Latest Odisha News

BREAKING NEWS

Yearly Archives

2022

ଆଇଏନଏସ ବିଶାଖାପାଟନମରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏଣିକି ଶ୍ରୁତଙ୍କୁ ଜବାବ ଦେବ ଭାରତ । କାରଣ, ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟନମରୁ ସଫଳତାର ସହ ପରୀକ୍ଷଣ ହୋଇଛି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ବା…

ସାଇନାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରି ଫସିଛନ୍ତି କମ ଜଣାଶୁଣା ଅଭିନେତା ସିଦ୍ଧାର୍ଥ । ନ୍ୟାଶନାଲ କମିଶନ ଫର ଓମ୍ୟାନ (ଏନସିଡବ୍ଲ୍ୟୁ)ର କମିଶନର ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ଗେଟସ୍ ଅଫ୍ ହେଲରେ ପଡ଼ିବ ତାଲା

ତୁର୍କମେନିସ୍ତାନ: ସ୍ୱର୍ଗ, ମର୍ତ୍ତ୍ୟ ଏବଂ ନର୍କ ବିଷୟରେ ତ ଆପଣମାନେ ଶୁଣିଥିବେ । ହେଲେ ମର୍ତ୍ତ୍ୟରେ ନର୍କର ଦ୍ୱାର ଅଛି ବୋଲି ଶୁଣିଛନ୍ତି କି? ବିଶ୍ୱର ଏମିତି ଏକ ସ୍ଥାନରେ ନର୍କ ଦ୍ୱାର ଥିବା ଜ୍ୱଳନ୍ତ ପ୍ରମାଣ ରହିଛି । ତୁର୍କମେନିସ୍ତାନର କୁରକୁମ ମରୁଭୂମିରେ ଏକ ବଡ଼ ଗର୍ତ୍ତ ରହିଛି…

କରୋନା ମହାମାରୀ ସମୟରେ କିଟରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ବର : କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟରେ ହୋଇଛି ରେକର୍ଡ ପ୍ଲେସମେଣ୍ଟ । କିଟ୍‍ର ୨୦୨୨ ପାସ୍‍ ଆଉଟ୍ ବ୍ୟାଚ୍‍ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‍କୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ…

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଗରିବ ଅନ୍ତେବାସୀଙ୍କ ମଧ୍ୟରେ କମ୍ବଳ ବଂଟନ

ସୁନ୍ଦରଗଡ: ଭୂମିହୀନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ତରଫରୁ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ମାଲଦା ପଚାଂୟତର ଦଲିତା ଏବଂ ଗିଦେଇ ଗାଁର ଗରିବ ଅନ୍ତେବାସୀଙ୍କ ମଧ୍ୟରେ ସୋମବାର ଦିନ କମ୍ବଳ ବଂଟନ କରାଯାଇଛି । ଜେଏସଡବ୍ଲ୍ୟୁ ଷ୍ଟିଲର…

କୋଭିଡ ସମୀକ୍ଷା : ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର :କୋଭିଡ ସଂକ୍ରମଣ ବ୍ୟାପୁଥିବାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର…

ସୁନ୍ଦରଗଡର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ଗବେଷଣା ମନୋଭାବ ସୃଷ୍ଟି କରିବ ଆଧୁନିକ ବିଜ୍ଞାନାଗାର

ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଭିତ୍ତିଭୂମିର ସାମଗ୍ରିକ ବିକାଶ କରାଯିବା ସହ ସ୍ମାର୍ଟ କ୍ଲାସରୁମ, ଇ- ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, ସ୍ୱଚ୍ଛ ଶୌଚାଳୟ ଏବଂ ଖେଳପଡ଼ିଆ ଆଦିର ଉନ୍ନତିକରଣ କରାଯାଉଛି । ଆଦିବାସୀ…

ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍‌ ଅନର୍‌’

ଭୁବନେଶ୍ବର : ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ତାଙ୍କ ଅକାଳ…

ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ହରିଶ୍ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର : ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍ ଭାବେ ଦାୟିତ୍ୱ ନେଲେ ଶ୍ରୀ ହରିଶ୍ଚନ୍ଦ୍ର ମହାନ୍ତି ଆଇ. ଟି.ଏସ୍ । ଏହି ଅବସରରେ ଶ୍ରୀ ମହାନ୍ତି ଗ୍ରାହକ ମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ବନ୍ୟା , ବାତ୍ୟା ଓ…

କରୋନା ମୁକାବିଲା ପାଇଁ ବିଏମସିର ପଦକ୍ଷେପ, ରାସ୍ତାରେ ବସିବ ହାଟ

ଭୁବନେଶ୍ବର : ଧିରେ ଧିରେ ମୁଣ୍ଡ ଟେକି ଚାଲିଲାଣି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବଢ଼ିଥିବାରୁ ପଦକ୍ଷେପ ନେଇଛି ବିଏମସି । ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ କଟକଣା ଲଗାଇଛି ବିଏମସି । ଆଉ ଏବେ କରୋନା…