Latest Odisha News

BREAKING NEWS

Yearly Archives

2022

ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ବର : ଆଗାମୀ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ପାଇଁ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ…

ରାଜ୍ୟରୁ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫ ଜଣ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୫୯୬୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର…

ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ, କଟକ କାଠଗୋଲା ସାହି ପାଥୋଲାବରେ ପୋଲିସର ଚଢାଉ

କଟକ: ପାଥୋଲାବରେ ଏବଂ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପୋଲିସର ରେଡ୍ । କଟକ ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ପାଥୋଲାବ ସେଣ୍ଟରରେ ପୋଲିସ ରେଡ କରିଛି । ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରୁଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । କଟକ ପୋଲିସ ଓ ଜୋନ ଏସପିଙ୍କ ନେତ୍ୱତ୍ୱରେ ରେଡ କରାଯାଇ ଦୁଇ…

ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲଶ ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ ଆରମ୍ଭ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ହୋଇଛି ।…

ଜୋକୋଭିଚଙ୍କ ଅଡୁଆ ବଢ଼ୁଛି, ଫ୍ରେଂଚ ଓପନରେ ଖେଳିବା ନେଇ ସନ୍ଦେହ

ପ୍ୟାରିସ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଭ୍ୟାକ୍ସିନ ନ ନେବା ଏବଂ କରାନା କଟକଣାକୁ ଖାତିର ନ କରି ସେ ଅଷ୍ଟ୍ରେଲିଆନ ଓପନରୁ ବିଦା ହୋଇଛନ୍ତି । ରବିବାର ଫ୍ରାନ୍ସରେ ଭ୍ୟାକ୍ସିନ ଆଇନ ପାରିତ ହୋଇଛି । ଏହା ଅନୁଯାୟୀ ଟୀକାକରଣ…

ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ , ୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ଅନୁଗୁଳ :ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ। ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୬ ହଜାର ଗଛ ନଷ୍ଟ କଲା ପୋଲିସ ।  ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ପୁରୁଣାକୋଟ ପୋଲିସ ଓ ଅନୁଗୁଳ ସ୍ପେଶାଲ ପୋଲିସ ଟିମ ପୁରୁଣାକୋଟ ଥାନା ଅଞ୍ଚଳର କନ୍ଧକୋଇଲି , ମୁଣ୍ଡାସାହି ଓ…

ବଢୁଛି ହାତୀ ଉପଦ୍ରବ, ଆତଙ୍କିତ ଲୋକେ

ଚମ୍ପୁଆ: ଥମୁନି ହାତୀ ଉପଦ୍ରବ । କିଛି ଦିନ ଧରି ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ ଖେଳାଉଛନ୍ତି । କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି । ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ…

ଅଷ୍ଟ୍ରେଲିଆରେ ୨୧ ବର୍ଷ ପରେ ଦେଖାଗଲା ବ୍ଲାଙ୍କେଟ ଅକ୍ଟୋପସ

କ୍ୟାନବେରା: ୨୧ ବର୍ଷ ପରେ ଅଷ୍ଟ୍ରେଲିଆର ଲେଡି ଇଲିୟଟ ଦ୍ୱୀପର କୂଳରେ ଦେଖାଗଲା ଦୁର୍ଲଭ ପ୍ରଜାତିର ବ୍ଲାଙ୍କେଟ ଅକ୍ଟୋପସ । ଜୀବବିଜ୍ଞାନୀ ଜେସିଂଟା ଶେକଲଟନ ଏବଂ ତାଙ୍କ ଗ୍ରୁପ ସମୁଦ୍ର ମଧ୍ୟରେ ଏହାକୁ ଦେଖି ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ । ତା ପରେ ସମୟ ଅପଚୟ ନ କରି ଫଟୋ ଏବଂ ଭିଡିଓ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ଶୀତର ଲହରୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ଥଣ୍ଡା ସହ ଘର କୁହୁଡି ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ,ଅନୁଗୁଳ, ବଲାଙ୍ଗୀର, ନବରଙ୍ଗପୁର ଓ କନ୍ଧମାଳ ।ଏସବୁ…

ଟିକା ନେବାକୁ ଚାହୁଁ ନଥିବା ବ୍ୟକ୍ତିଙ୍କୁ ଟିକା ନେବା ଲାଗି କରାଯିବନି ବାଧ୍ୟ

ନୂଆଦିଲ୍ଲୀ : ମହାମାରୀ କରୋନା ସମୟରେ ଟିକା ନେବାକୁ ଚାହୁଁ ନଥିବା ଜଣେ ବ୍ୟକ୍ତିଙ୍କୁ ଟିକା ନେବା ଲାଗି ବାଧ୍ୟ କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟରେ ଏଭଳି ଯୁକ୍ତି ରଖିଛନ୍ତି କେନ୍ଦ୍ର ସରକାର । ସ୍ବେଚ୍ଛାସେବୀ ସଙ୍ଗଠନ ଏଭାରା ଫାଉଣ୍ଡେସନ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ସର୍ବୋଚ୍ଚ…