Latest Odisha News

BREAKING NEWS

Yearly Archives

2022

ନୀତିନ ଗଡକରୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟରରେ ଏହି ସୂଚନା ପ୍ରଦାନ କରିଛନ୍ତି। “ସେ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ‌ରହିଛି। ଏହାସହିତ ସେ ସମସ୍ତ ଆବଶ୍ୟକୀୟ…

ଦେଶରେ ଦୁଇ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ, ଗତକାଲି ଅପେକ୍ଷା ୧୫% ଅଧିକ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫.୮ ପ୍ରତିଶତ ଅଧିକ ଆକ୍ରାନ୍ତ…

ଆହୁରି ବର୍ଷିବ, ଚିନ୍ତାରେ ଚାଷୀକୂଳ

ଭୁବନେଶ୍ୱର: ଆହୁରି ବର୍ଷିବ । ଗତ ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ଆହୁରି ବର୍ଷା ସମ୍ଭାବନା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିଛି…

ଭିଜିଲାନ୍ସ ଜାଲରେ ପୂର୍ବତନ ଏଆରସିଏସ୍‌

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାର୍ କୋ-ଅପରେଟିଭ୍ ସୋସାଇଟି ବା ଏଆରସିଏସ୍‌ । ତାଙ୍କ ନାଁ ରାଜକିଶୋର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା: ୧୦ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ସହ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା । ଗତ ୨…

ଆଜି ଓଡ଼ିଶାରୁ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୩୦% ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୭୭୮ ନୂଆ ଆକ୍ରାନ୍ତ । ୧୮ ବର୍ଷ ଭିତରେ ୭୯୨ ପଜିଟିଭ୍ ବାହାରିଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟିନରୁ ୫୦୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୮୨ଟି । ୧୭ଟି ଜିଲ୍ଲାରେ ଦୈନିକ…

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ

କଟକ: ଆଜି ପଞ୍ଚଭୂତରେ ବିଲିନ ହେବେ ମିହିର ଦାସ । ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଯାଇଛନ୍ତି ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢ଼େ ୮ଟାରେ ବାସଭବନରୁ ମିହିରଙ୍କ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଉଛି । ସେଠାରେ ମିହିର ଦାସଙ୍କୁ ଗାର୍ଡ଼ ଅଫ ଅନର…

କବିତା : ଇତିହାସ

ପାରମିତା ଷଡଙ୍ଗୀ  ସେ ଥିଲା ଗୋଟେ ଜରା ଜର୍ଜରିତ ଘରର ଉପେକ୍ଷିତ ବଖରାଟିଏ ଇତିହାସର କେଉଁ ଏକ ଗର୍ବିତ ଦୁର୍ଗର ଭ୍ରମ ଥିଲା ତାର ସବୁଠୁ ଉଚ୍ଚହେବାର ହଲେ ତାକୁ ଜଣା ନ ଥିଲା ସହର ଭିତରେ ଶୁଖିଲା ଘାସର ଗୋଟେ ଜଙ୍ଗଲ ବ୍ୟାପିଲାଣି ଯାହାର ଧାରୁଆ ପତ୍ରସବୁ ନିଜ ନିଜ ଭିତରେ ଘଷି ହୋଇ…

ବ୍ୟଙ୍ଗ : କରୋନା କେଳେଙ୍କାରୀ

ଗତ ମାସର କଥା । ବର୍ଷାରେ ତିନ୍ତି ସନ୍ଧ୍ୟାରେ ଘରକୁ ଫେରିବା ପରେ ଟିକେ ଜରୁଆ ଲାଗିଲା । ଦେହ ଉଷୁମ ଦେଖି ଚିନ୍ତା ବଢିଗଲା । କରୋନା ନୁହେଁ ତ? ମନ କଥା ମନରେ ରଖି ଭାବିଲି ସକାଳ ଯାଏଁ ଅପେକ୍ଷା କରେ ଯଦି ଜ୍ଵର ରୁହେ ତେବେ ଘରେ ଜଣେଇବି । ଅଯଥାରେ କାହିଁକି ସମସ୍ତଙ୍କୁ ଟେନ୍ସନ ଦେବି ।…

ଧାରାବାହିକ ଉପନ୍ୟାସ : ଦେବୀ (୪୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୧ ଦେବୀର ଜୀବନ ଏକ ଡେଣାହୀନ ଅଦ୍ଭୁତ ଉଡାଣ। କେବେ ଏଇ ଉଡାଣ ପଥରେ ଆସି ପହଞ୍ଚିଛି ସବୁଜଶ୍ରୀ ଗିରିପ୍ରାନ୍ତର ତ ଆଉକେବେ ନିର୍ମମ ଡହଡହ ଶ୍ରୀହୀନ ମରୁଭୂମି। କେବେ ଶିଳା-ଶିଖରର ଶୀତଳତା ତ ଆଉ କେବେ ବିଷୁବ ରେଖା ତଳ ମୃତ ମାଳଭୂମି।…