Latest Odisha News

BREAKING NEWS

Yearly Archives

2022

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଯାଜପୁର ଜିଲ୍ଲାରେ ସରଗରମ ହୋଇପଡ଼ିଛି ରାଜନୀତି

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହୋଇପଡ଼ିଛି ରାଜନୀତି । ଗାଁ ଗାଁରେ ନିର୍ବାଚନୀର ମାହୋଲ । ସବୁଠି ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ଫେବୃଆରୀ ୧୬ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୧୬, ୧୮, ୨୦, ୨୨ତାରିଖ ଦିନ ଜିଲ୍ଲାର ୧୦ଟି…

[ଭିଡ଼ିଓ] ବିଦେଶ ଯିବା ପାଇଁ ନିହାଲ ସିଂ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା

ପଞ୍ଜାବ: ବିଦେଶ ଯିବା ପାଇଁ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା । ପଞ୍ଜାବର ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତ ମାନସିକ ପୂରଣ ସହ ସ୍ୱପ୍ନକୁ ସାକାର କରିବା ପାଇଁ ଖେଳଣା ବିମାନ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଏପରି କଲେ ବିଦେଶ ଯିବା ସହିତ ଭିସା ସମସ୍ୟା ବି ଦୁର ହୋଇଥାଏ…

ବ୍ରହ୍ମା କୁମାରୀ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ ଭାରତ ବିରୋଧୀ ପ୍ରଚାର ମୁକାବିଲା କରିବାକୁ ସମର୍ଥ :ମୋଦି

ଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଆଜାଦୀ କି ଅମୃତ ମହୋତ୍ସୋବର 'ସ୍ୱର୍ଣ୍ଣିମ ଭାରତ୍‌ କେ ଔର୍‌ ' ଜାତୀୟ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବ୍ରହ୍ମକୁମାରୀ ମାନଙ୍କ ଆଜାଦୀ କୀ ଅମୃତ ମହୋତ୍ସବରେ ବର୍ଷେ ବ୍ୟାପି କରାଯାଇଥିବା ୩୦ ରୁ ଅଧିକ…

ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଯାଇଛି ୧.୨ ମିଲିୟନ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ଆଣ୍ଟିବାୟୋଟିକ୍- ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଅତି କମରେ ୧.୨ ମିଲିୟନ୍ ଲୋକଙ୍କର ମୃତ୍ୟୁ ଘଟିଛି। ୨୦୪ ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି। (AMR) ବା…

ଆସିଲା ଗାୟିକା ଲତା ମଙ୍ଗେସକରଙ୍କ ହେଲଥ ଅପଡେଟ ,ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି କହିଲେ ଡାକ୍ତର

ମୁମ୍ବାଇ : ଆସିଲା ଗାୟିକା ଲତା ମଙ୍ଗେସକରଙ୍କ ହେଲଥ୍ ଅପଡେଟ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଭେଟେରାନ୍ ଗାଇକା ଲତା ଏବେ ଆଇସିୟୁରେ ଅଛନ୍ତି । ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଜାନୁଆରୀ…

ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିଆଯାଉଥିବା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ । ସାମ୍ବାଦିକମାନଙ୍କୁ କୋଭିଡ଼ ଯୋଦ୍ଧାଭାବେ ପରିଗଣିତ କରାଯାଉଛି । ଯେଉଁମାନଙ୍କ ଦ୍ୱିତୀୟ ଡ଼ୋଜ୍ ନେବାର…

ଜୀବନ ଥିବା ଯାଏ ମନେ ରହିବେ ମନୋଜ ଦାଦା; ବରୁଣ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ବରୁଣ ଧାୱନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ ସାହୁଙ୍କ ଗତ ମଙ୍ଗଳବାର ହୃୃଦ୍‌ଘାତରେ ପରଲୋକ ହୋଇଛି। ଗତକାଲି ସନ୍ଧ୍ୟାରେ ମନୋଜଙ୍କ ଅନ୍ତିମ ସଂସ୍କାର ସମୟରେ ବରୁଣ ଏବଂ ଭାଇ ରୋହିତ ଧାୱନଙ୍କୁ ଦେଖିବାକୁ ମିଳିଥିଲା। ମନୋଜ ସାହୁଙ୍କୁ…

ଆର ପାରିରେ ଗାୟକ ଶାନଙ୍କ ମାଆ ସୋନାଲୀ ମୁର୍ଖାଜୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ରୋମାଂଟିକ ଗାୟକ ଶାନଙ୍କ ମାଆ ସୋନାଲୀ ମୂର୍ଖାଜୀଙ୍କର ଦେହାନ୍ତ ହୋଇଯାଇଛି । ତେବେ କେଉଁ କାରଣ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡି ନାହିଁ । ବୁଧବାର ବିଳମ୍ବିତ ରାତିରେ ସେ ଶୋଇଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୋନାଲୀ ଜଣେ ଭଲ ଗାୟିକା…

ଦ୍ୱିତୀୟ ବିବାହ ପାଇଁ ସ୍ୱାମୀ-ସ୍ତ୍ରୀଙ୍କୁ ମିଳିଲା ତାଲିବାନୀ ସଜା

ନୂଆଦିଲ୍ଲୀ: ରାଜସ୍ଥାନର ରାଜସାମନ୍ଦର ଏକ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ହାତ ବାନ୍ଧି ବାଡ଼ିରେ ପିଟାଯାଇଥିବା ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଉଭୟଙ୍କ ଅପରାଧ ଏହାଥିଲା ଯେ ସେମାନେ ଦ୍ୱିତୀୟ ଥର ବିବାହ କରିଥିଲେ। ଏହି କଥାରେ ପ୍ରଥମ ସ୍ୱାମୀଙ୍କ ପରିବାର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି…

ଅଭିନେତା ଶାହିର ଶେଖଙ୍କ ପିତା ଶାହାନାୱାଜ ଶେଖଙ୍କ ଦେହାନ୍ତ ନେଇ ସୂଚନା

ଦିଲ୍ଲୀ: ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଶାହିର ଶେଖଙ୍କ ପିତା ଶାହନାୱାଜ ଶେଖଙ୍କ ଦେହାନ୍ତ ହୋଇଯାଇଛି । ଶାହନାୱାଜ ଗତ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ବୁଧବାର ଶାହିର ଶେଖଙ୍କ ପିତାଙ୍କ ଦେହାନ୍ତ…