Latest Odisha News

BREAKING NEWS

Yearly Archives

2022

ସୁପ୍ରିମକୋର୍ଟର ୪ ବିଚାରପତି କରୋନା ପଜିିଟିଭ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଶିଲା କରୋନା । ୪ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ସେମାନେ ଏବେ ଆଇସୋଲେସନରେ ଅଛନ୍ତି । ପୂର୍ବରୁ ଗତ ଗୁରୁବାର ଦିନ ଦୁଇ ଜଣ ସୁପ୍ରିମକୋର୍ଟ ବିଚାରପତି କରୋନା ସଂକ୍ରମିତ ହୋଇଥିଲେ । ଆଜି ଆଉ ଜଣ ଜଜ୍ ପଜିଟିଭ୍ ବାହାରିଛନ୍ତି । ସୁପ୍ରିମକୋର୍ଟରୁ କରୋନା…

ଦେଶରେ ଦେଢ଼ ଲକ୍ଷ ଡେଇଁଲା କରୋନା କେସ, ଗତକାଲି ଅପେକ୍ଷା ୧୨% ଅଧିକ

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୯ହଜାର ୬୩୨ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ କେସ୍ ୧୨ପ୍ରତିଶତ ବଢ଼ିଛି । ଗତକାଲି ଦେଶରୁ ବାହାରିଥିଲେ ୧ଲକ୍ଷ ୪୧ହଜାର ୯୮୬ ସଂକ୍ରମିତ । ଦେଶରେ ଦୈନିକ ପଜିଟିଭ୍ ହାର ୧୦.୨୧…

ଆଜିଠୁ ଚିଲିକାରେ ଡ଼ଲଫିନ୍ ଗଣନା,୧୮ଟି ଟିମ୍ ନିୟୋଜିତ

ବ୍ରହ୍ମଗିରି: ଚିଲିକାରେ ଆଜିଠୁ ଡ଼ଲଫିନ ଗଣନା । ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇଛି । ଚିଲିକାକୁ ୧୮ଟି ଜୋନରେ ବିଭକ୍ତ କରାଯାଇଛି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଓ ସାତପଡ଼ା ରେଞ୍ଜରୁ ୮ଟି ଦଳ ଗଣନା କରୁଛନ୍ତି । ପ୍ରତିଟିମ୍ରେ ୫ଜଣ ଲେଖାଏଁ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଡ଼ଲଫିନ୍…

ଆଜିଠୁ ଗଞ୍ଜାମ ଜିଲ୍ଲାରେ ଭକ୍ତଙ୍କ ପାଇଁ ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ବଢୁଛି । ତାସହ ବଢୁଛି କଟକଣା । ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜାନୁଆରୀ ୩୧ ତାରିଖ ଯାଏ କଟକଣା…

ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍ ଓ ବେଡ୍ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ସଂକ୍ରମିତ ବାହାରୁଛନ୍ତି ତାର ଅଧାରୁ ଅଧିକ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲ୍ ଓ ବେଡ୍ ସଂଖ୍ୟା ବଢ଼ାଇଛି ବିଏମସି । କୋଭିଡ୍ ହସ୍ପିଟାଲ ତାଲିକାରେ ଆଉ…

ରାଜ୍ୟରେ କମୁଛି ଶୀତର ପ୍ରକୋପ, ୧୪ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଲାଗିରହିଥିବାବେଳେ ଏବେ ପୁଣି ଥରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଜିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଯିବ । ଆସନ୍ତା ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ର ପ୍ରଭାବରେ ପୂର୍ବ ବଙ୍ଗୋପସାଗରରୁ…

NIT ରାଉରକେଲାରେ ମାଡୁଛି କରୋନା: ସଂକ୍ରମିତ ହେଲେଣି ୧୨୫ ଜଣ

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏନଆଇଟି ରାଉରକେଲାରେ ମାଡୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଯାଏ ୧୨୫ ଜଣ ପଜିଟିଭ୍ ବାହାରିଲେଣି । ଗତକାଲି ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୫୦ରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଶୁକ୍ରବାର…

କାଲିଠୁ ପ୍ରିକସନ୍ ଡୋଜ୍: ଅନଲାଇନରେ ଏବେ କରନ୍ତୁ ସ୍ଲଟ୍ ବୁକିଂ

ନୂଆଦିଲ୍ଲୀ: କାଲିଠୁ ଦେଶବ୍ୟାପୀ ଆରମ୍ଭ ହେବ ପ୍ରିକସନାରୀ ଡୋଜ୍ ଅଭିଯାନ । ଫ୍ରଣ୍ଟଲାଇନ୍ ଓ୍ୱାର୍କର୍ସ, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯିବ ପ୍ରିକସନ୍ ଡୋଜ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଯେଉଁମାନେ ପ୍ରିକସନାରୀ ଡୋଜ୍ ନେବେ…

ବଢ଼ୁଛି କରୋନା ସଂକ୍ରମଣ, ଆଜିଠୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପ୍ରତିଦିନ ରାଜ୍ୟରେ ଓମିକ୍ରନ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ତେଣୁ ସଂକ୍ରମଣ କିପରି ବୃଦ୍ଧି ନପାଇବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧାର୍ମିକସ୍ଥଳୀମାନଙ୍କରେ ଭିଡ଼…

ପାର୍ଲାମେଣ୍ଟରେ ପଶିଲା କରୋନା, ୪୦୦ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଦିଲ୍ଲୀରେ ବ୍ରେକ୍ ଫେଲ୍ ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ୟ୍ୟରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ…