Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବୈକୁଣ୍ଠବିହାରୀ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ, ଆମେ ଜଗତରନାଥ ଜଗନ୍ନାଥ କହିବା ସହ ବୈକୁଣ୍ଠବିହାରୀ ବି କହିଥାଉ। ଏଠି ପ୍ରଶ୍ନ ଉଠେ ଯଦି ସେ (ଜଗନ୍ନାଥ )ସାରା ଜଗତର ନାଥ ତେବେ ଏ ବୈକୁଣ୍ଠବିହାରୀ ହେଲେ କିପରି ?…

ଆମେରିକା ଡାକ୍ତରଙ୍କ ରେକର୍ଡ: ମଣିଷ ଶରୀରରେ ପ୍ରତିରୋପଣ କଲେ ଘୁଷୁରୀ ହୃଦୟ

ୱାଶିଂଟନ: ଆମେରିକୀୟ ଡାକ୍ତରୀ ଟିମର ଚମକ୍ରାର । ଚିକିତ୍ସା ଇତିହାସରେ ରଚିଲେ ବିରଳ ରେକର୍ଡ । ମଣିଷ ଶରୀରରେ ପ୍ରତିରୋପଣ କଲେ ଘୁଷୁରୀ ହୃଦୟ । ଚିକିତ୍ସା ଇତିହାସରେ ଏହା ପ୍ରଥମ ହୋଇଥିବା ବେଳେ ଆଗାମୀ ସମୟରେ ଅଙ୍ଗଦାନର ଅଭାବକୁ ପୂରଣ କରିବାକୁ ଏହି ପଦ୍ଧତି ସାହାଯ୍ୟ କରିବ ବୋଲି ବିଶ୍ୱାସ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ତାଳଚେର: ଅନୁଗୁଳ ଜିଲ୍ଲା କୋଲିୟରୀ ଥାନା ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ । ସୂଚନା ଅନୁସାରେ ରେସକ୍ୟୁ କଲୋନୀ…

ମିହିର ଦାସଙ୍କ ସାମ୍ବାଦିିକତା ଆଉ ‘କିନ୍ତୁ’ : ‘ଚିତ୍ର ଲହରୀ’

ଛାୟାଲିପି : ଭାଗ ସତର  ମିହିର ଦାସ ଚାଲିଗଲେ ଆଜି ! ଆଜି ଘୋର ଦୁର୍ଦ୍ଦିନରେ, ତାଙ୍କୁ ସ୍ମରଣ କରି କେତେକେତେ ଶ୍ରଦ୍ଧାଞ୍ଜଳି ଓ ଶୋକାଞ୍ଜଳି ଅର୍ପଣ ହୋଇଛି, କେତେ କେତେ ଧାର ଲୁହରେ ଓଦା ହୋଇଛି ଛାତି ଆଉ ମନ, କେତେ କେତେ ଦୀର୍ଘଶ୍ୱାସରେ ଉନ୍ମନା ହୋଇଛି କେତେ ହୃଦୟ ତା’ର ଇୟତ୍ତା ନାହିଁ ।…

କୋଭିଡ୍ ସ୍ଥିତିରେ ଦ୍ରୁତ ବୃଦ୍ଧି, ରୋଗୀ ସେବା ପାଇଁ ଏମ୍ସ ଭୁବନେଶ୍ୱରରେ ନୂତନ ମାର୍ଗଦର୍ଶିକା ବୁଧବାରଠାରୁ ଲାଗୁ

ଭୁବନେଶ୍ୱର: କୋଭିଡ୍ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କିଛି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଏମ୍ସ ଭୁବନେଶ୍ୱରର ସମସ୍ତ ବିଭାଗଗୁଡ଼ିକୁ ସଂକ୍ରମଣକୁ ରକ୍ଷା କରିବା ପାଇଁ କୋଭିଡ୍…

ଅନୁଗୁଳ ନିଶା ଶିଳ୍ପାଞ୍ଚଳରେ ଚଢ଼ାଉ, ଡକାୟତ ଗ୍ୟାଙ୍ଗ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ପୋଲିସ ଚଢ଼ାଉ । ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ଏଥିସହ ଡକାୟତ ଗ୍ୟାଙ୍ଗଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୩ଟି…

ମିଳିଲାନି ଲୋନ୍‌, ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ

ଭୁବନେଶ୍ୱର: ଅନେକ ସମୟରେ ଆମେ ହେଉ ଅବା ଅନ୍ୟ କେହି, ମାନସିକତାରେ ଆସିଥାଏ ଅପ୍ରତ୍ୟଶିତ ପରିବର୍ତ୍ତନ । ସେହି କ୍ଷଣରେ କିଛି ଗୋଟିଏ ଅନିୟନ୍ତ୍ରିତ ଘଟଣା ନିଶ୍ଚିତ ଭାବେ ସାମ୍ନାକୁ ଆସିଥାଏ । ଯେମିତି କି ଜଣେ ବ୍ୟକ୍ତି ଲୋନ୍ ପାଇଁ ଦୌଡିଦୌଡି ନୟାନ୍ତ ହେବା ପରେ ଶେଷରେ ରାଗ ଶୁଝାଇବାକୁ ଯାଇ…

ନେପଚ୍ୟୁନ ଓ ୟୁରାନସରେ ହେଉଛି ହୀରା ବର୍ଷା !

ପୁରୀ: ସୌରଜଗତର ଦୁଇ ଗ୍ରହ ନେପଚ୍ୟୁନ ଓ ୟୁରାନସରେ ହୀରା ବର୍ଷା ହେଉଛି । ବିଶ୍ୱାସ ନ ହେଲେ ବି ଏହା ସତ । ତେବେ ଏହି ହୀରା ଆଣିବା ପୃଥିବୀବାସୀଙ୍କ ପାଇଁ ଏତେଟା ସହଜ ହେବ ନାହିଁ । ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ.. ସୂର୍ଯ୍ୟଠାରୁ ଅନତି ଦୂରରେ ଥିବା ଏହି ୨ ଗ୍ରହରେ…

ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କୋଭିଡର ତୃତୀୟ ଲହର ଖୁବ୍ ଜୋରରେ ବ୍ୟାପି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମିତ ଦ୍ରୁତ ଗତିରେ ବଢ଼ୁଛି, ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଭିଡ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି । Reviewing #COVD19…

ଆୟକର ପୈଠର ସମୟ ସୀମା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି : କେନ୍ଦ୍ର ଅର୍ଥମନ୍ତ୍ରାଳୟ

ଦିଲ୍ଲୀ : ଆୟକର ପୈଠର ସମୟ ସୀମା ବୃଦ୍ଧି । କେନ୍ଦ୍ର ସରକାର ଆୟକର ପୈଠର ସମୟ ସୀମା ବୃଦ୍ଧି କରିଛନ୍ତି ।୨୦୨୨ ମାର୍ଚ୍ଚ ୧୫ ତାରିଖକୁ ଆୟକର ପୈଠର ତାରିଖ ଘୁଞ୍ଚାଇ ଦିଆଯାଇଛି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଜସ୍ୱ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ଆୟକର ପୈଠ ସମୟ ସୀମା ବଢାଇବା ସହ…