Latest Odisha News

BREAKING NEWS

Yearly Archives

2022

SCB ନର୍ସିଂ ହଷ୍ଟେଲରେ ୨୮ ଛାତ୍ରୀଙ୍କୁ କରୋନା

କଟକ: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। କଟକ ଏସସିବି ବିଏସସି ନର୍ସିଂ କଲେଜ ହଷ୍ଟେଲରେ ପଶିଲା କରୋନା । ୨୮ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଏମାନେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି। ପଜିଟିଭ ଚିହ୍ନଟ…

ସୁଲି ଡିଲ୍ସର ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କୁ ଟାର୍ଗେଟ କରୁଥିବା 'ସୁଲି ଡିଲ୍ସ' ଆପର ମାଷ୍ଟରମାଇଣ୍ଡ ଅମ୍‌କାରେଶ୍ୱର ଠାକୁରଙ୍କୁ ଇନ୍ଦୋରରୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ମୁସଲିମ ମହିଳାମାନଙ୍କୁ ଟ୍ରୋଲ କରିବା ପାଇଁ ଟ୍ୱିଟରରେ ସୃଷ୍ଟି ହୋଇଥିବା ଗ୍ରୁପ୍‌ର ସଦସ୍ୟ ଥିଲେ। ପ୍ରାଥମିକ ପଚରାଉଚରା ବେଳେ…

ଆଜି ଦେଶରେ କୋଭିଡ ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଦେଢ଼ ଲକ୍ଷ ଟପିଛି। ଆଗକୁ ଆହୁରି ବଢିବା ଆଶଙ୍କା ରହିଛି। ଆଜି ଦେଶରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନ ସାଢେ଼ ୪ ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସ୍ବାସ୍ଥ୍ୟ ବିଭାଗ…

ଓମିକ୍ରନ୍‌ ଭୟ; ୧.୫୦ ଲକ୍ଷ ଟପିଲା କରୋନା ମୃତ୍ୟୁ

ଲଣ୍ଡନ: ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଏବେ ବିଶ୍ବର ଅନେକ ସ୍ଥାନରେ କାୟା ବିସ୍ତାର କରିସାରିଲାଣି। ଏହି କରୋନା ଲଢେଇକୁ ରେକିବା ଲାଗି ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛି। ୨୦୨୦ରେ ମହାମାରୀ ଆରମ୍ଭ ହେବା ଦିନଠାରୁ ବ୍ରିଟେନରେ ୧୫୦,୦୦୦ କୋଭିଡ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।…

୧୦ ଘଣ୍ଟା ପରେ କୂଅ ଭିତରୁ ହାତୀ ଛୁଆ ଉଦ୍ଧାର

ବାରିପଦା: ୧୦ ଘଣ୍ଟା ପରେ କୂଅ ଭିତରେ ଖସି ପଡ଼ିଥିବା ଛୁଆ ହାତୀ ଉଦ୍ଧାର ।ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ୍ ସୁରେଇଡ଼ିହି ଗାଁ କୂଅରେ ଖସିପଡ଼ିଥିବା ହାତୀ ଛୁଆ ଆଜି ଉଦ୍ଧାର ହୋଇଛି। ଦୀର୍ଘ ୧୦ ଘଣ୍ଟା ପରେ ବନବିଭାଗ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର ହୋଇଛି ଛୁଆ ହାତୀ। କୂଅରେ…

କନ୍‌ମ୍ୟାନ ସୁକେଶଙ୍କୁ ନେଇ ନୀରବତା ଭାଙ୍ଗି‌ଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମାନ ସୁକେଶ ଚନ୍ଦ୍ରଶେଖରଙ୍କା ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ ଭୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ତାଙ୍କ ନାଁରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ମଧ୍ୟ ସାମ୍‌ନାକୁ…

ବଢ଼ୁଛି କରୋନା ସଂକ୍ରମଣ, ରାଜ୍ୟରେ ୨୪ଘଣ୍ଟାରେ ୪୭୧୪ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟାରେ ୪୭୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୭୫୫ ଜଣ ସ୍ଥାନୀୟ ସଂକ୍ରମଣରୁ ୧୯୫୯ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୪୧୬ଜଣ କୋଭିଡ଼୍ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ…

କୋଭିଡ୍ ରେଡ୍ ଜୋନରେ ଖୋର୍ଦ୍ଧା, ସମ୍ୱଲପୁର ଓ ସୁନ୍ଦରଗଡ଼

ଭୁବନେଶ୍ୱର: ରାଜ୍ୟରେ ୫ ହଜାର ମୁହାଁ ହୋଇଛି ଦୈନିକ କରୋନା କେସ୍ । ଆଜି ୪ହଜାର ୭୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା । ୯ ଦିନ ଭିତରେ ଏହି ସଂଖ୍ୟା ପାଖାପାଖି ୫ ହଜାର ହୋଇଛି । ଅର୍ଥାତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୫ ଗୁଣା…

କନମାନ୍ ସୁକେଶଙ୍କୁ ନେଇ ନୀରବତା ଭାଙ୍ଗିଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: କାଲି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହାର କିଛି ଘଣ୍ଟା ପରେ, ଜ୍ୟାକଲିନ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିବୃତ୍ତି ଜାରି କରିଥିଲେ। ନିକଟରେ ଜ୍ୟାକଲିନ୍‌ଙ୍କ ନାଁରେ ୨୦୦ କୋଟି ଟଙ୍କାର…

କୂଅ ଭିତରେ ଖସି ପଡ଼ିଲା ଛୁଆ ହାତୀ, ଜଗି ରହିଛନ୍ତି ହାତୀ ପଲ

ବାରିପଦା: କୂଅ ଭିତରେ ଖସି ପଡ଼ିଲା ଛୁଆ ହାତୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସୁରେଇଡିହି ଗାଁରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କୂଅ ଭିତରେ ଛୁଆ ହାତୀଟି ଖସିପଡ଼ିଛି । ଏହି ଘଟଣା ପରେ କୂଅ ଚାରିପଟେ ହାତୀ ପଲ ଘେରି ରହିଛନ୍ତି । ଫଳରେ ଉଦ୍ଧାର କରିବାରେ ବାଧା…