚରଣ ବିଧି ଉଲ୍ଲଂଘନ… ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡିଶାରେ ଜୋରଦାର ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ପରସ୍ପରକୁ କାଦୁଅ ଫୋପାଡିବାରେ ଲାଗିଛି ବିଜେପି ଓ ବିଜେଡି । ନିର୍ବାଚନ ପ୍ରଚାରକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । କୋଭିଡ ନିୟମ ଓ ନିର୍ବାଚନ ଆଇନ୍…

ଝାରସୁଗୁଡାରେ ବୁଲିବାଇ ଆପ୍‌ ଚେର, ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ

ଭୁବନେଶ୍ବର : ବହୁଚର୍ଚ୍ଚିତ ବୁଲ୍ଲିବାଇ ଆପ୍‌ ମାମଲା । ଝାରସୁଗୁଡାର ବ୍ରଜରାଜନଗରରୁ ଜଣେ ଯୁବକଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ ଟିମ୍‌ । ଗିରଫ ଯୁବକ ହେଉଛନ୍ତି ନୀରଜ କୁମାର ସିଂହ । ବୁଲ୍ଲିବାଇ ଆପ୍‌କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ…