Latest Odisha News

BREAKING NEWS

Yearly Archives

2022

ନନ୍ଦନକାନନରେ ୪ ଦିନରେ ୩ଟି ମୟୂର ଓ ଗୋଟିଏ ଚିଲର ମୃତ୍ୟୁ

ବାରଙ୍ଗ : ବାରଙ୍ଗ ନନ୍ଦନକାନନରେ ଦିନକୁ ଦିନ ବଢୁଛି ପକ୍ଷୀ ମୃତ୍ୟୁ ସଂଖ୍ୟା । ୪ ଦିନ ଭିତରେ ନନ୍ଦନକାନନରେ ତିନୋଟି ମୟୂର ସହ ଗୋଟିଏ ଚିଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପକ୍ଷୀ ମାନଙ୍କ ମୁମନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫକୁ ପଠାଯାଇଛି । ଖୁଆଡରେ ଥିବା ଅନ୍ୟ ପକ୍ଷୀ…

ବୁଲିବାଇ ଆପ୍: ଓଡ଼ିଶାରୁ ଜଣେ ଗିରଫ!

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା  । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ANI ସୂତ୍ରରୁ ସୂଚନା ମିଳିଛି । ମୁମ୍ବାଇ ପୋଲିସ୍ ର ସାଇବର ସେଲକୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି…

ଚୀନ ପ୍ରତି ଭାରତର କଡା ଆଭିମୁଖ୍ୟ, ଅପହୃତ ଯୁବକଙ୍କୁ ତୁରନ୍ତ ଫେରାଅ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଭାରତର ଏକ ନାବାଳକଙ୍କୁ ଚୀନ ସେନା ଉଠାଇ ନେଇଛି । ଏ ନେଇ ଉତେଜନା ପ୍ରକାଶ ପାଇଛି । ଅରୁଣାଚଳ ପ୍ରଦେଶ ବିଜେପି ସାଂସଦଙ୍କ ମତରେ ଉକ୍ତ ଯୁବକଙ୍କ ନାମ ମିରାମ ତୋରାନ ଓ ତାଙ୍କ ବୟସ ୧୭ । ଏ ନେଇ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରି ତୁରନ୍ତ ଉକ୍ତ ଯୁବକଙ୍କୁ ଫେରାଇ…

ଚାନ୍ଦିପୁରରୁ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ । ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ସକାଳ ୧୦ଟା ୪୫ ମିନିଟରେ ମିସାଇଲ ଉତକ୍ଷେପଣ କରାଯାଇଥିଲା । ଏହାର ପରୀକ୍ଷଣ ସଫଳ ହୋଇଛି । ଏହା ହେଉଛି…

ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ, କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଦାବି

ବାଲେଶ୍ୱର : ବାଲେଶ୍ୱରର ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଗୁରୁବାର ଜଳେଶ୍ୱର କୋର୍ଟରେ କାମ କରୁଥିବା ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଗତ କାଲିଠାରୁ ଆଇନଜୀବୀ ମାନେ କୋର୍ଟକୁ କାର୍ଯ୍ୟ କରିବା…

ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋରାପୁଟ: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡ଼ିଙ୍ଗାମାଳି ଅଞ୍ଚଳରେ । ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପାହାଡ଼ଠାରୁ ବକ୍ସାଇଟ ବହନ କରୁଥିବା ହାଇୱାରେ ଗତକାଲି…

ଶ୍ମଶାନରେ ଜୀବିତ ଥିବା ନବଜାତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଶ୍ମଶାନରେ ଚେଇଁ ଉଠିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ସକାଳ ୭ଟାରେ ଶିଶୁଟି ମୃତ୍ୟୁବରଣ କରିଥିବା କରଞ୍ଜିଆ ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ଗତକାଲି ଦିନ ପାଖାପାଖି ୨ଟା ବେଳେ…

ଗାଁରେ ବାରହା ଆତଙ୍କ, ୩ ଗୁରୁତର ସହ ୬ ଆହତଙ୍କୁ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ : ଗାଁରେ ବାରହା ଆତଙ୍କ । କାମାକ୍ଷାନଗର ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାଘମୁଣ୍ଡା ଗାଁରେ ବାରହା ପଶି ଲୋକଙ୍କୁ ଗୋଡାଇ ଆକ୍ରମଣ କରିଛି। ବାରହା ଆକ୍ରମଣରେ ୬ ଜଣ ଆହତ ହୋଇପଡ଼ିଥିବା ବେଳେ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଛି । ଉଭୟ ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଅଧିନାୟକ ୟଶଙ୍କ ସମେତ ୬ ଖେଳାଳି କରୋନା ସଂକ୍ରମିତ

ତ୍ରିନିଦାଦ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ କରୋନା ଭାଇରସ ତାଣ୍ଡବ ରଚିବା ଆରମ୍ଭ କରିଛି । ଭାରତୀୟ ଦଳର ଅଧିନାୟକ ୟଶ ଧୁଲଙ୍କ ସମେତ ୬ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ବୁଧବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ୧୧ଜଣ ଖେଳାଳିଙ୍କୁ ନେଇ ଓହ୍ଲାଇବା ପାଇଁ ଭାରତ ନିମନ୍ତେ କଷ୍ଟକର ହୋଇ…

ଜନ୍ମ ହେଲା ଚାରି ହାତ-ଗୋଡ ଥିବା ଅଦ୍ଭୁତ ଶିଶୁ

ନୂଆଦିଲ୍ଲୀ: ସୋମବାର କଟିହାରରେ ସଦର ହସ୍ପିଟାଲର ଡେଲିଭରି ୱାର୍ଡରେ ଏକ ଅଦ୍ଭୁତ ନବଜାତ ଶିଶୁ ଜନ୍ମ ହୋଇଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନବଜାତ ଶିଶୁର ଶରୀରରେ ଚାରି ହାତ ଏବଂ ୪ ଗୋଡ ଥିବା ଦେଖିବାକୁ ମିଳିଛି। ଏହା ଦେଖି ଲୋକମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା କରୁଛନ୍ତି।…